ଖେଳ ଖବର

ପରାଗଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଜୁରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୯୭ ରନ୍ – Kalinga News

[ad_1]

ଜୟପୁର: ଆଇପିଏଲ୍‌ର ୨୪ ତମ ମ୍ୟାଚ୍‌ରେ ବୁଧବାର ରାଜସ୍ଥାନ ରୟାଲ୍ସ (ଆର୍‌ଆର୍) ଏବଂ ଗୁଜୁରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେଉଛି। ଜୟପୁରର ସାୱଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁବମାନ ଗିଲ୍ ଟସ୍ ଜିତି ପ୍ରଥମେ  ବୋଲିଂ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ରାଜସ୍ଥାନ ରୟାଲ୍ସ ୩ ୱିକେଟ ହରାଇ ରିୟାନ ପରାଗ ଏବଂ ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଦ୍ବାରା ୧୯୬ ରନ୍ କରିଛି। ଫଳରେ ଗୁଜୁରାଟ ଟାଇଟନ୍ସ  ପାଇଁ ବିଜୟ ଲକ୍ଷ୍ୟ ୧୯୭ ରନ୍ ରହିଛି।

ରାଜସ୍ଥାନ ରୟାଲ୍ସ  ପକ୍ଷରୁ  ଜଶସ୍ବୀ ଜୟସ୍ବାଲ ରନ୍ କରିଥିବାବେଳେ ଜୋସ୍ ବଟଲର ୮ ରନ୍, ସଞ୍ଜୁ ସାମସନ୍ ଅପରାଜିତ ୬୮ ରନ୍, ରିୟାନ ପରାଗ ୭୬ ରନ୍, ସିରମନ୍ ହେଟମିୟର ଅପରାଜିତ ୧୩ ରନ୍ କରିଥିଲେ।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button