ରାଜନୀତି

ବିଜେଡିକୁ ଝଟକା: ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ – Kalinga News

[ad_1]

ଭୁବନେଶ୍ବର/କେନ୍ଦ୍ରାପଡ଼ା: ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ। ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଗୀତାଞ୍ଜଳି ସେଠୀ। ସେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗରୁ ମଧ୍ୟ ଗୀତାଞ୍ଜଳି ବିଜେଡିରେ ଥିଲେ। ଏଣୁ ଏହା ତାଙ୍କର ଘରବାହୁଡ଼ା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୩୨ ଆସନ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ୩୧ଟି ଆସନ ହାତେଇଥିବା ବେଳେ ବିଜେପି ପକ୍ଷରୁ ମାତ୍ର ଜଣେ ସଦସ୍ୟା ନିର୍ବାଚିତ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button