ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି କେତେ କୋଟି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ ଆଜି ଆମେ କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି ରାହୁଲ ଗାନ୍ଧୀ ଙ୍କ ଜୀଵନ ଶୈଳୀ ଏବଂ ତାଙ୍କ ସମ୍ପତ୍ତି ବିଷୟରେ ଆଲୋଚନା କରିବା। ରାହୁଲ ଗାନ୍ଧୀ ଙ୍କ ଜନ୍ମ ହୋଇଥିଲା ନୂଆ ଦିଲ୍ଲୀ ସହର ରେ। ତାଙ୍କୁ ମାତା ସୋନିଆ ଗାନ୍ଧୀ ଏବଂ ପିତାଙ୍କ ନାମ ରାଜୀବ ଗାନ୍ଧୀ। ରାହୁଲ ଗାନ୍ଧୀ ଙ୍କ ଜନ୍ମ ୧୯୭୦ ଜୁନ ୧୯ ରେ ହୋଇଥିଲା। ତାଙ୍କ ପିତା ଜଣେ ସଫଳ ଏବଂ କଂଗ୍ରେସ ଦଳ ର ଜଣେ ବରିଷ୍ଠ ନେତା ଥିଲେ। ସେ ନିଜ ସମୟରେ ଦେଶ ପାଇଁ ଅନେକ କିଛି କରିଛନ୍ତି। ଏବଂ ରାଜୀବ ଗାନ୍ଧୀ ଆମ ଦେଶର ଅର୍ଥାତ ଭାରତ ର ପ୍ରଧାନ ମନ୍ତ୍ରୀ ମଧ୍ୟ ଥିଲେ।
ରାହୁଲ ଗାନ୍ଧୀ ଙ୍କ ଜେଜେମା ହେଉଛନ୍ତି ଇନ୍ଦିରା ଗାନ୍ଧୀ। ଇନ୍ଦିରା ଗାନ୍ଧୀ ମଧ୍ୟ ଜଣେ ସଫଳ ଏବଂ ଲୋକପ୍ରିୟ ନେତ୍ରୀ ଥିଲେ। ସେ ଜଣେ କଡା ଶାସିକା ମଧ୍ୟ ଥିଲେ ଏବଂ ଇନ୍ଦିରା ଗାନ୍ଧୀ ପ୍ରଥମ ଥର ଏବଂ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ ନିଜ ଦେଶ ପାଇଁ ଦେଶର ଲାଭ ପାଇଁ ସେ କିଭଳି ଅର୍ଥାତ ଆମ ଭାରତ ଦେଶ କିପରି ଆଗକୁ ଉନ୍ନତି କରିବ ଏବଂ ପ୍ରଥମ ସ୍ଥାନ ଅଧିକାର କରିବ ସେ ବିଷୟରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି।

ଏମାନେ ମହାତ୍ମା ଗାନ୍ଧୀଙ୍କ ପରିବାର ର ସଦସ୍ୟ ମଧ୍ୟ। ରାହୁଲ ଗାନ୍ଧୀ ଙ୍କ ପାଠ ପଢା ଏବଂ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀ ର ସେଣ୍ଟ କୋଲମ୍ଵସ। ବିଦ୍ୟାଳୟରେ ସମ୍ପୂର୍ଣ୍ଣ ହୋଇଥିଲା। ତାଙ୍କ ସୁରକ୍ଷା ପାଇଁ ତାଙ୍କୁ ଅନେକ ବିଦ୍ୟାଳୟ ରେ ପଢିବାକୁ ପଡ଼ିଥିଲା । ଘରେ ମଧ୍ୟ ରହି ପାଠ ପଢିଲେ। ସିଏ ବି.ଏ ପାସ କରିଛନ୍ତି। ରାହୁଲ ଗାନ୍ଧୀ ୨୦୦୪ ମସିହାରେ ରାଜନୀତି ରେ ପାଦ ଦେଇଥିଲେ।

ସେ ଉତ୍ତର ପ୍ରଦେଶ ରେ ଲଢ଼ିଥିଲେ ଏବଂ ଜିତି ମଧ୍ୟ ଥିଲେ। ସେ ପ୍ରଧାନମନ୍ତ୍ରୀ।ମଧ୍ୟ ହୋଇ ପାରିଥାନ୍ତେ କିନ୍ତୁ ସୋନିଆ ଗାନ୍ଧୀ ମନମୋହନ ସିଂହ ଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିଦେଲେ। ଏବଂ ଯିଏ ଇଲେକ୍ସନ ମଧ୍ୟ ଲଢ଼ି ନଥିଲେ ଏବଂ ସେ ରାଜ୍ୟ ସଭା ର କେବଳ ସଦସ୍ୟ ଥିଲେ। ତାଙ୍କୁ ସେ ପ୍ରଧାନମନ୍ତ୍ରୀ କରି ଦେଇଥିଲେ।

୨୦୦୯ ରେ ମଧ୍ୟ ସେ ରାହୁଲ ଗାନ୍ଧୀ ଙ୍କୁ ପ୍ରଧାନମନ୍ତ୍ରୀ ବନେଇ ନଥିଲେ। ବର୍ତ୍ତମାନ ରାହୁଲ ଗାନ୍ଧୀ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇ ସାରିଥାନ୍ତେ। ସୋନିଆ ଗାନ୍ଧୀ ଯେବେ ଚାହିଁଲେ ସେ ପ୍ରଧାନମନ୍ତ୍ରୀ ହୁଆନ୍ତୁ ସେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇ ପାରି ନଥିଲେ। ବହୁ ସ୍ଥାନରେ ଏବଂ ନିଜ ଭାଷଣ ରେ ନିଜ ଇଣ୍ଟରଭିଉ ରେ ସେ ନିଜର କଥାକୁ ନେଇ ବହୁତ ହାସ୍ୟ ର ପାତ୍ର ମଧ୍ୟ ହୋଇ ଛନ୍ତି। ରାହୁଲ ଗାନ୍ଧୀ ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।

କିନ୍ତୁ ଇଲେକ୍ସନ ରେ ପାଦ ଦେବା ପୂର୍ବରୁ ତାଙ୍କ ର ଅନେକ ପ୍ରେମିକା ମଧ୍ୟ ଥିଲେ। ଇଲେକ୍ସନ ପୂର୍ବରୁ ସମସ୍ତ ରାଜନେତା ଙ୍କୁ ନିଜର ସମ୍ପତ୍ତି ବିଷୟରେ ଜଣେଇବାକୁ ହୋଇଥାଏ । ୨୦୧୪ ମସିହା ଇଲେକ୍ସନ ଅନୁସାରେ ତାଙ୍କ ର ମୋଟ ସମ୍ପତ୍ତି ଷୋହଳ କୋଟି ଟଙ୍କାର ସମ୍ପତ୍ତି ରହିଛି। କିନ୍ତୁ ସେ ନିଜର ଜୀଵନ ସମ୍ବନ୍ଧରେ ସମସ୍ତ କଥା ମିଡ଼ିଆ ଠାରୁ ଦୂରେଇ ରଖି ଥାଆନ୍ତି।




