ସ୍ୱାସ୍ଥ୍ୟ

କଣ ହେବ ଯଦି ଆପଣ ପ୍ରତିଦିନ ଗରମ ପାଣି ସେବନ କରିବେ ? ଜାଣିଲେ ଆ-ଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ, ଅନେକ ସମୟରେ କିଛି ପ୍ରଶ୍ନ କଠିନ ହୋଇଥାଏ, ମାତ୍ର ତାହାର ଉତ୍ତର ବହୁତ ସହଜ ହୋଇଥାଏ। ସେହିଭଳି ଗରମ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଯେତେବେଳେ ଆମେ ଗରମ ପାଣି ସେବନ କରୁ ଏବଂ ଏହା ଆମ ର-କ୍ତରେ ମିଶି ଥାଏ, ସେତେବେଳେ ଏହା ଆମ ର-କ୍ତରେ ଥିବା କୋଲେଷ୍ଟ୍ରୋଲ, ଅଦରକାରୀ ଚର୍ବି ଏବଂ ଟକ୍ସିନକୁ ବାହାର କରି ଦେଇଥାଏ । ଏଥିପାଇଁ ଗରମ ପାଣି ସେ-ବନ କରିବା ଦ୍ଵାରା ଆମ ଓଜନ ଦୃ-ତଗତିରେ ହ୍ରା-ସ ହେବାକୁ ଲାଗିଥାଏ।

ଗରମ ପାଣି ସେବନ କରିବା ଦ୍ଵାରା ମେଟାବୋଲିଜିମ ରେଟ ମଧ୍ୟ ହ୍ରା-ସ ହୋଇ ଯାଇଥାଏ। ଏଥିପାଇଁ ଖୁବ୍ ଶୀଘ୍ର ଓଜନ ହ୍ରା-ସ ହେବାକୁ ଲାଗିଥାଏ। ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଏହାଠାରୁ ଉତ୍ତମ ଉପାୟ ଆଉ କିଛି ହୋଇ ନପାରେ। ଗରମ ପାଣି ଯେକୌଣସି ପ୍ରକାରର ଖାଦ୍ୟକୁ ଖୁବ୍ ଶୀଘ୍ର ହଜମ କରାଇବାରେ ସାହାଯ୍ୟ କରିଥାଏ। ଗରମ ପାଣି ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ର-କ୍ତ ପ୍ରବାହ ବୃଦ୍ଧି ପାଇଥାଏ।

ଏହି ର-କ୍ତ ପ୍ରବାହ ଉତ୍ତମ ରୂପରେ ହେବା କାରଣରୁ ଆପଣଙ୍କ ଶରୀରର ପାଚନ ପ୍ରକ୍ରିୟା ସୁଦୃଢ ହୋଇଥାଏ। ଗରମ ପାଣି ସେବନ କରିବା ଦ୍ଵାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଉଷ୍ଣତା ମିଳିଥାଏ। ଖାଦ୍ୟକୁ ହଜମ କରାଇବା ପାଇଁ ଏହା ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗରମ ପାଣି ଆମ ପେଟ ମଧ୍ୟ ଦେଇ ଗତି କଲେ, ଏହା ଆମ ପାଚନ କ୍ରିୟାକୁ ବହୁତ ସରଳ ଓ ସହଜ କରିଦେଇଥାଏ।

ଖାଇବା ସମୟରେ ଯଦି ଆପଣ ଗୋଟେ କପ ଗରମ ପାଣି ସେ-ବନ କରନ୍ତି, ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ବହୁଳ ଭାବରେ ପ୍ର-ଭାବ ପକାଇ ଥାଏ। ସକାଳୁ ଉଠି ଯଦି ଆପଣ ୨ ଗ୍ଲାସ ଗରମ ପାଣି ସେ-ବନ କରନ୍ତି,ତାହେଲେ ଏହା ଆମ ଶରୀରରୁ ଦୂ-ଷିତ ପଦାର୍ଥକୁ ବହୁତ ସହଜ ଉପାୟରେ ବାହାର କରି ଦେଇଥାଏ।

ଏହାର ବିପରୀତରେ ଯଦି ଆପଣ ଥଣ୍ଡା ପାଣି ସେ-ବନ କରନ୍ତି, ତାହେଲେ ଏହା ଆପଣଙ୍କ ପାଚନ ପ୍ରକ୍ରିୟାର ଓଲଟା କାର୍ଯ୍ୟ କରିଥାଏ। ଗରମ ପାଣି ସେ-ବନ କରିବା ଦ୍ଵାରା ଶରୀରର ଉତ୍ତାପ ବଢି ଯାଇଥାଏ। ଏହାଫଳରେ ଆମ ଶରୀରରୁ ଝାଳ ବାହାରିଥାଏ। ଏହାଦ୍ବାରା ଆମ ଶରୀରର ଟକ୍ସିନ ଶରୀରରୁ ବାହାରି ଯାଇଥାଏ। ଏହା ସହିତ ଏହା ଆମ ଚର୍ମକୁ ବହୁତ ଶୀଘ୍ର ହାଇଡ୍ରେଟ କରି ଦେଇଥାଏ।

ଗରମ ପାଣି ଆମ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଏଥିପାଇଁ ବହୁତ ଲୋକଙ୍କର ଯଦି ଚୁଟିରେ ରୁପି ସମସ୍ୟା ରହିଥାଏ, ତାହେଲେ ତାହା ମଧ୍ୟ ଦୂର ହୋଇଯିବ। ଗରମ ପାଣିର ଅନେକ ଉପକାରିତା ରହିଛି। ଆପଣ ଏହାକୁ ନିୟମିତ ସେବନ କରନ୍ତୁ ଏବଂ ଏହାର ଭଲ ପ୍ରଭାବ ନିଜେ ଅନୁଭବ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button