ସ୍ୱାସ୍ଥ୍ୟ

କେବଳ ଥରେ ଏହାକୁ ଲଗାନ୍ତୁ , ଆଣ୍ଠୁଗଣ୍ଠି ବ୍ୟଥା, ଅଣ୍ଟା, ହାତଗୋଡ ବ୍ୟଥା ସବୁକିଛି ଠିକ ହୋଇଯିବ

ବନ୍ଧୁଗଣ, ଯଦି ଆପଣଙ୍କର ଆଣ୍ଠୁ ମଧ୍ୟରେ ଥିବା ଗ୍ରୀସ ଶୁଖି ଯାଇଥାଏ, ତାହେଲେ କିଛି ଏଭଳି ଜିନିଷ ଅଛି ଯାହାର ପ୍ରୟୋଗ କରିବା ଦ୍ଵାରା ସେହି ସମସ୍ୟାର ସମାଧାନ ସମ୍ଭବ ଅଟେ। ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ।ଏହାଛଡା ଯଦି ଆପଣଙ୍କର ଗୋଡ ଫୁଲୁଛି, ସିଡି ଚଢିବାରେ ବହୁତ କଷ୍ଟ ଅନୁଭବ ହେଉଛି, ଆଣ୍ଠୁ ସମସ୍ୟା ରହିଛି, ତାହେଲେ ଆପଣ ଧ୍ୟାନ ଦେଇ ଏହାକୁ ପଢନ୍ତୁ।

ଆପଣ ଜାଣିଛନ୍ତି ଯେ ଆମର ଆଣ୍ଠୁ ୪ ଟି ହାଡ ଦ୍ଵାରା ନିର୍ମିତ ହୋଇଛି। ୪ଟି ହାଡକୁ ମିଶାଇ ଆମର ଆଣ୍ଠୁ ତିଆରି ହୋଇଥାଏ। ଏହା ମଝିରେ ହିଁ ଗ୍ରୀସ ରହିଥାଏ। ସର୍ବପ୍ରଥମେ ଆପଣ ଗରମ ପାଣି ନିଅନ୍ତୁ, ଏହାପରେ ସେଥିରେ ଆପଣ ସୈନ୍ଧବ ଲୁଣ ପକାନ୍ତୁ। ସେଥିରେ ଜୁଆଣୀ ମଧ୍ୟ ପକାନ୍ତୁ। ଏହାପରେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଘୋଡେ଼ଇ ରଖି ଦିଅନ୍ତୁ। ଏହାପରେ ଆପଣ ଏକ ଟାୱଲ ଆଣି ପାଣିରେ ବୁଡାଇ ଦିଅନ୍ତୁ।

ଏହାପରେ ଏହାକୁ ଚିପୁଡି ଆପଣଙ୍କର ଆଣ୍ଠୁରେ ଯେଉଁ ସ୍ଥାନରେ ବ୍ୟଥା ରହିଛି, ତାହା ଉପରେ ରଖନ୍ତୁ। ଯଦି ଆପଣଙ୍କର ୨ଟି ଆଣ୍ଠୁରେ ଏହିଭଳି ଯନ୍ତ୍ରଣା ହେଉଛି, ତାହେଲେ ଉଭୟ ଆଣ୍ଠୁରେ ରଖନ୍ତୁ। ଏହିଭଳି ରଖିବା ଦ୍ଵାରା ଆପଣଙ୍କ ଆଣ୍ଠୁ ବ୍ୟଥା କମିଯିବ।ଏହାସହିତ ଆପଣଙ୍କ ଆଣ୍ଠୁ ମଝିରେ ଥିବା ଗ୍ରୀସ ମଧ୍ୟ ତରଳିବାକୁ ଲାଗିବ। ଆପଣ ଏହି ଉପାୟକୁ ଦିନରେ ୨ଥର ନିଶ୍ଚିତ ଭାବରେ କରନ୍ତୁ।

ଆପଣଙ୍କୁ ଅଧିକ ଲୁଣର ସେବନ କରିବା ଉଚିତ ନୁହେଁ। ଏହାଛଡ଼ା ଅଧିକ ତେଲ ଜାତୀୟ ଜିନିଷର ସେବନ କରନ୍ତୁ ନାହିଁ। ଆପଣ ପୋଷକ ତତ୍ଵ ଥିବା ଆହାର ସେବନ କରନ୍ତୁ।ଖଟା ଜାତୀୟ ତଥା ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ। ଏହାସହିତ ଆପଣ ଗୋଟିଏ ଗାଜର, ଗୋଟିଏ ବିଟ ଏବଂ ଗୋଟିଏ କାକୁଡି ନିଅନ୍ତୁ। ଏହାକୁ ମିଶେଇ ଅଧ ଗିଲାସ ଜୁସ ତିଆରି କରନ୍ତୁ। ଏହାକୁ ଆପଣ ଜଳଖିଆ ଖାଇବାର ୧୦ ମିନିଟ ଆଗରୁ ସେବନ କରନ୍ତୁ। ଏହିଭଳି ପ୍ରସ୍ତୁତ କରି ଆପଣ ସନ୍ଧ୍ୟାରେ ଖାଲି ପେଟରେ ଥିବା ସମୟରେ ସେବନ କରନ୍ତୁ।ଏହାର ସେବନ ଯଦି ଆପଣ ୨ ସପ୍ତାହ କରିବେ, ତାହେଲେ ଆପଣଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଦୂର ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button