ମନୋରଞ୍ଜନ

ଆପଣଙ୍କ ଫେବରାଇଟ କଳାକାରମାନଙ୍କ ପାଖରେ ରହିଛି ଏହି ସବୁ ଖରାପ ଅଭ୍ୟାସ, ଯେମିତିକି ସୁଷ୍ମିତା ସେନ ଖୋଲା ଛାତରେ…

ଏହି ଆଦତ ବିଷୟରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ବଲୀଉଡ ଏକ ଏଭଳି ଜୀବନ ଯେଉଁଥିରେ କେବଳ ଚମକ ଦେଖା ଯାଏ ଓ ପ୍ରାୟ ଆପଣ ବଲୀଉଡ ତାରକା ମାନଙ୍କ ଜୀବନଶୈଳୀ ବିଷୟରେ ତ ଜାଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କର ଏହି ପ୍ରିୟା ଅଭିନେତା ଓ ଅଭିନେତ୍ରୀ ମାନଙ୍କର ବହୁତ ଗୁଡିଏ ଖରାପ ଅଭ୍ଯାସ ମଧ୍ୟ ରହିଛି । କେତେ ଗୁଡିଏ ଫିଲ୍ମରେ ଅଭିନୟ କରିଥିବା ଜିତେନ୍ଦ୍ରଙ୍କର ଗୋଟେ ଖରାପ ଆଦତ ଅଛି । କୁହାଯାଏ କି ଯେତେବେଳେ ବି ସିଏ ଟୟଲେଟ ଯାଆନ୍ତି ସେ ବାଥରୂମ ରେ ଅମୃତ ଭଣ୍ଡା ଓ ଅନ୍ୟ ଫଳ ସବୁ ଖାଆନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବଲୀଉଡ କଳାକାର ମାନଙ୍କର କିଛି ଖରାପ ଅଭ୍ଯାସ ବିଷୟରେ ।

ସୁଷ୍ମିତା ସେନ-

ବଲୀଉଡ ଅଭିନେତ୍ରୀ ସୁଷ୍ମିତା ସେନ ଖୋଲା ଛାତରେ ଗାଧେଇବାକୁ ପସନ୍ଦ କରନ୍ତି । ଘରର ଛାତରେ ସେ ବାଥ୍ଟବ ମଧ୍ୟ ରଖିଛନ୍ତି । ପ୍ରାୟ ସେ ଖୋଲା ଆକାଶ ତଳେ ଗାଧୋଇଥାନ୍ତି । ଏତିକି ବି ନୁହେଁ ସୁଷ୍ମିତା ସେନ ସାପଙ୍କୁ ବହୁତ ଭଲ ପାଆନ୍ତି । ସେ ପାଇଥନ କୁ ମଧ୍ୟ ପାଳିଛନ୍ତି ।

ଅମିତାଭ ବଚ୍ଚନ-

ଅମିତାଭ ବଚ୍ଚନ ସର୍ବଦା ହାତରେ ୨ଟି ଘଣ୍ଟା ପିନ୍ଧନ୍ତି । ଏହା ଏଥିପାଇଁ କି ଅଭିଷେକ- ଏଶୌର୍ଯ୍ୟା ପ୍ରାୟ ଟ୍ରାଭେଲ କରନ୍ତି । ସେ ଗୋଟେକୁ ଇଣ୍ଡିଆନ ଟାଇମ ରେ ଓ ଅନ୍ୟଟିକୁ ସେହି ଦେଶର ଟାଇମ ସହ ଯେଉଁଠି ତାଙ୍କର ପୁଅ ଓ ବୋହୁ ଥାଆନ୍ତି ।

ଶାହରୁଖ ଖାନ-

ଶାହରୁଖ ଖାନଙ୍କୁ ଫୁଟୱେୟର ର Obsession ଅଛି । ଗୋଟେ ସାକ୍ଷାତକାରରେ ସେ କହିଥିଲେ କି ସେ ଦିନ ଭିତରେ କେବଳ ଠାରେ ହିଁ ତାଙ୍କ ଜୋତା ଉତାରିଥାନ୍ତି । ବେଳେବେଳେ ସେ ଜୋତା ପିନ୍ଧିକି ସୋଇ ପଡନ୍ତି ।

କରିନା କପୁର-

 

କରିନା କପୁରଙ୍କୁ ନଖ ଖାଇବାର ବହୁତ ଖରାପ ଅଭ୍ଯାସ ଅଛି । ସେ ବହୁତ ଥର ଚେଷ୍ଟା କରି ମଧ୍ୟ ଏହାକୁ ଛାଡ଼ିପାରି ନାହାନ୍ତି ।

ସିଂଗର କେଶା-

ସିଂଗର କେଶା ଙ୍କର ଖରାପ ଅଭ୍ଯାସ ବିଷୟରେ ଜାଣିଲେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ତାଙ୍କର ଖରାପ ଅଭ୍ୟାସ ହେଲା ସେ ନିଜର ପରିସ୍ରା ପିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button