ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍ – Kalinga News

[ad_1]
ଗୁଆହାଟୀ: ଆଇପିଏଲ୍ର ୬୫ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି। ଗୁଆହାଟୀର ବରସାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ସାମ୍ କୁରାନଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନ ରୟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୪୪ ରନ୍ କରିଥିଲା। ଫଳରେ ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍ ରହିଛି।
Rilee Rossouw takes a fine running catch near the ropes
#RR lose their impact player Donovan Ferreira.
Watch the match LIVE on @JioCinema and @StarSportsIndia
#TATAIPL | #RRvPBKS pic.twitter.com/iXB9PsefuT
— IndianPremierLeague (@IPL) May 15, 2024
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟମ୍ ଖୋଲେର କ୍ୟାଡମୋର ୧୮ ରନ୍ କରିଥିବାବେଳେ ସଞ୍ଜୁ ସାମସନ୍ ୧୮ରନ୍ କରିଥିଲେ। ସେହିପରି ରିୟାନ ପରାଗ ୪୮ ରନ୍, ରବିଚନ୍ଦ୍ରନ ଅଶ୍ବିନ ୨୮ ରନ୍ କରିଥିଲେ।
R Ashwin breaks the shackles
Rajasthan Royals 86/3 in the 13th over, what would be a good total from here
Watch the match LIVE on @JioCinema and @StarSportsIndia
#TATAIPL | #RRvPBKS pic.twitter.com/veflibZtmP
— IndianPremierLeague (@IPL) May 15, 2024
[ad_2]