ଦେଶ- ବିଦେଶ

ଚନ୍ଦ୍ରମା ନିକଟରେ ପହଞ୍ଚିବାକୁ ପାଖାପାଖି କେତେ ସମୟ ଲାଗିଥାଏ ? GK Question

ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।

1- ଦୁନିଆର ପ୍ରଥମ ମଣିଷ କେଉଁ ଦେଶରେ ଜନ୍ମ ହୋଇଥିଲା ?

ଉତ୍ତର;- ଦୁନିଆର ପ୍ରଥମ ମଣିଷ ଆଫ୍ରିକା ଦେଶରେ ଜନ୍ମ ହୋଇଥିଲା ।

2- କେଉଁ ଫଳ କଞ୍ଚା ସମୟରେ ମିଠା ଓ ପାଚିଲା ସମୟରେ ଖଟା ଲାଗିଥାଏ ?

ଉତ୍ତର;- ସପୁରୀ ଯାହାକି କଞ୍ଚା ସମୟରେ ମିଠା ଓ ପାଚିଲା ସମୟରେ ଖଟା ଲାଗିଥାଏ ।

3- କେଉଁ ପକ୍ଷୀକୁ ରାତିରେ ଦେଖାଯାଇନଥାଏ ?

ଉତ୍ତର;-କୁକୁଡାକୁ ରାତିରେ ଦେଖାଯାଇନଥାଏ ।

4- କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର;- ନୀଲକୁରୁଞ୍ଜି ଫୁଲ 12 ବର୍ଷରେ ଥରେ ମାତ୍ର ଫୁଟିଥାଏ ।

5- କେଉଁ ପରିବା ଖାଇବା ଦ୍ଵାରା ଚେହେରା ଗୋରା ଆଉ ସୁନ୍ଦର ହୋଇଥାଏ ?

ଉତ୍ତର;- ବିଟ୍ ଖାଇବା ଦ୍ଵାରା ଚେହେରା ଗୋରା ଓ ସୁନ୍ଦର ହୋଇଥାଏ ।

6- କେଉଁ ଫଳର ମଞ୍ଜି ବିଛାର ଜହରକୁ ଶୀଘ୍ର ବାହାର କରିଦେଇଥାଏ ?

ଉତ୍ତର;- ତେନ୍ତୁଳୀ ମଞ୍ଜି ବିଛାର ଜହରକୁ ଶୀଘ୍ର ବାହାର କରିଦେଇଥାଏ ।

7- ଚାନ୍ଦ ଉପରେ ଖେଳାଯାଇଥିବା ପ୍ରଥମ ଖେଳ କଣ ଅଟେ ?

ଉତ୍ତର;- ଚାନ୍ଦ ଉପରେ ଖେଳା ଯାଇଥିବା ପ୍ରଥମ ଖେଳ ହେଉଛି ଗୋଲ୍ଫ ।

8- କେଉଁ ଦେଶରେ ଗୋଟିଏ ବି ସାପ ଦେଖାଯାଇନଥାଏ ?

ଉତ୍ତର;- ଆୟାରଲାଣ୍ଡ ଥରେ ଗୋଟିଏ ବି ସାପ ଦେଖାଯାଇନଥାଏ ।

9- କେଉଁ ଫଳକୁ ଫ୍ରିଜରେ ରଖିବା ଦ୍ଵାରା ଜହର ପାଲଟି ଯାଇଥାଏ ?

ଉତ୍ତର;- ତରଭୁଜକୁ ଫ୍ରିଜରେ ରଖିବା ଦ୍ଵାରା ତାହା ଜହର ପାଲଟି ଯାଇଥାଏ ।

10- କେଉଁ ଗଛ ଜିଏକି ଥରେ ମାତ୍ର ଫଳ ଦେଇଥାଏ ?

ଉତ୍ତର;- କଦଳୀ ଗଛ ଜିଏକି ଥରେ ମାତ୍ର ଫଳ ଦେଇଥାଏ ।

11- ପୁସ୍ତକର ନିର୍ମାଣ ପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉତ୍ତର;- ପୁସ୍ତକର ନିର୍ମାଣ ପ୍ରଥମେ ଜର୍ମାନୀ ଠାରେ ହୋଇଥିଲା ।

12- ଦୁନିଆର ସବୁଠାରୁ କେଉଁ ରଙ୍ଗକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି ?

ଉତ୍ତର;- ଦୁନିଆରେ ସବୁଠାରୁ ଅଧିକ ଲୋକେ ନୀଳ ରଙ୍ଗକୁ ପସନ୍ଦ କରିଥାନ୍ତି ।

13- ଲାଲକିଲା ତିଆରି କରିବାକୁ କେତେ ସମୟ ଲାଗିଥିଲା ?

ଉତ୍ତର;- ଲାଲକିଲା ତିଆରି କରିବାକୁ 10 ବର୍ଷ ସମୟ ଲାଗିଥିଲା ।

14; – କେଉଁ ଜୀବ ଜିଏକି ନିଜର ଜିଭ ବାହାରକୁ କରିପାରିନଥାଏ ?

ଉତ୍ତର;- କୁମ୍ଭୀର ଜିଏକି ନିଜର ଜିଭ ବାହାରକୁ କରିପାରିନଥାଏ ।

15- ଚାନ୍ଦ ପର୍ଯ୍ୟନ୍ତ ପହଞ୍ଚିବାକୁ ପାଖାପାଖି କେତେ ସମୟ ଲାଗିଥାଏ ?

ଉତ୍ତର;- ଚାନ୍ଦ ପାଖକୁ ପହଞ୍ଚିବାକୁ ପାଖାପାଖି 3 ଦିନ ସମୟ ଲାଗିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button