କେମିତି ଜନ୍ମ ହୋଇଥାନ୍ତି କିନ୍ନର ? ଏମିତି ରହସ୍ୟ ଯାହା ଆପଣଙ୍କୁ କରିବ ଆଶ୍ଚର୍ଯ୍ୟ

ଆପଣ ନିଜ ଆଖପାଖରେ କିମ୍ବା ଯାତ୍ରା କରିବା ସମୟରେ କିନ୍ନରମାନଙ୍କୁ ଦେଖିଥିବେ। ବସ ଏବଂ ଟ୍ରେନରେ କିନ୍ନରମାନଙ୍କୁ ନିଶ୍ଚୟ ଦେଖିଥିବେ। ଏମାନଙ୍କୁ ସାଧାରଣତଃ ରାସ୍ତାରେ ଟଙ୍କା ସଂଗ୍ରହ କରୁଥିବାର ବା ନାଚ ଗୀତ କରୁଥିବାର ଦେଖିଥିବେ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏହି କିନ୍ନର ମାନେ କେମିତି ଜନ୍ମ ହୋଇଥାନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ କିନ୍ନର ମାନଙ୍କ ଠାରେ ଉଭୟ ପୁରୁଷ ଏବଂ ସ୍ତ୍ରୀର ଗୁଣ ଦେଖିବାକୁ ମିଳିଥାଏ। ଏହି କାରଣରୁ ଭାରତୀୟ ସମାଜ ଆଜି ମଧ୍ୟ ସେମାନଙ୍କୁ ସମାଜରେ ସ୍ଥାନ ଦେବାକୁ ରାଜି ହୁଅନ୍ତି ନାହିଁ।
ଆଜି ଆମେ ଜଣାଇବୁ କେମିତି ଜନ୍ମ ହୋଇଥାନ୍ତି କିନ୍ନର ।
କିନ୍ନର ହେବାର ବାସ୍ତବିକ କାରଣ ଏହା ହୋଇଥାଏ। ମେଡିକାଲ ସାଇନ୍ସ ଅନୁସାରେ ମହିଳା ଯେତେବେଳେ ଗର୍ଭବତୀ ହୋଇଥାନ୍ତି ତେବେ ୩ ମାସ ପରେ ଶିଶୁର ବିକାଶ ହୋଇଥାଏ। ଏହି ସମୟରେ ଯଦି ମା’ଙ୍କୁ କିଛି ରୋଗ ବା ସମସ୍ୟା ହୋଇଯାଏ,ତେବେ ଗର୍ଭରେ ହରମୋନର ସମସ୍ୟା କାରଣରୁ ଶିଶୁ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷର ଆରଗନ ସ୍ରୁଷ୍ଟି ହୋଇଯାଇଥାଏ।
ଔଷଧ ନେବା ମଧ୍ୟ ହୋଇପାରେ କ୍ଷତିକାରକ
ଗର୍ଭାବସ୍ଥା ସମୟରେ କୌଣସି ଔଷଧ ଖାଇବେ ଏବଂ ତାହା ଖରାପ ହୋଇଯାଏ ତେବେ ସେହି କାରଣରୁ ମଧ୍ୟ ଶିଶୁ କିନ୍ନର ହୋଇପାରେ। ଗର୍ଭାବସ୍ଥା ସମୟରେ ଯଦି ମା’ଙ୍କୁ ପ୍ରବଳ ଜ୍ବର ହୋଇଥାଏ କିମ୍ବା ଏହିକାରଣରୁ ସ୍ବାସ୍ଥ୍ୟ ଖରାପ ହୋଇଗଲେ ଏହାର ପ୍ରଭାବ ମଧ୍ୟ ଶିଶୁର ଲିଙ୍ଗ ଉପରେ ପଡିଥାଏ।
ଆପଣ ଚାହିଁନଥିବା ଦୁର୍ଘଟଣା ମଧ୍ୟ ହୋଇପାରେ ଏହାର କାରଣ
ଗର୍ଭାବସ୍ଥାରେ ଯଦି ମା କୌଣସି ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଯାନ୍ତି ତେବେ ଏହି କାରଣରୁ ମଧ୍ୟ ଶିଶୁ କିନ୍ନର ହେବାର ବହୁତ ସମ୍ଭାବନା ହୋଇଥାଏ।
ଗର୍ଭପାତ ଔଷଧ ନେବା ମଧ୍ୟ ଏକ କାରଣ ଅଟେ
ଯଦି ଗର୍ଭପାତ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ କୌଣସି ହେଭି ମେଡିସିନ ନେଇଥାନ୍ତି, ତେବେ ଭବିଷ୍ୟତରେ ତାଙ୍କ ଗର୍ଭରେ ଥିବା ଶିଶୁ କିନ୍ନର ଭାବରେ ଜନ୍ମ ହୋଇପାରେ।
ତେବେ ଏହା ହେଉଛି କିନ୍ନର ଜନ୍ମ ହେବା ପଛରେ ଲୁଚିଥିବା କାହାଣୀ, ଯାହାକୁ ଆମ ସମାଜ ଅଣଦେଖା କରି ଆସିଛି। ବର୍ତ୍ତମାନ ଭାରତୀୟ ସମାଜରେ କିନ୍ନରମାନଙ୍କର ପରିସ୍ଥିତି ସୁଧୁରିବାରେ ଲାଗିଛି। ଲୋକଙ୍କ ମନରେ ସେମାନଙ୍କ ପାଇଁ ଥିବା ଭିନ୍ନ ଭାବନା କିମ୍ବା ଭିନ୍ନ ଚିନ୍ତାଧାରା ବଦଳିବାରେ ଲାଗିଛି।




