ଦେଶ- ବିଦେଶ

ପାଚନକ୍ରୀୟାରେ ସାହାଯ୍ୟ କରିଥାଏ ସପୁରୀ ରସ, ଏମିତି କରନ୍ତୁ ପ୍ରସ୍ତୁତ

ଆବଶ୍ୟକୀୟ ସାମଗ୍ରୀ

ସପୁରୀ –୧

କଳା ଲୁଣ – ୧୨ ଛୋଟ ଚାମଚ

ଭଜା ଜୀରା ପାଉଡର – ୧୨ ଛୋଟ ଚାମଚ

ବରଫ ଖଣ୍ଡ – ୫

Pineappleପ୍ରସ୍ତୁତି ପ୍ରଣାଳୀ

ସପୁରୀର ଉପର ଭାଗର ଚୋପା ଛଡାଇ ଦିଅନ୍ତୁ। ଏହାପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏହି ଖଣ୍ଡକୁ ନେଇ ଗ୍ରାଇଣ୍ଡର କିମ୍ବା ଜୁସରରେ ଚିନି ଏବଂ ପାଣି ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଆପଣଙ୍କୁ ଯେତିକି ବି ଗାଢ଼ା କରିବାକୁ ହେବ ଆପଣ ସେହି ହିସାବରେ ପାଣି ଦିଅନ୍ତୁ। ଗୋଟିଏ ପାତ୍ରରେ ସପୁରୀ ରସ ନେଇ ସେଥିରେ ଭଜା ଜୀରା ପାଉଡର, କଳା ଲୁଣ ମିଶାଇ ଦିଅନ୍ତୁ। ସପୁରୀ ରସକୁ ଗ୍ଲାସରେ ବାହାର କରି ବରଫ ପକାଇ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button