ଜ୍ୟୋତିଷ
ପାପୁଲିରେ ଥିବା ଛଅଟି ଅଶୁଭ କଳାଜାଇ, ଜୀବନରେ କ’ଣ ପ୍ରଭାବ ପକାଇଥାଏ. . .

ହାତରେ ରେଖା ବ୍ୟତୀତ କଳାଜାଇ ମଧ୍ୟ ବ୍ୟକ୍ତିର ଭବିଷ୍ୟତ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ହାତରେ ଥିବା କିଛି ଏପରି ଜାଇ ଆପଣଙ୍କ ପାଇଁ ଶୁଭ ଏବଂ ଅଶୁଭ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା, ହାତରେ ଅଲଗା ଅଲଗା ସ୍ଥାନରେ ଥିବା କଳାଜାଇର କ’ଣ ସଂକେତ ରହିଛି।
ଶୁକ୍ର ପର୍ବତରେ କଳାଜାଇ
ଶୁକ୍ର ପର୍ବତ ଆଙ୍ଗୁଠିର ତଳ ଭାଗକୁ କୁହାଯାଏ। ଯଦି ଆପଣଙ୍କର ଏପରି ଶୁକ୍ର ପର୍ବତରେ ଜାଇ ରହିଥାଏ, ତେବେ ବ୍ୟକ୍ତି ଜଣକ ସବୁବେଳେ ନକାରାତ୍ମକ ଭାବନା ରଖିଥାନ୍ତି।
ଚନ୍ଦ୍ର ପର୍ବତରେ କଳାଜାଇ

ଚନ୍ଦ୍ର ପର୍ବତ ଶୁକ୍ର ପର୍ବତର ଠିକ ବିପରୀତ ସାମ୍ନାରେ ରହିଥାଏ। ଯାହା ହାତରେ ଚନ୍ଦ୍ର ପର୍ବତରେ କଳାଜାଇ ରହିଥାଏ, ତାଙ୍କ ବିବାହରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଦେଇଥାଏ।
ଗୁରୁ ପର୍ବତ କଳାଜାଇ
ଗୁରୁ ପର୍ବତ କଳାଜାଇ ବିଷି ଆଙ୍ଗୁଠି ତଳେ ରହିଥାଏ। ଏପରି ଜାଇ ରହିଥିବା ବ୍ୟକ୍ତି ସବୁବେଳେ ଅଶୁଭ ପରିଣାମ ମିଳିଥାଏ। ଏମାନେ ଅନେକ ଥର ଅସଫଳତାର ସାମ୍ନା କରିବାକୁ ପଡିଥାଏ।




