ରାଜନୀତି

ରାଜ୍ୟପାଳଙ୍କ ସହ ବସିବା ବି ପାପ: ମମତା – Kalinga News

[ad_1]

ହାୱଡ଼ା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ କଠୋର ସମାଲୋଚନା କରିଛନ୍ତି। ରାଜଭବନରେ ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇ ମମତା କହିଛନ୍ତି ଯେ ସେ ଆଉ ରାଜଭବନ ଯିବେ ନାହିଁ କିମ୍ବା ରାଜ୍ୟପାଳଙ୍କ ସହ ଏକତ୍ରିତ ବସିବେ ନାହିଁ। କାରଣ, ଏଭଳି କାର୍ଯ୍ୟ କରିଥିବା ଲୋକଙ୍କ ସହ ବସିବା ମଧ୍ୟ ଏକ ପାପ ଅଟେ। ହାୱଡ଼ା ଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ରାଜଭବନ ପକ୍ଷରୁ ତାଙ୍କୁ ଡକାଯାଏ ତେବେ ମଧ୍ୟ ସେ ସେଠାକୁ ଯିବେ ନାହିଁ। ଯଦି ରାଜ୍ୟପାଳ ତାଙ୍କ ସହ କଥା ହେବାକୁ ଚାହାନ୍ତି ତେବେ ସେ ଜନଗହଳି ରାସ୍ତାରେ ଭେଟି କଥା ହୋଇପାରିବେ, କିନ୍ତୁ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବାକୁ ଯିବେନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button