ଜ୍ୟୋତିଷ

ଶାସ୍ତ୍ରନୁଯାୟୀ ରବିବାର ଦିନ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ

ପୌରାଣିକ ଶାସ୍ତ୍ରରେ ଏପରି ଅନେକ ଜିନିଷ ବର୍ଣ୍ଣିତ ରହିଛି ଯାହା ଉପରେ ଧ୍ୟାନ ରଖିବା ମାତ୍ରେ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଥାଏ। ରବିବାରକୁ ସୂର‌୍ୟ୍ୟଙ୍କ ବାର ବୋଲି କୁହାଯାଇଥାଏ। ଏଣୁ ଆଜି ଆମେ ଆପଣଙ୍କୁ ରବିବାର ଦିନ କେଉଁ ଜିନିଷର ସେବନ ଆପଣଙ୍କ ପାଇଁ ହାନିକାରକ ତାହା ବିଷୟରେ କହିବାକୁ ଯାଉଛୁ।
କାରଣ ଯେଉଁ ବ୍ୟକ୍ତିଙ୍କ ରାଶି ବା ଜାତକରେ ଭଗବାନ ସୂର‌୍ୟ୍ୟଙ୍କ ପ୍ରକୋପ ରହିଥାଏ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଜିନିଷର ସେବନ ରବିବାର ଦିନ ନକରିବା ଉଚିତ୍।

indian-food-

-ମସୁର ଡ଼ାଲିରେ ଅଧିକ ପରିମାଣର ପ୍ରୋଟିନ ରହିଥାଏ। ଏହା ମାଂସରେ ମିଳିଥିବା ପ୍ରୋଟିନରୁ ମଧ୍ୟ ଅଧିକ ହୋଇଥାଏ। ଏଣୁ ଏହାକୁ ଭୁଲରେ ମଧ୍ୟ ଦେବା ଦେବୀଙ୍କ ଭୋଗ ବା ରବିବାର ଦିନ ସେବନ କରିବା ଉଚିତ୍ ନୁହଁ।

-ରବିବାର ଦିନ ନାଲି ଶାଗ ଖାଇବାକୁ ମନା କରାଯାଇଥାଏ। କାରର ବୈଷ୍ଣବ ଧର୍ମରେ ଏହାକୁ ମ୍ରୁତ୍ୟୁର ପ୍ରତୀକ ବୋଲି କୁହାଯାଇଥାଏ।

food 2

-ରସୁଣ ରକ୍ତଚାପ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। କିନ୍ତୁ ରବିବାର ଦିନ ଏହାର ସେବନକୁ ବାରଣ କରାଯାଇଥାଏ। କାରଣ ଶାସ୍ତ୍ରନୁଯାୟୀ ଏହି ଦିନ ରସୁଣ ମରିଥିବା ବ୍ୟକ୍ତିଙ୍କ ଝାଳ ସଦ୍ରୁଶ ରହିଥାଏ। ଏଣୁ ଏହାର ସେବନ ଘରେ ନକାରତ୍ମକ ଉର୍ଜା ଜାତ କରିଥାଏ।

-ରବିବାର ଦିନ ପ୍ରାୟତଃ ସମସ୍ତ ବ୍ୟକ୍ତି ମାଛ ଏବଂ ମାଂସ ଖାଇବାକୁ ପସନ୍ଦ କରିଥିବା ବେଳେ ଶାସ୍ତ୍ରରେ ଏହାକୁ ମନା କରାଯାଇଥାଏ।

-ରବିବାରକୁ ସୂର‌୍ୟ୍ୟଙ୍କ ବାର କୁହାଯାଉଥିବା ବେଳେ ଏହି ଦିନ ପିଆଜ ରସୁଣର ସେବନକୁ ମଧ୍ୟ ମନା କରାଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button