ସ୍ୱାସ୍ଥ୍ୟ

ବନ୍ଦ ନାକରୁ ଆରାମ ପାଇବା ପାଇଁ ଶରୀରରେ ଏହି ଅଙ୍ଗରେ ଲଗାନ୍ତୁ ଭିକ୍ସ

ଜ୍ବର, କାଶ ଏବଂ ଥଣ୍ଡା ଭଳି ସମସ୍ୟା ହେବା କାରଣରୁ ସବୁବେଳେ ଲୋକମାନେ ଘରେ ରଖିଥିବା ଭିକ୍ସର ବ୍ୟବହାର କରିଥାନ୍ତି। ଯାହା ଦ୍ବାରା ବନ୍ଦ ହୋଇଥିବା ନାକ ଖୋଲିଯାଏ ଏବଂ ନିଶ୍ବାସ ନେବା ବେଳେ ମଧ୍ୟ କୌଣସି ସମସ୍ୟା ହୋଇନଥାଏ।

ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ବନ୍ଦ ନାକରୁ ଆରାମ ପାଇବା ପାଇଁ ଏବଂ ରାତିରେ ଶୋଇବା ପାଇଁ ଛାତିରେ ଭିକ୍ସ ଲଗାଇଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଭିକ୍ସ ଛାତିରେ ଲଗାଇବା ଦ୍ବାରା ଏତେ ଭଲ ଫାଇଦା ମିଳିନଥାଏ ଯେତେ ପାଦ ତଳେ ଲଗାଇବା ଦ୍ବାରା ଆରାମ ମିଳିଥାଏ।

 

ବନ୍ଦ ନାକ ଏବଂ ଥଣ୍ଡାରେ ଭିକ୍ସର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ତାହାକୁ ଛାତିରେ ଲଗାଇବା ବଦଳରେ ପାଦ ତଳେ ଲଗାଇବେ ତେବେ ଥଣ୍ଡାରୁ ଜଲଦୀ ମୁକ୍ତି ମିଳିବ।

vicks

ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ପାଦ ତଳେ ଏହାକୁ ଲଗାନ୍ତୁ ଦେଖିବେ ସକାଳୁ ଉଠି ଆପଣଙ୍କୁ ଆରାମ ମିଳିବ। ଏହାର ଉତ୍ତାପ କାରଣରୁ ଥଣ୍ଡା ଏବଂ ଜ୍ବର ଭଲ ହୋଇଯାଇଥାଏ । ଏହି ପ୍ରକ୍ରୀୟା ଛୋଟ ପିଲାଙ୍କ ଉପରେ ମଧ୍ୟ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button