ସ୍ୱାସ୍ଥ୍ୟ

ଭାଙ୍ଗ ନିଶା ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ !

ହୋଲିର ପର୍ବ ମସ୍ତିର ପର୍ବ ଅଟେ। ରଙ୍ଗ, ଥଣ୍ଡା ପାଣି, ଡ୍ୟାନ୍ସ ଏହି ସବୁ ହୋଲିର ପର୍ବରେ ନିଶ୍ଚୟ ହୋଇଥାଏ। ଏହି ଦିନରେ କ୍ଷୀରରେ ଭାଙ୍ଗ ମିଶାଇ ନ ପିଇଲେ ହୋଲିର ମଜା କିଛି ଆସି ନଥାଏ। କିନ୍ତୁ ଭାବି ନିଅନ୍ତୁ ଯେ ଯଦି ଭାଙ୍ଗର ନିଶା ପରଦିନ ପର୍ଯ୍ୟନ୍ତ ଛାଡି ନଥାଏ ତେବେ ଆପଣଙ୍କୁ ମୁଣ୍ଡ ବ୍ୟଥାର ସମସ୍ୟା ନିଶ୍ଚିତ ହୋଇଥାଏ।

womanକେତେକ ଲୋକଙ୍କୁ ଭାଙ୍ଗ ସୁଟ କରି ନଥାଏ। ଏହାଦ୍ବାରା ମୁଣ୍ଡ ବ୍ୟଥାର ସମସ୍ୟା ହୋଇଥାଏ। ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା, ନିଜକୁ ହାଇଡ୍ରେଟ ନ ରଖିବା, ଭଜା ଜିନିଷ ଖାଇବା ଆଦି ଭାଙ୍ଗର ହ୍ୟାଙ୍ଗଓଭରକୁ ଦୁଇ ଗୁଣା କରିପାରେ।

ଫ୍ରାଇଡ୍ ଫୁଡ୍, ଖଟ୍ଟା କମଳା ଜୁସ, ବର୍ଗର ଆଦି ଭାଙ୍ଗ ସହିତ ଆଲକହଲର ସେବନରେ ଏହି ସବୁ ଜିନିଷ ଆପଣଙ୍କ ପେଟ ଯନ୍ତ୍ରଣା ସହିତ ମୁଣ୍ଡ ବ୍ୟଥାର ସମସ୍ୟା ମଧ୍ୟ ହୋଇପାରେ।

coffee-2ଭାଙ୍ଗର ନିଶାକୁ ଛଡାଇବା ପାଇଁ ଆପଣ ଭାବନ୍ତୁ ନାହିଁ ଯେ କଫି ଏକ ବହୁତ ଭଲ ଉପାୟ ଯାହାର ସେବନ ଦ୍ବାରା ଭାଙ୍ଗ ନିଶା ଛାଡିଯାଇପାରେ କିନ୍ତୁ ଏହା ଆପଣଙ୍କ ଶରୀର ଉପରେ ଓଲଟା ପ୍ରଭାବ ପକାଇଥାଏ। ମୁଣ୍ଡ ବ୍ୟଥା ଠିକ କରିବା ବଦଳରେ ଏହା ଆପଣଙ୍କୁ ଅଜବ ପ୍ରକାର ଅନୁଭବ କରାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button