ସ୍ୱାସ୍ଥ୍ୟ

ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ବିଷାକ୍ତ ହୋଇଯିବ ଖାଦ୍ୟ

ଅଣ୍ଡା ଶରୀର ପାଇଁ ଶକ୍ତିଶାଳୀ ଏବଂ ଲାଭଦାୟକ ହୋଇଥାଏ । ଏହା ଆମ ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ମଧ୍ୟ ଦେଇଥାଏ । ଅଣ୍ଡାରେ ସବୁଠାରୁ ଅଧିକ ପ୍ରୋଟିନ୍ ରହିଥାଏ । ଡ଼ାକ୍ତରମାନେ ମଧ୍ୟ ପ୍ରତିଦିନ ଖାଦ୍ୟରେ ଅଣ୍ଡା ସାମିଲ୍ କରିବାକୁ କହିଥାନ୍ତି । ସେମିତି ଆପଣ ଯେ କୌଣସି ଦିନ ଯେ କୌଣସି ସମୟରେ ଅଣ୍ଡା ଖାଇପାରବେ । କିନ୍ତୁ ଏଭଳି କିଛି ଖାଦ୍ୟ ଅଛି ଯାହା ଖାଇବା ପରେ ଅଣ୍ଡା ଖାଇବା ଉଚିତ୍ ନୁହେଁ । ଜାଣନ୍ତୁ ଅଣ୍ଡା ଖାଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

୧.ଅଣ୍ଡା ଖାଇବା ପରେ ମାଛ ଖାଆନ୍ତୁ ନାହିଁ ।ଏହାଦ୍ବାରା ଶରୀର କୁଣ୍ଡେଇ ହେବା ସହ ପାର୍ଶ୍ବପ୍ରତିକ୍ରିୟା ହୋଇଥାଏ ।

୨.ଅଣ୍ଡାରେ କେବେ ବି ଲେମ୍ବୁ ମିଶାଇ କରି ଖାଆନ୍ତୁ ନାହିଁ, ଏହାଦ୍ବାରା ଶରୀରରେ ଏଲର୍ଜି ହୋଇଥାଏ।

ଯଦି ଆପଣ ଏଭଳି ଭୁଲ କରୁଛନ୍ତି ତାହେଲେ ଏହାକୁ ଜଲଦି ସୁଧାରି ନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button