ଜ୍ୟୋତିଷ

ଦୀପ ଜଳାଇବା ପରେ ନିଶ୍ଚିତ ଜପ କରନ୍ତୁ ଏହି ମନ୍ତ୍ର, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ଦୀପ ଜଳାଇବା ବହୁତ ଶୁଭ ବୋଲି ଧରାଯାଏ। ଏହା ମଧ୍ୟ କୁହାଯାଏ ଯେ ଯେଉଁ ବ୍ୟକ୍ତି ନିଜ ଘରେ ସବୁଦିନ ପୂଜା କରିବା ସମୟରେ କିମ୍ବା ସବୁଦିନ ଦୀପ ଜଳାଇଥାନ୍ତି ତାଙ୍କ ଘରେ କେବେବି ଅସୁବିଧା ସମସ୍ୟା ଆସି ନଥାଏ। ଘର ସବୁବେଳେ ସୁଖ, ଶାନ୍ତିରେ ଭରି ରହିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର ବିଷୟରେ ଜଣାଇବୁ ଯାହାକୁ ଜପ କରି ଆପଣ ସବୁ କିଛି ହାସଲ କରିପାରିବେ।

ସେହି ମନ୍ତ୍ର ହେଉଛି :

‘‘ଶୁଭମ୍ କରୋତି କଲ୍ୟାଣଂ, ଆରୋଗ୍ୟଂ ଧନ ସମ୍ପଦାମ୍ ।
ଶତ୍ରୁବୁଦ୍ଧି ବିନାଶାୟ, ଦୀପଂ ଜ୍ୟୋତି ନମସ୍ତୁତେ’’

DIYA

ହିନ୍ଦୁ ଧର୍ମରେ ଏମିତି କୁହାଯାଇଛି ଯେ ଦୀପକୁ ପ୍ରଣାମ କରି ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ମନୁଷ୍ୟର ସବୁ ସମସ୍ୟା ଦୂର ହୋଇଯାଇଥାଏ ଏବଂ ସବୁକିଛି ସଫଳ ହୁଏ।

ଯଦି ଆପଣ ଏହି ମନ୍ତ୍ରର ଜପ କରିବେ ତେବେ ଲାଭ ହେବା ସୁନିଶ୍ଚିତ ଅଟେ। ଆପଣ ଏହି ମନ୍ତ୍ରକୁ ଦୀପ ଜଳାଇବା ସମୟରେ ଏବଂ ଜଳାଇବା ପରେ ପଢ଼ିବା ଉଚିତ।

ଯଦି ଏହିପରି ଭାବେ ପୂଜା କରନ୍ତି ତେବେ ଆପଣ କିଛି ଦିନ ମଧ୍ୟରେ ଧନୀ ହୋଇଯିବେ। ଏହା ସହିତ ଆପଣଙ୍କ ସମସ୍ତ ରୋଗ ଏବଂ ଶତ୍ରୁର ନାଶ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button