ସ୍ୱାସ୍ଥ୍ୟ

ଜାଣିଛନ୍ତି କି, ଭଜା ରସୁଣ ଖାଇବାର ଚମତ୍କାରୀ ଫାଇଦା

ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ ଭଲ ତାହା ଆମେ ସବୁ ଜାଣିଛୁ। କିନ୍ତୁ ଆପଣ ଜାରିଛନ୍ତି କି, ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଇବା ଦ୍ବାରା ମିଳିଥାଏ ଅନେକ ସ୍ବାସ୍ଥ୍ୟଗତ ଫାଇଦା। ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ସହ ଶରୀରରେ କୋଲେଷ୍ଟ୍ରରର ସ୍ତରକୁ ବଢାଇଥାଏ । ଆସନ୍ତୁ ଜାଣିବା ଭଜା ରସୁଣର ଚମତ୍କାରୀ ଗୁଣ।

-ଭଜା ରସୁଣ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିସହ କ୍ୟାନ୍ସର ଆଦି ରୋଗ ସହିତ ଲଢିବାରେ ମଧ୍ୟ ସାହାଯ୍ୟ କରିଥାଏ।

fried-Garlic

– ଏହା ହାଡକୁ ମଜଭୁତ କରିବା ସହ ରାତିରେ ଶୋଇବା ପୂର୍ବରୁ ଏହାର ସେବନ ବହୁତ ଲାଭକାରୀ ହୋଇଥାଏ। ଏହା ଶରୀରରେ ଥିବା ବିଷାକ୍ତ ଜିନିଷ ପରିସ୍ରା ଜରିଆରେ ବାହାର କରି ଥାଏ ।

-ଖାଲି ତାହା ନୁହଁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଭଜା ରସୁଣ ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button