ଦେଶ- ବିଦେଶ
ଆଉ ନାହାନ୍ତି ଗଜଲ ଗାୟକ ପଙ୍କଜ ଉଧାସ – Kalinga News

[ad_1]
ମୁମ୍ବାଇ : ସୁନାମଧନ୍ୟ ଗଜଲ ଗାୟକ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ପରଲୋକ I ଚିକିତ୍ସାଧୀନ ଅବସ୍ଥାରେ ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି I ଅସୁସ୍ଥତା ଯୋଗୁଁ ଦୀର୍ଘଦିନରୁ ସେ ଚିକିତ୍ସିତ ରହିଥିଲେ । ପିତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି I ପଙ୍କଜଙ୍କ ମୃତ୍ୟୁକୁ ନେଇ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି I
[ad_2]