ଅପରାଧ

ଭୁବନେଶ୍ବର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ, ଆୟକର ବିଭାଗର ତଦନ୍ତ – Kalinga News

[ad_1]

ଭୁବନେଶ୍ବର: ରାଜଧାନୀର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ହୋଇଥିବାର ଖବର ମିଳିଛି। ୨ଜଣ ବ୍ୟକ୍ତିଙ୍କ ଲଗେଜରୁ ଜବତ ହୋଇଛି ଏହି ଟଙ୍କା। ଲଗେଜ ସ୍କାନି ବେଳେ ଧରା ପଡ଼ିଛି ଏହି ଟଙ୍କା।  ଦୁଇ ଲୋକଙ୍କ ଭିତରୁ ଜଣେ ଦିଲ୍ଲୀ ଓ ଆଉଜଣେ ଚେନ୍ନାଇର ବ୍ୟକ୍ତି ହୋଇଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ ଜବତ ହୋଇଥିବା ଏହି ଟଙ୍କ । ଜଣେ ପ୍ରତିଷ୍ଠିତ ବ୍ୟବସାୟଙ୍କର ବୋଲି ସୂଚନା ରହିଛି। ଟଙ୍କା ଜବତ ପରେ ଏନେଇ ଆୟକର ବିଭାଗ ଅଧିକ ତଦନ୍ତ କରୁଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button