ଜ୍ୟୋତିଷ

ନବଗ୍ରହ ପାଇଁ ୯ ବୀଜ ମନ୍ତ୍ର, ଜାଣନ୍ତୁ କେଉଁ ମନ୍ତ୍ର କେତେ ଥର ଜପ କରିବେ ?

ଗ୍ରହ ଜାତକ ଭବିଷ୍ୟ ନିର୍ଦ୍ଧାରଣ କରିଥାଏ। ଜାତକ ଜୀବନରେ ଭଲ ଏବଂ ଖରାପ ଫଳ ପ୍ରଦାନ କରିଥାଏ। ଗ୍ରହ ଜାତକର ପୂର୍ବ କୃତକର୍ମ ଆଧାରରେ ରୋଗ, ସୁଖ, ଦୁଃଖ ଏବଂ ଐଶ୍ୱର୍ଯ୍ୟରେ ମଧ୍ୟ ବାଧକ ସାଜିଥାଏ। ପଣ୍ଡିତ ଜାତକ ଦେଖି ପୀଡିତ ଗ୍ରହ ଅନୁଯାୟୀ ତାହାକୁ ଠିକ୍‌ କରିବା ପାଇଁ ରତ୍ନ ଧାରଣ କିମ୍ବା ଏହା ସହିତ ଜଡିତ ପୂଜାବିଧି କରିବା ପାଇଁ କରିଥାନ୍ତି। ଏହା ସହିତ ଜାତକ ସମ୍ବନ୍ଧୀତ ଗ୍ରହ ଅନୁଯାୟୀ ଦାନ ଏବଂ ମନ୍ତ୍ର ଜପ କରିବା ପାଇଁ କହିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେଉଁ ଗ୍ରହ ଅନୁଯାୟୀ, କ’ଣ ମନ୍ତ୍ର ଜପ କରିବା ଉଚିତ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ…

ଗ୍ରହ- ରତ୍ନ- ଧାନୁ- ଅନ୍ନ- ବସ୍ତ୍ର-ମାଲା-ମନ୍ତ୍ର- ସମୟ-ଜପ- ସଂଖ୍ୟା ଏହିପରି କ୍ରମରେ ହିଁ କରନ୍ତୁ।

– ସୂର୍ଯ୍ୟ -ମାଣିକ୍ୟ-ତାମ୍ର- ଗେହୁଁ- ଲଲ-ରକ୍ତମଣି- ଓମ୍‌ ହିଁ ହିଂ ସଃ ସୂର୍ଯ୍ୟା ନମଃ- ସୂର୍ଯ୍ୟୋଦୟ-୭୦୦୦

– ଚନ୍ଦ୍ର-ମୋତି-ଚାନ୍ଦି- ଚାଉଳ- ଶ୍ୱେତମୋତି- ଓମ ଶ୍ରୀଁ ଶ୍ରୀଂ ସଃ ଚନ୍ଦ୍ରାୟ ନମଃ- ସନ୍ଧ୍ୟା-୧୧୦୦୦

– ମଙ୍ଗଳ- ମୁଙ୍ଗା-ତାମ୍ର-ମସୁର-ଲାଲ- ମୁଙ୍ଗା- ଓମ୍‌ କ୍ରଁ କ୍ରଂ କୋ ସଃ ଭୌମାୟ ନମଃ ୨ଟା ସମୟ-୧୦୦୦୦

– ବୁଧ-ପନ୍ନା- କାଂସ-ମୁଂଗ-ହରା-ହାରିଲ- ଓମ ବ୍ରିଁ ବ୍ରିଂ ବ୍ରୋ ସଃ ବୁଧାୟ ନମଃ ୫ଟା-୯୦୦୦

 

– ଗୁରୁ-ପଖରାଜ-ସୁନା-ଚଣାଡାଲି-ହଳଦିଆ- ଓମ ଗ୍ରଁ ଗ୍ରିଂ ଗ୍ରେ ସଃ ଗୁରୈବ ନମଃ ସନ୍ଧ୍ୟା-୧୯୦୦୦

– ଶୁକ୍ର- ହୀରା-ଚାନ୍ଦି- ଚାଉଳ- ଶ୍ୱେତ ସ୍ପଟିକ- ଓମ୍‌ ଦ୍ରିଁ ଦ୍ରିଂ ଦ୍ରୋ ସଃ ଶୁକ୍ରାୟ ନମଃ ସୂର୍ଯ୍ୟୋଦୟ-୧୬୦୦୦

– ଶନି- ନୀଳମ- ଲୁହା- ବିରି ଡାଲି-କଳା-ନୀଳମଣି- ଓମ୍‌ ପ୍ରାଁ ପ୍ରିଂ ପ୍ରୋ ସଃ ଶନିଶ୍ଚରାୟ ନମଃ-ସନ୍ଧ୍ୟା-୨୩୦୦୦

– ରାହୁ- ଗୋମେଦ-ସୀସା-ତିଲ- ନୀଳ- କୃଷ୍ଣ- ଓମ ଭ୍ରିଁ ଭ୍ରିଂ ଭ୍ରୋଂ ସଃ ରାହେବ ନମଃ- ରାତ୍ରି- ୧୮୦୦୦

– କେତୁ-ଲହସୁନିଆ-ଲୁହା-ତିଲ- ଧ୍ରୁମବର୍ନ-ନାରଙ୍ଗୀ- ଓମ୍‌ ସ୍ରିଁ ସ୍ରିଂଁ ସ୍ରୋଂ ସଃ କେତବେ ନମଃ-ରାତ୍ରୀ-୧୭୦୦୦

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button