ସ୍ୱାସ୍ଥ୍ୟ

ପୁରୁଷ ମାନଙ୍କ ସବୁ ସମସ୍ଯା ସମାଧାନ କରିଦେବ ଏହି ଆୟୁର୍ବେଦିକ ଉପଚାର, ଥରେ ପ୍ରୟୋଗ କରି ଦେଖନ୍ତୁ ଚମତ୍କାରୀ ଫଳ ପାଇବେ

ଆଜି ଆମେ ପୁରୁଷ ମାନଙ୍କ ଏକ ସାଧାରଣ ସମସ୍ଯା ସମସ୍ଯା ଉପରେ ଦୃଷ୍ଟିପାତ କରିବା । ଯଦି ଆପଣଙ୍କର ସମୟ ପୂର୍ବରୁ ବୀର୍ଯ୍ୟ ସ୍ଫଳନ ହେଉଛି ଅର୍ଥାତ ସଂଭୋଗ କରିବା ସମୟରେ ଦୁଇରୁ ତିନି ମିନିଟ ବା ତା’ ଠାରୁ ମଧ୍ୟ କମ୍ ସମୟରେ ବୀର୍ଯ୍ୟ ବାହାରି ଯାଉଛି ତେବେ ଏହାକୁ ପ୍ରିମାଚ୍ଯୁର ଏଜାକୁଲେସନ ବୋଲି କୁହାଯାଏ । ଏହାର ସମାଧାନ କରିବା ପାଇଁ ଆପଣ ଆଜିର ଏହି ଆୟୁର୍ବେଦିକ ଉପାୟ ଆପଣେଇ ପାରିବେ । ତେବେ ଚାଲନ୍ତୁ ଜାଣିବା କିପରି ଏହି

ପୁରୁଷ ମାନଙ୍କ ଏହି ସମସ୍ୟା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଆୟୁର୍ବେଦିକ ଔଷଧ ବିଷୟରେ କହିବାକୁ ଯାଉଛୁ । ତାହା ହେଉଛି ମେନସ୍ୟୁର ପ୍ରୋଲଙ୍ଗ, ଯାହା ସଂପୂର୍ଣ୍ଣ ଭାବେ ଏକ ଆୟୁର୍ବେଦିକ ଔଷଧ ଅଟେ । ଏଥିରୁ ଆପଣଙ୍କୁ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳି ନଥାଏ । ଆପଣ ଯଦି ନିଜ ପାର୍ଟନରଙ୍କ ସହ ବେଡ୍ ରେ ଅଧିକ ସମୟ ରହିବାକୁ ଚାହୁଁଛନ୍ତି ତେବେ ଏହି ମେନସ୍ୟୁତ ପ୍ରୋଲଙ୍ଗ କ୍ୟାପସୁଲକୁ ଆପଣ ସେବନ କରିପାରିବେ ।

ଅନେକ ପୁରୁଷ ଏହାର ସେବନ କରିବା ଦ୍ଵାରା ସେମାନଙ୍କୁ ପଜିଟିଭ ରେଜଲ୍ଟ ମିଳିଛି । ଯଦି ଆପଣଙ୍କ ସଂଭୋଗ ସମୟ ବହୁତ କମ୍ ହେଉଛି ବା ଶୀଘ୍ର ବୀର୍ଯ୍ୟ ବାହାରି ଯାଉଛି ତେବେ ଏହି କ୍ୟାପସୁଲ ସେହି ସମସ୍ଯାକୁ ଦୂର କରିବା ସହ ଆପଣଙ୍କ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ବହୁତ ସାହାଯ୍ୟ କରିବ ।

ଏହି ଔଷଧଟି ଆପଣଙ୍କୁ ଏକ ସୁନ୍ଦର ତିନିକୋଣିଆ ବକ୍ସରେ ମିଳିବ । ବକ୍ସକୁ ଖୋଲିବା ପରେ ପ୍ରଥମେ ପ୍ରଥମେ ଏକ ଗାଇଡ ଆପଣ ପାଇବେ । ଏହି କ୍ୟାପସୁଲ କେଉଁ ସବୁ ସାମଗ୍ରୀରୁ ପ୍ରସ୍ତୁତ ତାହା ସବୁ ସେଥିରେ ଉଲ୍ଲେଖ ଅଛି । ବିଭିନ୍ନ ପ୍ରକାରର ପ୍ରାକୃତିକ ଚେରମୂଳିର ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି । ଯେମିତିକି ହନି ଗୋଟ ୱିଡ, ମକା ରୁଟ, କାଞ୍ଚନ ବୀଜ, ଅଶ୍ଵଗନ୍ଧା, ଲବଙ୍ଗ, ଶୀଳାଜିତ ଏହିପରି ୧୦ରୁ ଅଧିକ ଆୟୁର୍ବେଦିକ ସାମଗ୍ରୀରୁ ଏହା ପ୍ରସ୍ତୁତ ହୋଇଛି ।

ଏହା ବ୍ଯତୀତ ଏହି ଔଷଧଟି ଆଇଏସଓ, ଜିଏମପି ଓ ଏଫଏସଏସଆଇ ଦ୍ଵାରା ସ୍ବୀକୃତିପ୍ରାପ୍ତ ଅଟେ । ଏହାସହ ଏହି ଗାଇଡରେ ଗୋମୁଖାସନ ଓ ଗରୁଡାସନ ଭଳି କିଛି ଯୋଗାସନ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଏହି କ୍ୟାପସୁଲର ସେବନ କରିବା ସହ ଯଦି ଆପଣ ଏହି ଆସନ କରିବେ ତେବେ ଆପଣଙ୍କୁ ଏଥିରୁ ଅତ୍ୟୁତ୍ତମ ରେଜଲ୍ଟ ମିଳିବ ।

ଏହି କ୍ୟାପସୁଲ ଏକ କାଚ ବୋତଲରେ ପ୍ୟାକ ହୋଇ ଆସିଥାଏ । ଏହି ବୋତଲକୁ ଖୋଲିଲେ ଆପଣ ସେଥିରେ ସବୁଜ ରଙ୍ଗର ୬୦ଟି କ୍ୟାସୁଲ ଥିବା ଦେଖିପାରିବେ, ଯାହା ସଂପୂର୍ଣ୍ଣ ନିରାମିଷ ଅଟେ । ଏଥୁରୁ ସକାଳେ ଏବଂ ରାତିରେ ଦିନକୁ ଦୁଇଟି ଲେଖାଏଁ କ୍ୟାପସୁଲ ଆପଣଙ୍କୁ ସେବନ କରିବାକୁ ହେବ ।

ଖାଦ୍ଯ ଖାଇବା ପରେ ଏକ ଗ୍ଳାସ କ୍ଷୀର କିମ୍ବା ପାଣି ସହିତ ଆପଣ ଏହାର ସେବନ କରିପାରିବେ । ଏହିପରି ଆପଣଙ୍କୁ ତିନିମାସ ଯାଏଁ ସେବନ କରିବାକୁ ହେବ । କିନ୍ତୁ ପ୍ରଥମ ମାସରୁ ହିଁ ଆପଣ ଆଶ୍ଚର୍ଯ୍ୟକାରୀ ଫାଇଦା ଦେଖିବାକୁ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button