ମନୋରଞ୍ଜନ

ଘନ ଏବଂ ଆକର୍ଷଣୀୟ ଦାଢ଼ି ଚାହୁଁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ‘ବେୟର୍ଡ ଲୁକ’ ବହୁତ ଟ୍ରେଣ୍ଡରେ ରହିଛି। ଫିଲ୍ମ ଷ୍ଟାର ହୁଅନ୍ତୁ କିମ୍ବା ସାଧାରଣ ମଣିଷ ସମସ୍ତଙ୍କ ପାଖରେ ଏହାର କ୍ରେଜ୍ ବହୁତ ବଢ଼ି ଗଲାଣି। ତେବେ ବହୁତ ଏମିତି ଲୋକ ଏହି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ଯେଉଁ ମାନଙ୍କର ଘନ ଦାଢ଼ି ହେଉନାହିଁ। ଏହି କାରଣରୁ ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ କାରିଗରୀ ପ୍ରମାଣିତ ହେବ। କେବଳ କିଛି ସାଧାରଣ ଉପଚାରରୁ ଆପଣ ନିଜର ଷ୍ଡାଇଲ ଷ୍ଟେଟମେଣ୍ଟ ପରିବର୍ତ୍ତନ କରିପାରିବେ।

best-beardଘରୋଇ ଉପକରଣରୁ ପ୍ରସ୍ତୁତ ହୋଇଥିବା ଏକ ପେଷ୍ଟ ଆପଣଙ୍କ ଭାଗ୍ୟ ବଦଳାଇ ପାରିବ। ଏହି ପ୍ରକ୍ରୀୟାର କିଛି ଦିନ ମଧ୍ୟରେ ଚେହେରାରେ ଘନ ଏବଂ ଆକର୍ଷଣୀୟ ଦାଢ଼ି ପାଇପାରିବେ। ସୁନ୍ଦର ଏବଂ ଆକର୍ଷଣୀୟ ଦାଢ଼ି ପାଇବା ପାଇଁ ଜାଣନ୍ତୁ ଏହି ଟିପ୍ସ।

ଏହାପାଇଁ ସର୍ବପ୍ରଥମେ ଲେମ୍ବୁ ଏବଂ ଡାଲଚିନି ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଆପଣ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠି ଆପଣଙ୍କ କେଶ ଗ୍ରୋଥ କମ୍ ରହିଛି।

Lemon And Cinnamonଏହି ପେଷ୍ଟକୁ ୨୦ ମିନିଟ ପାଇଁ ଚେହେରାରେ ଲଗାଇ ଛାଡି ଦିଅନ୍ତୁ ଏବଂ ଯେତେବେଳେ ଏହା ସୁଖିଯିବ ତେବେ ଥଣ୍ଡା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହାପରେ କିଛି ସମୟ ପରେ ନଡିଆ ତେଲ ଦ୍ବାରା ଚେହେରାକୁ ଭଲଭାବେ ମସାଜ କରନ୍ତୁ।

ଲେମ୍ବୁର ବ୍ୟବହାର କେଶର ଗ୍ରୋଥ ପାଇଁ ବ୍ୟବହାର କରାଯାଇଥାଏ। ଏଥିପାଇଁ ଯେତେବେଳେ ଡାଲଚିନି ଏବଂ ଲେମ୍ବୁର ପେଷ୍ଟ ଲଗାଇବେ ତେବେ ଅଟକିଥିବା ସେଲ୍ସ ଖୋଲି ଯାଇଥାଏ ଏବଂ ଚେହେରାର କୋଶିକା ଗୁଡିକରେ ରକ୍ତ ସଞ୍ଚାର ମଧ୍ୟ ବଢ଼ିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button