ମନୋରଞ୍ଜନ

10 ସେକନ୍ଡରେ କୁହନ୍ତୁ, ଏହି ଫଟୋରେ ଆପଣଙ୍କୁ କେତୋଟି ଜୀବ ଦେଖା ଯାଉଛି ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା (Personality Test)

ମଣିଷର ଆଖି ସୃଷ୍ଟିର ଏକ ଅଦ୍ଭୁତ ରଚନା ଅଟେ । ଯିଏକି ମସ୍ତିଷ୍କର ମାର୍ଗ ଦର୍ଶନରେ ଏହା ସେହି ଜିନିଷକୁ ବି ଦେଖିନିଏ ଯାହା ପ୍ରତ୍ୟକ୍ଷ ରୂପରେ ବି ଉପସ୍ଥିତ ନ ଥିବ । ଏହା ସେହି ଜିନିଷ ଯାହା ନିଜେ ବାହାରେ ଦେଖିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ଆଖି ଠାରୁ ଆପଣଙ୍କ ମସ୍ତିଷ୍କର କମାଲ ଅଟେ । ଏହି ସଂସାରରେ ମନୁଷ୍ୟକୁ ହିଁ ସବୁଠୁ ଅଧିକ ବୁଦ୍ଧିମାନ କୁହାଯାଇଛି । ମନୁଷ୍ୟ ହିଁ ଅଟେ । ଯିଏ ନିଜର ମସ୍ତିଷ୍କ ଓ ବିଚାର ବଳରେ ସବୁକିଛି ପରିବର୍ତ୍ତନ କରିବାର ସାହାସ ରଖିଥାଏ ।

କିନ୍ତୁ ଏହି ସବୁ ମଧ୍ୟରେ ଗୋଟିଏ ଜିନିଷ ବହୁତ ମହତ୍ଵ ରଖିଥାଏ । ତାହା ଆପଣଙ୍କ ଦୃଷ୍ଟିକୋଣ । ଆପଣଙ୍କ ଦୃଷ୍ଟିକୋଣ ଆପଣଙ୍କୁ ନକାରତ୍ମକ ଓ ସକାରତ୍ମକ ଦିଗ ଆଡକୁ ବଢାଇଥାଏ । ଆପଣଙ୍କ ଭିତରେ ଲୁଚିଥିବା ପ୍ରତିଭା ଓ କମଜୋରକୁ ଆପଣଙ୍କ ଦ୍ରୁଷ୍ଟିକୋଣ ହିଁ ଉଜାଗର କରିଥାଏ ।

ଆଜି ଆମେ ଆପଣଙ୍କ ସାମ୍ନାରେ ଗୋଟିଏ ଫଟୋ ନେଇ ଆସିଛୁ । ଯେଉଁଥିରେ କିଛି ପଶୁ ପକ୍ଷୀ ଅଛନ୍ତି । ଆପଣ କେବଳ ତାଙ୍କୁ ଖୋଜିବାର ଅଛି । ଆପଣ ଏହି ଫଟୋ ମଧ୍ୟରୁ କେତୋଟି ପଶୁ ପକ୍ଷୀକୁ ଖୋଜି ପାରୁଛନ୍ତି ତାହା ଏହି କଥାକୁ ଜାହିର କରିଥାଏ କି ଆପଣ ଅନ୍ୟର ସିକ୍ରେଟ କେତେ ଜଲ୍ଦି ଜାଣି ପାରୁଛନ୍ତି । ଆପଣ ଏହି ଫଟୋକୁ କେବଳ କିଛି ସେକନ୍ଡ ହିଁ ଦେଖନ୍ତୁ । ଆପଣ ଏହି ଫଟୋକୁ ଦେଖନ୍ତୁ ଓ କୁହନ୍ତୁ ଏଥିରେ କେତୋଟି ପଶୁ ଓ ପକ୍ଷୀ ଅଛନ୍ତି ।

ଯଦି ଆପଣ କିଛି ସେକନ୍ଡ ଦେଖିବା ପରେ ୧ – ୫ ମଧ୍ୟରେ କିଛି ପଶୁ ପକ୍ଷୀ ଦେଖିଛନ୍ତି ତେବେ ଏହାର ସ୍ପଷ୍ଟ ଅର୍ଥ ଏହା ଅଟେ କି ଆପଣ ଅନ୍ୟର ଜୀବନରେ ଅଧିକ ହସ୍ତକ୍ଷେପ କରିବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ଆପଣ ଚାହାନ୍ତି ନାହିଁ କି କେହି ଆପଣଙ୍କ ଜୀବନରେ ଦଖଲ ଦିଅନ୍ତୁ । ବାହାର ଦୁନିଆ ସହ ଆପଣଙ୍କ କୌଣସି ସମ୍ପର୍କ ନାହିଁ । ଆପଣ ନିଜ ଉପରେ ଅଧିକ ଧ୍ୟାନ ଦିଅନ୍ତି । ସବୁ ଜିନିଷକୁ ଅଧିକ ଗମ୍ଭୀରତାର ସହ ନିଅନ୍ତି ନାହିଁ । ଫଟୋରେ ଯେତିକି ବି ପଶୁ ପକ୍ଷୀ ଅଛନ୍ତି ଯଦି ଆପଣ ସେମାନଙ୍କ ମଧ୍ୟରୁ ୬ ରୁ ୧୦ ଜାଣି ସାରିଛନ୍ତି ଏହାର ଅର୍ଥ ଆପଣ କୌଣସି ବି କଥା ସହଜରେ ଭୁଲି ପାରନ୍ତି ନାହିଁ ।

ଆପଣଙ୍କୁ ସବୁ ଜିନିଷ ବିଷୟରେ ଜାଣିବା ପାଇଁ ବହୁତ ଇଚ୍ଛା ଅଛି । ଆପଣ ମୋବାଇଲ, ଲ୍ୟାପଟପ ଓ ସୋସିଆଲ ମିଡିଆରେ ଦରକାର ଠାରୁ ଅଧିକ ସକ୍ରିୟ ରୁହନ୍ତି । ସବୁ ଜିନିଷର ଖବର ରଖନ୍ତି । ଯଦି ଆପଣ ଏହି ଫଟୋରେ ଥିବା ୧୧ ଟି ପଶୁ ପକ୍ଷୀକୁ ଖୋଜି ନେଇଛନ୍ତି ତେବେ ଆପଣ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ଆପଣ ସ୍ଥିତିକୁ ଏମିତି ରୂପରେ ଗ୍ରହଣ କରନ୍ତି ଯାହାକି ମୃତ୍ୟୁ ଓ ଜୀବନ ସହ ସମାନ ହୋଇଯାଏ । ଆପଣଙ୍କୁ ପରାଜୟ କରିବା ବହୁତ କଷ୍ଟ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button