ଚନ୍ଦ୍ରମା ନିକଟରେ ପହଞ୍ଚିବାକୁ ପାଖାପାଖି କେତେ ସମୟ ଲାଗିଥାଏ ? GK Question
ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।
1- ଦୁନିଆର ପ୍ରଥମ ମଣିଷ କେଉଁ ଦେଶରେ ଜନ୍ମ ହୋଇଥିଲା ?
ଉତ୍ତର;- ଦୁନିଆର ପ୍ରଥମ ମଣିଷ ଆଫ୍ରିକା ଦେଶରେ ଜନ୍ମ ହୋଇଥିଲା ।
2- କେଉଁ ଫଳ କଞ୍ଚା ସମୟରେ ମିଠା ଓ ପାଚିଲା ସମୟରେ ଖଟା ଲାଗିଥାଏ ?
ଉତ୍ତର;- ସପୁରୀ ଯାହାକି କଞ୍ଚା ସମୟରେ ମିଠା ଓ ପାଚିଲା ସମୟରେ ଖଟା ଲାଗିଥାଏ ।
3- କେଉଁ ପକ୍ଷୀକୁ ରାତିରେ ଦେଖାଯାଇନଥାଏ ?
ଉତ୍ତର;-କୁକୁଡାକୁ ରାତିରେ ଦେଖାଯାଇନଥାଏ ।
4- କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ?
ଉତ୍ତର;- ନୀଲକୁରୁଞ୍ଜି ଫୁଲ 12 ବର୍ଷରେ ଥରେ ମାତ୍ର ଫୁଟିଥାଏ ।
5- କେଉଁ ପରିବା ଖାଇବା ଦ୍ଵାରା ଚେହେରା ଗୋରା ଆଉ ସୁନ୍ଦର ହୋଇଥାଏ ?
ଉତ୍ତର;- ବିଟ୍ ଖାଇବା ଦ୍ଵାରା ଚେହେରା ଗୋରା ଓ ସୁନ୍ଦର ହୋଇଥାଏ ।
6- କେଉଁ ଫଳର ମଞ୍ଜି ବିଛାର ଜହରକୁ ଶୀଘ୍ର ବାହାର କରିଦେଇଥାଏ ?
ଉତ୍ତର;- ତେନ୍ତୁଳୀ ମଞ୍ଜି ବିଛାର ଜହରକୁ ଶୀଘ୍ର ବାହାର କରିଦେଇଥାଏ ।
7- ଚାନ୍ଦ ଉପରେ ଖେଳାଯାଇଥିବା ପ୍ରଥମ ଖେଳ କଣ ଅଟେ ?
ଉତ୍ତର;- ଚାନ୍ଦ ଉପରେ ଖେଳା ଯାଇଥିବା ପ୍ରଥମ ଖେଳ ହେଉଛି ଗୋଲ୍ଫ ।
8- କେଉଁ ଦେଶରେ ଗୋଟିଏ ବି ସାପ ଦେଖାଯାଇନଥାଏ ?
ଉତ୍ତର;- ଆୟାରଲାଣ୍ଡ ଥରେ ଗୋଟିଏ ବି ସାପ ଦେଖାଯାଇନଥାଏ ।
9- କେଉଁ ଫଳକୁ ଫ୍ରିଜରେ ରଖିବା ଦ୍ଵାରା ଜହର ପାଲଟି ଯାଇଥାଏ ?
ଉତ୍ତର;- ତରଭୁଜକୁ ଫ୍ରିଜରେ ରଖିବା ଦ୍ଵାରା ତାହା ଜହର ପାଲଟି ଯାଇଥାଏ ।
10- କେଉଁ ଗଛ ଜିଏକି ଥରେ ମାତ୍ର ଫଳ ଦେଇଥାଏ ?
ଉତ୍ତର;- କଦଳୀ ଗଛ ଜିଏକି ଥରେ ମାତ୍ର ଫଳ ଦେଇଥାଏ ।
11- ପୁସ୍ତକର ନିର୍ମାଣ ପ୍ରଥମେ କେଉଁ ଦେଶରେ ହୋଇଥିଲା ?
ଉତ୍ତର;- ପୁସ୍ତକର ନିର୍ମାଣ ପ୍ରଥମେ ଜର୍ମାନୀ ଠାରେ ହୋଇଥିଲା ।
12- ଦୁନିଆର ସବୁଠାରୁ କେଉଁ ରଙ୍ଗକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି ?
ଉତ୍ତର;- ଦୁନିଆରେ ସବୁଠାରୁ ଅଧିକ ଲୋକେ ନୀଳ ରଙ୍ଗକୁ ପସନ୍ଦ କରିଥାନ୍ତି ।
13- ଲାଲକିଲା ତିଆରି କରିବାକୁ କେତେ ସମୟ ଲାଗିଥିଲା ?
ଉତ୍ତର;- ଲାଲକିଲା ତିଆରି କରିବାକୁ 10 ବର୍ଷ ସମୟ ଲାଗିଥିଲା ।
14; – କେଉଁ ଜୀବ ଜିଏକି ନିଜର ଜିଭ ବାହାରକୁ କରିପାରିନଥାଏ ?
ଉତ୍ତର;- କୁମ୍ଭୀର ଜିଏକି ନିଜର ଜିଭ ବାହାରକୁ କରିପାରିନଥାଏ ।
15- ଚାନ୍ଦ ପର୍ଯ୍ୟନ୍ତ ପହଞ୍ଚିବାକୁ ପାଖାପାଖି କେତେ ସମୟ ଲାଗିଥାଏ ?
ଉତ୍ତର;- ଚାନ୍ଦ ପାଖକୁ ପହଞ୍ଚିବାକୁ ପାଖାପାଖି 3 ଦିନ ସମୟ ଲାଗିଥାଏ ।