ରାଜନୀତି

କଂଗ୍ରେସକୁ ହରାଇବା ପାଇଁ ଭିତିରିଆ ଡିଲ୍ ଚାଲିଛି: ଶିଶିରଙ୍କ ଅଭିଯୋଗ – Kalinga News

[ad_1]

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ କହିଛନ୍ତି କଂଗ୍ରେସକୁ ହରାଇବା ପାଇଁ ଭିତିରିଆ ଡିଲ୍ ଚାଲିଛି। ତେଣୁ ମୋ ପରିବାରର କାହାକୁ ଟିକେଟ ଦିଆଯାଇ ନାହିଁ। ଅପରପକ୍ଷରେ ଭୁଜବଳ ମାଝୀଙ୍କ ପରିବାରକୁ ଏକାଧିକ ଟିକେଟ ମିଳିଛି।

ଏହା ମତେ ଆଘାତ ଦେଇଛି। ପରିବାରର ଜଣଙ୍କୁ ଟିକେଟ ପ୍ରଦାନ ମନ୍ତବ୍ୟକୁ ସେ ବିରୋଧ ମଧ୍ୟ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ଶିଶିର ଗମାଙ୍ଗଙ୍କ ଏଭଳି କହିଛନ୍ତି। କାହାକୁ ଟଙ୍କା ମଗାଯାଇ ନାହିଁ। ଏଭଳି ଅଭିଯୋଗ ମିଥ୍ୟା ବୋଲି ଶରତ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button