ଜ୍ୟୋତିଷ

ଘରେ ରଖନ୍ତୁ ଏହି ୫ଟି ଗଛ, ଭାଗ୍ୟ ଏମିତି ବଦଳିବ ଯେ ଆପଣ ବି କରିପାରିବେନି ବିଶ୍ୱାସ

ଗଛ ନା କେବଳ ବାତାବରଣକୁ ଶୁଦ୍ଧ ରଖିଥାଏ ବରଂ ଏହା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଥାଏ। ବାସ୍ତୁରେ ଏମିତି କିଛି ଗଛ ବିଷୟରେ କୁହାଯାଇଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଭରି ରହିଥାଏ। ଏହା ଘରେ ସୁଖ ଶାନ୍ତି ଆଣିଥାଏ। କେବଳ ଏତିକି ନୁହେଁ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରହିଥାଏ।

chameliଚମେଲୀ ନିଜ ସୁଗନ୍ଧ ପାଇଁ ବହୁତ ଜଣାଶୁଣା। କିନ୍ତୁ ବାସ୍ତୁରେ ମଧ୍ୟ ଏହାର ବହୁତ ବଡ ମହତ୍ତ୍ୱ ରହିଛି। ପରିବାର ମଧ୍ୟରେ ଯଦି ମତାନ୍ତର-ମନାନ୍ତର ରହୁଥାଏ ତେବେ ଘରେ ଏକ ଚମେଲୀ ଗଛ ଲଗାଇ ଦିଅନ୍ତୁ।

ତୁଳସୀ ଗଛ ହିନ୍ଦୁମାନଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ଔଷଧୀୟ ଗୁଣରେ ଭରପୂର ତୁଳସୀରେ ନକାରାତ୍ମକ ଦୂର କରିବାର ଶକ୍ତି ରହିଥାଏ। ମାନ୍ୟତା ରହିଛି ଯେ ସମସ୍ତ ଦେବାଦେବୀ ଏହି ଗଛପ ରେ ହିଁ ବାସ କରନ୍ତି।

BAOUNSବାଉଁଶର ଛୋଟ ପ୍ରାରୂପ ରଖିବାର ଚଳଣି କିଛି ଦିନ ହେବ ବହୁତ ବଢ଼ି ଯାଇଛି। ଫେଙ୍ଗସୁଇ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହାକୁ ଘରେ ରଖିବାକୁ ପରାମର୍ଶ ଦିଆଯାଏ। ଏହାଦ୍ୱାରା କ୍ଳେଶ ଦୂର କରିବାର କ୍ଷମତା ରହିଥାଏ।

KAKTOSକ୍ୟକଟସକୁ ଘରେ ରଖିଲେ କାହାର ଖରାପ ନଜର ଘର ଉପରେ କିମ୍ବା ଘରର ସଦସ୍ୟଙ୍କ ଉପରେ ପଡିନଥାଏ। ଏହାସହିତ କୌଣସି ପ୍ରକାର ଦୁଷ୍ପ୍ରଭାବ ଘରକୁ ପଡିନଥାଏ। ଆପଣ ଘରେ କ୍ୟାକଟସ୍‌ ଅବଶ୍ୟ ରଖନ୍ତୁ।

ALOVERAଆଲୋଭେରା କେବଳ ସୌନ୍ଦଯ୍ୟର୍ ବଢ଼ାଇବାର କାମ କରିନଥାଏ ବରଂ ଏହା ସୌଭାଗ୍ୟକୁ ମଧ୍ୟ ଆଣିଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା ଭାଗ୍ୟ ବଦଳିଯାଇଥାଏ। ଆଲୋଭେରା ଘରର ସାଜସଜ୍ଜା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣଙ୍କୁ ଚାକିରି ପାଇବାର କଠିନ ହେଉଛି ତେବେ ଏହି ଗଛକୁ ଶୟନ କୋଠରୀରେ ରଖିବା ଦ୍ୱାରା ବହୁତ ଭଲ କାମ ଦେଇଥାଏ ଏବଂ ହେଉନଥିବା କାମ ସଫଳ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button