ଜ୍ୟୋତିଷ

କାଉ ଦେଇଥାଏ ଭାଗ୍ୟ ବଦଳିବାର ଏହି ୧୪ ସଂକେତ, ଯାହା ବିଲକୁଲ୍ ହୋଇଥାଏ ସତ

ଏହି ଦୁନିଆରେ କାଉ ଏକ ଏମିତି ପ୍ରାଣୀ ଯାହାକୁ ଭଲ ଏବଂ ଖରାପ ହେବାର ସୂଚନା ଘଟଣା ଘଟିବା ପୂର୍ବରୁ ହୋଇଯାଇଥାଏ। ପ୍ରାଚୀନ ସମୟରେ ଆମ ସମାଜରେ କାଉଙ୍କୁ ନେଇ ଶୁଭ-ଅଶୁଭ ଆଦି ବିଷୟରେ ଉଲ୍ଲେଖ କରାଯାଇଛି। ଜଣାଇବାକୁ ଚାହିଁବୁ ଶାସ୍ତ୍ରରେ କାଉଙ୍କୁ ଜଡିତ ଥିବା ଅନେକ ରୋଚକ ସୂଚନା ବିଷୟରେ କୁହାଯାଇଛି। ଏମିତିରେ ଆଜି ଆମେ ଆପଣଙ୍କୁ କାଉକୁ ନେଇ ଜଡିତ ଥିବା ୧୪ଟି ଶୁଭ ସୂଚନା ବିଷୟରେ କହିବାକୁ ଯାଉଛୁ। ଯାହା ଘଟିବା ପୂର୍ବରୁ ଆପଣ ବୁଝିଝିବେ ଯେ ଆପଣଙ୍କ ସହିତ କିଛି ଶୁଭ ଘଟଣା ଘଟିବାକୁ ଯାଉଛି।

Crows -କାଉକୁ ନେଇ ଏମିତି ମାନ୍ୟତା ରହିଛି ଯେ ଯଦି କାଉ ଭୂମି ଖୋଳୁଥିବାର ଦେଖାଯାଏ ତେବେ ବହୁତ ଧନ ଲାଭ ହୋଇଥାଏ।

-ଯଦି କାଉ ଥୁଣ୍ଟରେ ଫଳ, ମାଟି, ଗୋଲି, କିମ୍ବା ଫୁଲ ଆଣି ଆଣଙ୍କ ଘରକୁ ନେଇ ଆସେ ତେବେ ଅଚାନକ ଧନ ପ୍ରାପ୍ତି ହେବାର ସଂକେତ ହୋଇଥାଏ।

-ବୈଶାଖ ମାସରେ ଯଦି କାଉ ସବୁଜ ପତ୍ରରେ ଭରିରହିଥିବା ଗଛରେ ବସା ନିର୍ମାଣ କରେ ତେବେ ଏହା ବର୍ଷା ହେବାର ସଂକେତ ଦେଇଥାଏ।

croo-ଯଦି ସୂର‌୍ୟ୍ୟଦ୍ବୟ ସମୟରେ କାଉ ଆପଣଙ୍କ ଘର ସାମ୍ନାରେ ରାବିଥାଏ ତେବେ ଏହା ଆପଣଙ୍କ ପ୍ରତିଷ୍ଠା ଏବଂ ଧନ ବ୍ରୁଦ୍ଧି ହେବାର ସୂଚନା ଦେଇଥାଏ।

-ଯାତ୍ରା ସମୟରେ ଯଦି କାଉ ବାସନକୁ ମୁହଁରେ ବୁଡାଇ ପାଣି ପିଉଥିବାର ନଜର ଆସେ ତେବେ ଏହା ଧନ ଲାଭର ସଂକେତ ଦେଇଥାଏ।

-ପ୍ରାତଃ କାଳରେ ଯଦି କାଉ ଆପଣଙ୍କ ପାଦକୁ ସ୍ପର୍ଶ କରେ ତେବେ ଏହା ଆପଣଙ୍କ ଉନ୍ନତି ଏବଂ ଧନ ପ୍ରାପ୍ତିର ସଂକେତ ଦେଇଥାଏ।

-ଦ୍ବିପ୍ରହର ପୂର୍ବରୁ ଯଦି କାଉ ପୂର୍ବ କିମ୍ବା ଉତ୍ତର ଦିଗରେ ଗଛରେ ବସି ରାବୁ ଥିବାର ଶୁଣା ଯାଇଥାଏ ତେବେ ଏହାକୁ ସ୍ତ୍ରୀ ସୁଖ ପ୍ରାପ୍ତି ହେବାର ସଂକେତ କୁହାଯାଇଥାଏ।

crows-ସକାଳୁ ଉଠିବା ପରେ ଯଦି କାଉ ଆପଣଙ୍କ ଘରେ ଜୋର ଜୋର ଶବ୍ଦରେ ରାବ ଲଗାଇଥାଏ ତେବେ କୌଣସି ଅତିଥିଙ୍କ ଆଗମନ ହେବାର ସଂକେତ ଦେଇଥାଏ।

-ରାସ୍ତାରେ ଯିବା ସମୟରେ ଯଦି ଦୁଇଟି କାଉ ତୋରଣରେ ବସିଥିବାର ନଜର ଆସନ୍ତି ତେବେ ଏହା ମନ ଲାଖି ଫଳ ମିଳିବାର ସଂକେତ ଦେଇଥାଏ।

-ଯାତ୍ରାକୁ ଯିବା ସମୟରେ ଯଦି କାଉ ଡାହାଣ ପାର୍ଶ୍ବରେ ଉଡି ସେହି ଆଡକୁ ପୁଣି ଉଡି ଆସିଥାଏ ତେବେ ଆପଣଙ୍କ କାର‌୍ୟ୍ୟ ପୂର୍ଣ୍ଣ ହେବାର ସଂକେତ ଦେଇଥାଏ।

crow-ରାସ୍ତାରେ ଯିବା ସମୟରେ ଯଦି କାଉ ତୋରଣ ଉପରେ ବସିଥିବାର ନଜର ଆସନ୍ତି ତେବେ ଆପଣ ଚାହୁଁଥିବା ଫଳ ଆପଣଙ୍କୁ ମିଳିବାର ସଂକେତ ଦେଇଥାଏ।

-ଯଦି ସ୍ତ୍ରୀଙ୍କ ମୁଣ୍ଡରେ ପାଣି ଗରା ରହିଥାଏ ଏବଂ କାଉ ଆସି ସେଥିରେ ବସିଯାଏ ତେବେ ସେହି ସ୍ତ୍ରୀଙ୍କ ପାଇଁ ଶୁଭ ସଂକେତ ହୋଇଥାଏ।

-ଯଦି କାଉ ନିଜ ଥୁଣ୍ଟରେ କୌଣସି ବସ୍ତ୍ରର ସାମାନ୍ୟ ଅଂଶ ଧରି ଉଡିଯାଉଥିବାର ନଜର ଆସନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଦେଇଥାଏ।

-ରାସ୍ତାରେ ଯଦି କାଉ ନିଜ ମୁହଁରେ ରୁଟି କିମ୍ବା ମାଂସ ନେଇ ଯାଉଥିବାର ନଜର ଆସେ ତେବେ ଏହା ଆପଣଙ୍କ ଇଚ୍ଛା ପୂରା ହେବାର ସଂକେତ ଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button