ରାଜ୍ୟ
ବାଇକ ଉପରେ ଚଢିଗଲା ଟ୍ରକ, ୩ ମୃତ – Kalinga News

[ad_1]
ଟ୍ରକ୍ ଧକ୍କାରେ ୩ ମୃତ। ବାଇକ ଉପରେ ଚଢିଗଲା ଟ୍ରକ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ସଦର ଥାନା ପଞ୍ଚମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ।
ଅନୁଗୁଳ (କେନ୍ୟୁଜ): ଟ୍ରକ୍ ଧକ୍କାରେ ୩ ମୃତ। ବାଇକ ଉପରେ ଚଢିଗଲା ଟ୍ରକ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ସଦର ଥାନା ପଞ୍ଚମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି ।
[ad_2]




