ଅପରାଧ

ଏରାଗୋଲା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୁଲିସ୍ – Kalinga News

[ad_1]

ଭୁବନେଶ୍ବର: ବାଟୁଳି ମାରି କାର କାଚ ଭାଙ୍ଗନ୍ତି, ଯାହା ପାରନ୍ତି ଲୁଟ ପାଟ କରନ୍ତି । ଦିନ ଦ୍ବିପ୍ରହରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ ଏବେ କମିଶନରେଟ ପୁଲିସ୍ କରିଛି।। ୧୧ ଜଣ ଲୁଟେରା ଓ ଡକାୟତ ଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୧୭ ଟି ସୁନା ଚେନ, ସୁନା ଅଳଙ୍କାର , ୨ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କରାଯାଇଛି।

ସମସ୍ତ ୧୧ ଜଣ ଅଭିଯୁକ୍ତ ଏରାଗୋଲା ଗ୍ୟାଙ୍ଗର ବୋଲି ଜଣାପଡିଛି। ବ୍ୟାଙ୍କ ରୁ ଫେରୁଥିବା ଲୋକଙ୍କୁ ମଧ୍ୟ ଏମାନେ ଟାର୍ଗେଟ କରନ୍ତି । ଅସାବଧାନତା ର ସୁଯୋଗ ନେଇ ସହ ଡିକି ଭାଙ୍ଗନ୍ତି । ଦେଖନ୍ତୁ ଏହି ସିସିଟିଭି ଫୁଟେଜ ଗୁଡିକୁ। ଅତି ଚତୁରତାର ସହ କିଭଳି ଲୁଟ ହୋଇଛି ତାହା ଏହି ସିସିଟିଭିରେ କଏଦ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button