ଦେଶ- ବିଦେଶ

କିଷାନ ଯୋଜନା ଟଙ୍କା ମିଳିନଥିଲେ ଶୀଘ୍ର ଦେଖନ୍ତୁ ଆପଣଙ୍କ ଏହି ଭୁଲ ପାଇଁ ଅଟକିଛି ଟଙ୍କା ,ଚାଷୀ ଭାଇ ମାନେ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ଫାଇନାଲ ଗତ କାଲି ମାନେ ଫେବୃଆରୀ 28 ତାରିକ ଦିନ ପିଏମ କିଷାନ ଯୋଜନାର 16 ତମ କିସ୍ତିର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାସରିଛି ବହୁତ ସାରା ଲୋକମାନଙ୍କ କମେଣ୍ଟ କରୁଛନ୍ତି ଭାଇ ଆମକୁ ପିଏମ କିଷାନ ଯୋଜନାର 16 ତମ କିସ୍ତି ଏପର୍ଯ୍ୟନ୍ତ ମିଳି ନାହିଁ ଅଲରେଡି ସମସ୍ତଙ୍କୁ 15 ତମ କିସ୍ତି ଟଙ୍କା ମିଳିଥିଲା କିନ୍ତୁ ଏପର୍ଯ୍ୟନ୍ତ 16 ତମ କିସ୍ତି ଟଙ୍କା ମିଳି ନାହିଁ କଣ ଆମକୁ ଟଙ୍କା ମିଳିବ ନାହିଁ ଏହି ପରି ଭାବରେ ଲୋକମାନେ ପଚାରୁଛନ୍ତି ଆହୁରି ବହୁତ ସାରା ଲୋକମାନଙ୍କ ଏମିତି କମେଣ୍ଟ ଆସୁଛି ଭାଇ ଆମକୁ 15 ତମ କିସ୍ତି ଟଙ୍କା ମିଳି ନାହିଁ କଣ ଆମକୁ ମିଳିବ କି ନାହିଁ |

ଏହି ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆପଣମାନେ ପାଇପାରିବେ |ପିଏମ କିଷାନ ଯୋଜନାରେ ଅଫିସିଆଲ ୱେବସାଇଟରେ ଅଲରେଡି ଅପଡେଟ ହୋଇସାରିଛି ପିଏମ କିଷାନ ଯୋଜନାର 16 ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠା ସରିଲାଣି ତାହେଲେ 16 ତମ କିସ୍ତି ଟଙ୍କା ଫେବୃଆରୀ 28 ତାରିକ ଦିନ ଚାଷୀ ମାନଙ୍କ ଆକାଉଣ୍ଟକୁ ଛଡ଼ା ଯାଇଛି ଜାଣନ୍ତୁ ପଇସା ଡିବିଟି ଆକାରରେ ପହଁଞ୍ଚିବ ଯଦି ଆପଣ 15 ତମ କିସ୍ତି ଟଙ୍କା ପାଇ ନାହାଁନ୍ତି ତାହେଲେ ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ କାହିଁକିନା ଡିବିଟି ଆକାରରେ ପଇସା ଛଡ଼ା ଯାଇଛି |

ପଇସା ଆକାଉଣ୍ଟରେ ପହଁଚିବାକୁ ଦୁଇରୁ ତିନି ଦିନ ସମୟ ଲାଗୁଚି ଏହି 2 ରୁ 3 ଦିନ ଭିତରେ ଯଦି ଆପଣଙ୍କୁ ଟଙ୍କା ମିଳୁ ନାହିଁ ତେବେ ନିହାତି ଭାବରେ ଆପଣଙ୍କୁ ଟଙ୍କା ମିଳିଯିବ କିନ୍ତୁ ବହୁତ ସାରା ଲୋକମାନେ ଏମିତି କମେଣ୍ଟ କରିଥିଲେ ଭାଇ ଆମକୁ 15 ତମ କିସ୍ତି ଟଙ୍କା ମିଳି ନାହିଁ ତେବେ ଜାଣି ରଖନ୍ତୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ KYC ନହୋଇଛି |

ଆପଣ ପିଏମ କିଷାନ ଯୋଜନାର ଅଫିସିଆଲ ୱେବସାଇଟରେ KYC କରି ନାହାଁନ୍ତି |ତାହେଲେ ଆପଣଙ୍କୁ ଟଙ୍କା ମିଳିବ ନାହିଁ |ଜାଣି ରଖନ୍ତୁ ଯେଉଁ ମାନଙ୍କ ଏମିତି ଅସୁବିଧା ହୋଇଛି ଆଗରୁ ସେମାନଙ୍କୁ 10,12 ଏବଂ 13 ନମ୍ବର କିସ୍ତି ମିଳିଥିଲା ହଟାତ 14 ନମ୍ବର କିସ୍ତି ଠାରୁ ଏହି ଅସୁବିଧା ଦେଖିବାକୁ ମିଳିଛି ଯାହାକି ଲୋକମାନଙ୍କୁ ଟଙ୍କା ମିଳି ନାହିଁ |

ପ୍ରକୃତ କଥା ହେଉଛି ଲୋକମାନଙ୍କ KYC କଟି ଯାଇଛି ବ୍ୟାଙ୍କରେ ଆପଣ ଯାଇ ଥରେ ଚେକ କରି ଦିଅନ୍ତୁ ଆପଣଙ୍କ KYC ଅଛି କି ନାହିଁ ଆପଣଙ୍କୁ କେବଳ କିଷାନ ଯୋଜନାର ୱେବସାଇଟ କରିଲେ ହେବ ନାହିଁ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ KYC କରିବାକୁ ପଡ଼ିବ ଦୁଇଟି ଯାକ ସାଇଡରେ ଆପଣଙ୍କୁ KYC କରିବାକୁ ପଡ଼ିବ ନଚେତ ଆପଣ ଟଙ୍କା ପାଇପାରିବେ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button