ଅପରାଧ
ରାଉରକେଲାରୁ ୧୦ କେଜି ୫୦୮ ଗ୍ରାମ ଅଫିମ ଜବତ: ୨ ଗିରଫ – Kalinga News
[ad_1]
ରାଉରକେଲା: ପାନପୋଷ ଛକ ନିକଟରୁ ୧୦ କେଜି ୫୦୮ ଗ୍ରାମ ଅଫିମ ଜବତ। ଦୁଇ ଝାରଖଣ୍ଡ ବେପାରୀଙ୍କୁ ଗିରଫ କଲା ଭୁବନେଶ୍ୱର ଏସଟିଏଫର ସ୍ୱତନ୍ତ୍ର ଟିମ୍। ଏହା ରାଜ୍ୟର ସବୁଠୁ ଅଧିକ ପରିମାଣର ଜବତ ଅଫିମ ବୋଲି କୁହାଯାଉଛି।
[ad_2]