ସ୍ୱାସ୍ଥ୍ୟ

ସବୁଦିନ ପାଇଁ ଚଷମାକୁ କହିବେ ଅଲବିଦା, ଯଦି ଆପଣେଇବେ ଏହି ଉପାୟ

ଆଜିର ଦୁନିଆରେ ସବୁ ବ୍ୟକ୍ତି ଚକ୍ଷୁର ରଶ୍ମି କମ୍ ହେବା କାରଣରୁ ଚିନ୍ତାରେ ରହୁଛନ୍ତି। ଏମିତିରେ ଏକ ସହଜ ଉପାୟ ରହିଛି ଯାହା ଆପଣଙ୍କ ଆଖିର ରଶ୍ମିକୁ ବଢ଼ାଇବାରେ ନଜର ଆସିଥାଏ ତାହା ହେଉଛି ଚଷମା। କିନ୍ତୁ ଥରେ ଏହି ଚଷମା ଯଦି ଆପଣଙ୍କର ଅଭ୍ୟାସରେ ପଡିଯାଏ ତେବେ ଏହି ଅଭ୍ୟାସପକୁ ଛାଡିବା ବହୁତ କଷ୍ଟକର ହୋଇପଡେ। ଆଜିକାଲି ଶୁଣିବାକୁ ମିଳୁଛି ଯେ ଅପରେସନ ଦ୍ବାରା ଚଷମାକୁ ହଟାଯାଇପାରିବ। କିନ୍ତୁ ଅପରେସନ ଠାରୁ ସହଜ ଉପାୟ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେଉଁଥିରେ ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ।

-ଆଖିରୁ ଚଷମା ହଟାଇବା ପାଇଁ ଭିଟାମିନ ଇ ବହୁତ ଆବଶ୍ୟକ ଅଟେ। ଏଥିପାଇଁ ଏମିତି ଜିନିଷର ସେବନ କରନ୍ତୁ ଯେଉଁଥିରେ ଭିଟାମିନ ଏ ଅଧିକ ମାତ୍ରାରେ ରହିଥିବା ଆବଶ୍ୟକ।

-ଶୋଇବା ପୂର୍ବରୁ ପାଦକୁ ସଫା ପାଣିରେ ଧୋଇ ପାଦ ତଳେ ସୋରିଷ ତେଲ ମାଲିସ କରିବା ଦ୍ବାରା ବହୁତ ଜଲଦି ଆଖିର ରଶ୍ମି ବଢ଼ିଥାଏ।

foot massage-ପ୍ରତ୍ୟେକ ଦିନ ସକାଳୁ ସବୁଜ ଘାସ ଉପରେ ଚାଲିବା ଦ୍ବାରା ଚଷମା ପିନ୍ଧିବାର ଆବଶ୍ୟକତା ପଡିବ ନାହିଁ ଏହାଦ୍ବାରା ରଶ୍ମି ତୀବ୍ର ହୋଇଥାଏ।

-ଗୋଲାପ ପତ୍ରକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖିଦିଅନ୍ତୁ। ଗୋଲାପ ଜଳ ଆଖିରେ ପକାଇବା ଦ୍ବାରା ମଧ୍ୟ ଚକ୍ଷୁର ରଶ୍ମି ବଢ଼ିଥାଏ।

-ପେଶା ହୋଇଥିବା କଳମରୀଚ ଏବଂ ପେଶା ହୋଇଥିବା ମିଶ୍ରୀକୁ ସକାଳୁ ଖାଲି ପେଟରେ ଗରମ ପାଣି ସହିତ ସେବନ କରିବା ଦ୍ବାରା ଜଲଦି ଆରୋଗ୍ୟ ମିଳିଥାଏ।

-ଗାଜର ଖାଇବା ଦ୍ବାରା ମଧ୍ୟ ଆଖିର ରଶ୍ମି ବଢ଼ିଥାଏ। ଗାଜର, ବିଟ୍ ଜୁସ୍ ପିଇବା ଦ୍ବାରା ମଧ୍ୟ ଶରୀରରେ ଆଇରନର ଅଭାବ ଦୂର ହୋଇଥାଏ ଏବଂ ଚଷମା କାଢ଼ିବାରେ ଲାଭ ମିଳିଥାଏ।

trifala-ଆୟୁର୍ବେଦ ଅନୁଯାୟୀ ଚଷମା ହଟାଇବା ପାଇଁ ତ୍ରିଫଳା ବହୁତ ଲାଭକାରୀ ହୋଇଥାଏ। ରାତିରେ ଶୋଇାବ ପୂର୍ବରୁ ତ୍ରିଫଳାକୁ ପାଣିରେ ଭିଜାଇ ସକାଳୁ ଏହି ପାଣିରେ ମୁଁ ଧୋଇ ଦିଅନ୍ତୁ।

-ଛୋଟ ଅଳେଇଚକୁ ପେଶୀ ଏକ ଚାମଚ କ୍ଷୀର ସହିତ ମିଶାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ। ଏହାଦ୍ବାରା ବହୁତ ଜଲଦି ଆଖିକୁ ଦେଖାଯାଇଥାଏ।

-ଅଖରୋଟର ତେଲ ମଧ୍ୟ ଆୟୁର୍ବେଦ ଅନୁସାରେ ଏକ ଭଲ ଉପାୟ ଅଟେ। ଆଖିର ରଶ୍ମି ବଢ଼ାଇବା ଏବଂ ଚଷମା ହଟାଇବାରେ ଏହା ସାହାଯ୍ୟ କରିଥାଏ। ଅଖରୋଟର ତେଲକୁ ଆଖିର ଆଖପାଖରେ ଲଗାଇବା ଦ୍ବାରା ବହୁତ ଫାଇଦା ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button