ସ୍ୱାସ୍ଥ୍ୟ

ମଧୁମେହକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କି ? ଆଜି ହିଁ ଡାଏଟରେ ସାମିଲ କରନ୍ତୁ କଳାଜିରା

କଳାଜିରା କେବଳ ଏକ ମସଲା ନୁହେଁ, ଏହାକୁ ବ୍ୟବହାର କରି ଆପଣ ଅନେକ ଗମ୍ଭୀର ସମସ୍ୟା ଠାରୁ ରକ୍ଷା ପାଇପାରିବେ। ଏହାକୁ ସବୁ ରୋଗର ଓୌଷଧ ବୋଲି କୁହାଯାଏ। କଳାଜିରାରେ କାର୍ବୋହାଇଡ୍ରେଟ, ପ୍ରୋଟିନ ଭଳି ୧୦୦ରୁ ଅଧିକ ପୋଷକ ତତ୍ତ୍ବ ରହିଥାଏ। ଆସନ୍ତୁ ଜାଣିବା କେମିତି ଏହା ସାହାଯ୍ୟରେ ମଧୁବେହ ଭଳି ଗମ୍ଭୀର ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ।

nigellaଆମେରିକାର ଏକ ରିସର୍ଚ୍ଚରେ ଏଚଆଇଭି ରୋଗୀଙ୍କୁ କଳାଜିରା, ମହୁ ଏବଂ ରଷୁଣରେ ପ୍ରସ୍ତୁତ କ୍ୟାପସୁଲ ଦିଆଗଲା। କିଛି ଦିନ ମଧ୍ୟରେ ଶରୀରର ପ୍ରତିରକ୍ଷା କରୁଥିବା ଟୀ୪ ଏବଂ ୮ ଲିଫେଣ୍ଟିକ କୋଶିକାରେ ପରିବର୍ତ୍ତନ ଦେଖିବାକୁ ମିଳିଲା।

କଳାଜିରା କ୍ୟାନ୍ସର ଭଳି ଭୟଙ୍କର ରୋଗ ସହିତ ଲଢ଼ିବାର ମଧ୍ୟ କ୍ଷମତା ଥାଏ। ଗୋଟିଲ ଚାମଚ କଳାଜିରାର ତେଲକୁ ଏକ ଗ୍ଲାସ ଅଙ୍ଗୁର ରସ ସହିତ ମିଶାଇ ସେବନ କରିବା ଦ୍ବାରା କ୍ୟାନ୍ସରର କୋଶିକା ନଷ୍ଟ ହେବାକୁ ଲାଗିଥାଏ।

diabetesଯଦି ଆପଣଙ୍କୁ ମଧୁମେହ ରୋଗ ହୋଇଥାଏ ତେବେ କଳାଜିରାର ମଞ୍ଜୀ, ରାଇ ଏବଂ ଡାଳିମ୍ବର ଚୋପାକୁ ମିଶାଇ ପାଉଡର ପ୍ରସ୍ତୁତ କରିବା ଆବଶ୍ୟକ। ଏହି ପାଉଡରକୁ ପ୍ରତିଦିନ ଖାଲି ପେଟରେ ସେବନ କରିବା ଦ୍ବାରା ଆରାମ ମିଳିଥାଏ।

ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ଥାଏ ତେବେ କଳାଜିରାର ମଞ୍ଜୀକୁ ପେଶୀ ମହୁ ସହିତ ସେବନ କରନ୍ତୁ। ଏହିଭଳି କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button