ସ୍ୱାସ୍ଥ୍ୟ

ଶାରୀ-ରିକ ସ-ମ୍ପର୍କ ରଖିଲେ କେବେ ବି ମହିଳା ମାନେ ଗର୍ଭ-ବତୀ ହେବେ ନାହିଁ

ଅନେକ ସମୟରେ ଯୁବତୀ ହୁଅନ୍ତୁ କିମ୍ବା ବିବାହିତା ମହିଳା, ସେମାନେ ଗ-ର୍ଭ ଧାରଣ କରିବା ପାଇଁ ଚାହିଁ ନଥାନ୍ତି । ତେଣୁ ଶାରି-ରୀକ ସ-ମ୍ପର୍କ ସ୍ଥାପନ ପରେ ଚିନ୍ତାରେ ରହିଥାନ୍ତି ସେମାନେ । ସେମାନେ ଗ-ର୍ଭବ-ତୀ ହେବାକୁ ଚାହୁଁ ନଥିବାରୁ ସେମାନେ ଏଥିପ୍ରତି ଅନେକ ସଚେତନତା ଅବଲମ୍ବନ କରିଥାନ୍ତି । ଶାରି-ରୀକ ସ-ମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘ-ଟିଥାଏ ଯାହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ ବୋଲି କୁହାଯାଏ ।

ତେବେ ବିବାହିତା ଦମ୍ପତ୍ତି ମାନେ ଏହି ସମ୍ବନ୍ଧ ବନାଇବା ଦ୍ବାରା ତାଙ୍କୁ ଅନେକ କିଛି ଫାଇଦା ମିଳିଥାଏ । କିନ୍ତୁ ମାଆ ହେବା ପାଇଁ ଜଣେ ମହିଳା ନିଜକୁ ମାନସିକ ସ୍ତରରେ ପ୍ରଥମେ ପ୍ରସ୍ତୁତ କରିବା ଆବଶ୍ୟକ ହୋଇଥାଏ । ଯେତେବେଳେ ସେମାନଙ୍କ ମାତୃତ ଲାଭ କରିବା କଥା ଆସେ ସେତେବେଳେ ମାଆ ହେବା ପାଇଁ ସମସ୍ତ ମହିଳା ପ୍ରାୟତଃ ହଠାତ୍ ପ୍ରସ୍ତୁତ ହୋଇ ନଥାନ୍ତି । ଯଦିଓ ଏହା ସେମାନଙ୍କ ନାରି-ତ୍ଵକୁ ପୂର୍ଣ୍ଣ କରିଥାଏ । କିନ୍ତୁ ଏଥିପାଇଁ ସେମାନେ କିଛିଦିନ ସମୟ ଦରକାର କରନ୍ତି କିମ୍ବା କୌଣସି କାରଣରୁ ଗ-ର୍ଭ ଧାରଣ କରିବାକୁ ଚାହିଁ ନଥାନ୍ତି ।

ବହୁତ ଜଣ ଏଥିସହ ଜଡ଼ିତ କଥାକୁ ଜାଣି ନଥାନ୍ତି ଯେ କେଉଁଦିନ ଶାରି-ରୀକ ସମ୍ପ-ର୍କ ରଖିଲେ ଜଣେ ଗର୍ଭ-ବତୀ ହୋଇ ପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ । ଏଥିପାଇଁ ଆପଣଙ୍କୁ ସହ-ବାସର ଠିକ୍ ସମୟ ଜାଣିବାକୁ ପଡ଼ିବ । କେଉଁ ସମୟରେ ସହବାସ କଲେ ବା ଶାରି-ରୀକ ସ-ମ୍ବନ୍ଧ ରଖିଲେ ଆପଣ ଜଲଦି ଗର୍ଭ-ବତୀ ହେବେ ନାହିଁ ତାହା ପ୍ରଥମେ ଜାଣିବା ଦରକାର୍ । ଏଥିପାଇଁ ଆପଣଙ୍କୁ ମା-ସିକ ଋ-ତୁସ୍ରା-ବ ବା ପିରି-ୟଡ୍ସ ଡେଟ୍ ଏବଂ ଅଭୂଲେସନ୍ ଡେ କୁ ଭଲ ଭାବରେ ମନେ ରଖିବା ଉଚିତ ।

କାରଣ ପିରି-ୟଡ୍ସ ପରେ ମହିଳାଙ୍କ ଶରୀରରେ ଏକ ଡି-ମ୍ବାଣୁ ର ସୃଷ୍ଟି ହୋଇଥାଏ । ଆଉ ଏହି ପିରି-ୟଡ୍ସ ଆରମ୍ଭ ହେବାର ୬ ଦିନ ପରେ ଏହା ଶେଷ ବା ନିଷ୍କ୍ରିୟ ହୋଇଥାଏ ।ଏହାପରେ ଏକ ଡି-ମ୍ବାଣୁ ସୃଷ୍ଟି ହୋଇଥାଏ ମହିଳାଙ୍କ ଗର୍ଭା-ଶୟ ରେ ଯାହାକୁ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଆରମ୍ଭ ହେବାର ୫ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ । ତେଣୁ ଯଦି ଆପଣ ଆପଣଙ୍କ ଅଭୁଲେସନ୍ ଡେର ୧୦ ଦିନ ପରେ କିମ୍ବା ଏହାର ୧୦ ଦିନ ପୂର୍ବରୁ ଶାରି-ରୀକ ସ-ମ୍ପର୍କ ରଖିବେ, ତେବେ ଗ-ର୍ଭ ଧା-ରଣ କରିବାର ସମ୍ଭାବନା ବହୁତ୍ କମ୍ ଥାଏ । ଆଉ ଏହାକୁ ସେଭ୍ ଡେଜ୍ କୁହାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button