ସକାଳୁ ଉଠି ମରିଗଲେ ବି ଦେଖନ୍ତୁ ନାହିଁ ଏହି (୫ଟି ଜିନିଷ) ସର୍ବନାଶ ହେବ
ବନ୍ଧୁଗଣ ସକାଳୁ ସକାଳୁ ଉଠି ଏହି ସବୁ ଜିନିଷର ଦର୍ଶନ କରିଲେ ଦିନଟି ଶୁଭରେ ଯାଇଥାଏ ବୋଲି ଭଗବାନ ଶ୍ରୀକୃଷ୍ଣ କୁହନ୍ତି । ଯେଉଁ ବି ବ୍ୟକ୍ତି ଏହି ସମସ୍ତ ଜିନିଷ ସକାଳୁ ଦର୍ଶନ କରିଥାଏ । ତାଙ୍କ ଜୀବନରୁ ନକରାତ୍ମକ ଦୂର ହୋଇଥାଏ । ଏଥିସହ ଜୀବନ ସକରାତ୍ମକତାରେ ଭରି ଯାଇଥାଏ । ଆମ ଘର ମଧ୍ୟରେ ବା ଘର ଆଖପାଖରେ କିଛି ଏଭଳି ଜିନିଷ ରହିଥାଏ । ଯେଉଁଥିରୁ ନେଗେଟିଭ ଏନର୍ଜି ବାହାରିଥାଏ । ଯେଉଁ ଗୁଡିକ ସକାଳୁ ଉଠି ଦର୍ଶନ କରିବା ଉଚିତ ନୁହେଁ । ତେବେ ଶାସ୍ତ୍ର ଅନୁଯାଇ ସକାଳୁ କେଉଁ ସବୁ ଜିନିଷର ଦର୍ଶନ ଦ୍ଵାରା ଶୁଭ ହୋଇଥାଏ ଜାଣନ୍ତୁ ।
1- ମନୁଷ୍ୟକୁ ସକାଳୁ ଉଠି ଆଇନା କେବେବି ଦେଖିବା ଉଚିତ ନୁହେଁ । କାରଣ ସକାଳୁ ଉଠୁ ଉଠୁ ଅଇନା ଦେଖିବା ଅଶୁଭ ହୋଇଥାଏ । ତେଣୁ ସକାଳୁ ଉଠିବା ମାତ୍ରେ ନିଜ ଚେହେରାକୁ ସେଥିରେ ଦେଖନ୍ତୁ ନାହିଁ ।
2- ସକାଳୁ ଉଠି ଛାଇକୁ ଦେଖନ୍ତୁ ନାହିଁ । ଯେଉଁ ବ୍ୟକ୍ତି ସକାଳୁ ଉଠି ଛାଇ ଦେଖିଥାଏ । ତା’ ଜୀବନରେ ଦୁର୍ଭାଗ୍ୟ ଆସିଥାଏ । କାରଣ ଛାଇ ବ୍ୟକ୍ତିର ଜୀବନରେ ଭ୍ରମ ଓ ଭୟ ସୃଷ୍ଟି କରିଥାଏ । ଏହା ଛଡା ବ୍ୟକ୍ତିର କାର୍ଯ୍ୟ ଅଟକି ରାହିଜାଇଥାଏ ।
3- ସକାଳୁ ଉଠି ସର୍ବ ପ୍ରଥମେ ନିଜର ହାତ ପାପୁଲିକୁ ଦେଖନ୍ତୁ । ସକାଳୁ ଉଠି ପ୍ରଥମେ ପାପୁଲିକୁ ଦର୍ଶନ କରିବା ଦ୍ଵାରା ଧନସମ୍ପତ୍ତି, ବିଦ୍ୟା ଓ ବୁଦ୍ଧି ମିଳିଥାଏ । କାରଣ ହାତର ପାପୁଲି ଦର୍ଶନ କରିବା ଦ୍ଵାରା ମା’ ଲକ୍ଷ୍ମୀ, ମା’ ସରସ୍ଵତୀ ଓ ଭଗବାନ ଶ୍ରୀକୃଷ୍ଣଙ୍କର ଆଶ୍ରୀବାଦ ଆମକୁ ମିଳିଥାଏ । ପ୍ରତ୍ଯେକ ବିଦ୍ୟାର୍ଥୀ ସକାଳୁ ଉଠି ନିଜର ହାତ ପାପୁଲିକୁ ଦର୍ଶନ କରି ନିଜର ପାଠ ପଢା ଆରମ୍ଭ କରିବା ଦ୍ଵାରା ତା’ ର ପାଠ ଭଲ ହୋଇଥାଏ ।
4- ସକାଳୁ ଉଠି ବାହାରକୁ ଆସିବା କ୍ଷଣି ଯଦି ଆପଣଙ୍କୁ ଅଚାନକ ଭାବେ ଗୋମାତାଙ୍କ ର ଦର୍ଶନ ମିଳିଯାଇଥାଏ । ତେବେ ଏହା ବହୁତ ହିଁ ଶୁଭ ଦର୍ଶନ ଅଟେ । ତେଣୁ ସକାଳୁ ଯଦି ଗାଈ ଆପଣଙ୍କ ଘର ପାଖକୁ ଆସୁଛି । ତେବେ ତାହାକୁ ଘଉଡାଇ ଦିଅନ୍ତୁ ନାହିଁ । ତା’ କୁ କିଛି ଖାଇବାକୁ ଦେଇ ପ୍ରଣାମ କରି ବିଦା କରନ୍ତୁ । ଗୋମାତାଙ୍କୁ ରୁଟି ଖାଇବାକୁ ଦେଇ ତାଙ୍କ କାନ ରେ ଯଦି ଆପଣ ନିଜର ମନୋସ୍କାମନା କହିବେ । ତେବେ ଗୋମାତା ଆପଣଙ୍କ ମନୋସ୍କାମନା ନିହାତି ପୂରଣ କରିବେ ।