ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଶିଶିର ବିଜେପି ପ୍ରାର୍ଥୀ – Kalinga News

[ad_1]

ଶେରଗଡ଼: ହିଞ୍ଜିଳି ବିଧାନସଭା ଆସନପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଶିଶିର ହେଉଛନ୍ତି, ସ୍ୱାଧୀନତା ସଂଗ୍ରାମୀ ତଥା ହିଞ୍ଜିଳିର ପୂର୍ବତନ ନଗରପାଳ ସ୍ୱର୍ଗତ ଜଗନ୍ନାଥ ମିଶ୍ରଙ୍କ ନାତି ଏବଂ ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ସ୍ବର୍ଗତ ଶରତ ମିଶ୍ରଙ୍କ ସାନଭାଇ। ୨୦୧୯ରେ ଶରତ ବିଜେପିରୁ ପ୍ରାର୍ଥୀ ହୋଇଥିବା ପୀତାମ୍ବର ଆଚାର୍ଯ୍ୟଙ୍କ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିଲେ। ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ହିଞ୍ଜିଳିକାଟୁ ପୌର ନିର୍ବାଚନରେ ଦଳର ନେତୃତ୍ବ ନେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button