ଜ୍ୟୋତିଷ

ଶାସ୍ତ୍ର ଅନୁଯାୟୀ ଏହି ସବୁ ଜିନିଷ ହଜିଲେ ହୋଇଥାଏ ଅଶୁଭ

ଜ୍ୟୋତିଷଶାସ୍ତ୍ରରେ ଗ୍ରହ ଏବଂ ଧାତୁର ଅନେକ ମହତ୍ବ ରହିଛି। କୁଣ୍ଡଳିରେ ଅଶୁଭ ଗ୍ରହର ଚାଳନାକୁ ନିଜ ପକ୍ଷକୁ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଧାତୁ ବ୍ୟବହାର କରାଯାଇଥାଏ। ଏହା ମଧ୍ୟରୁ ସୁନା ଏକ ପ୍ରକାର ଧାତୁ। ସୁନା ଏକ ପ୍ରକାର ମୂଲ୍ୟବାନ ଏବଂ ଶୁଭ ଧାତୁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୁନା ହଜିବା ଅଶୁଭ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସୁନାର କେଉଁ କେଉଁ ଜିନିଷ ହଜିଲେ ବ୍ୟକ୍ତି ଜୀବନରେ କି ପ୍ରକାର ପ୍ରଭାବ ପଡ଼ିଥାଏ।

jewelry gold-ସୁନାର କାନ ଫୁଲ ହଜିଲେ ଖରାପ ସୂଚନା ମିଳିପାରେ।

-ନାକର ହଜିଲେ ଆପଣଙ୍କୁ କୌଣସି କାରଣରୁ ଅପମାନ ପାଇବେ।

-ସୁନା ସିନ୍ତି ହଜିବା ଦ୍ବାରା ଚିନ୍ତା ଏବଂ କ୍ରୋଧ ବଢିଥାଏ।

– ସେହିପରି ବେକରୁ ସୁନା ଚେନ କିମ୍ବା ହାର ହଜିବା ପରେ ଜୀବନରେ ମାନ-ସମ୍ମାନ ଏବଂ ସୁଖ-ସୁବିଧା କମ ହେବାକୁ ଲାଗିଥାଏ।

-ସୁନା ଚୁଡି ହଜିବା ଦ୍ବାରା ଜୀବନରେ କାଙ୍ଗାଳ ହେବାର ସମସ୍ୟା ଦେଖାଯାଇଥାଏ।

-ମୁଦି ହଜିବା ଦ୍ବାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇଥାଏ।

-ଏହା ବ୍ୟତୀତ ଗୋଡର ପାଉଁଜି ହଜିଲେ ନିଜ ଲୋକ ପାଖରୁ ଦୂରେଇ ଯିବାର ଭୟ ମଧ୍ୟ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button