ଜ୍ୟୋତିଷ

ନଭେମ୍ବର ମାସରେ ବନୁଛି ବଡ ରାଜଯୋଗ, ଏହି ସବୁ ରାଶି ଉପରେ ରହିବ ସନ୍ତୋଷୀ ମାଙ୍କର ବିଶେଷ କୃପା

ଆଜିକା ସମୟରେ ସମସ୍ତେ କିଛି ନା କିଛି କାମ କରୁଛନ୍ତି, ଯାହାଦ୍ୱାରା ସେମାନେ ବେଶୀ ଟଙ୍କା ଅର୍ଜିତ କରି ଭଲ ଭାବରେ ଜୀବନ ଜାପନ କରି ପାରିବେ । କିନ୍ତୁ ଏମିତି ବି ବହୁତ ଲୋକ ଅଛନ୍ତି ବହୁତ ପରିଶ୍ରମ କରିବା ସତ୍ବେ ମଧ୍ୟ ଧନ ଅର୍ଜିତ କରିପାରନ୍ତି ନାହିଁ । କିନ୍ତୁ ଏଥିରେ ତାଙ୍କର କିଛି ଭୁଲ ନଥାଏ ତାଙ୍କ ଭାଗ୍ୟର ଦୋଷ ଥାଏ ଏହି ମାସ ରେ ମା ସନ୍ତୋଷୀଙ୍କ କୃପା ଦ୍ଵାରା କିଛି ରାଶି ର ଭାଗ୍ୟ ବଦଳିଯିବ । ଆସନ୍ତୁ ସେହି ରାଶି ବିଷୟ ଗୁଡିକରେ ଜାଣିବା।

ବୃଷ ରାଶି

 

ନଭେମ୍ବର ମାସ ଟି ବୃଷ ରାଶି ର ଲୋକମାନଙ୍କ ପାଇଁ ବୋହୁତ ଭଲ ରହିବ । ଏହି ରାଶି ର ଲୋକମାନେ ଯାହା ବି ଯୋଜନା କରିବେ ସେମାନେ ସେଥିରେ ସଫଳତା ପାଇବେ । ସନ୍ତୋଷି ମାତାଙ୍କ କୃପା ହେବା ଦ୍ଵାରା ଏହି ରାଶୀ ର ଲୋକମାନଙ୍କ ଉପରେ ଏତେ ଧନ ର ବର୍ଷା ହବ ଯେ ସେମାନେ କେବେ ସ୍ଵପ୍ନ ରେ ବି ଭାବିନଥିବେ । ତାଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ।

ମିଥୁନ ରାଶି

 

ନଭେମ୍ବର ମାସ ରେ ମିଥୁନ ରାଶି ର ଲୋକମାନଙ୍କ ପାଇଁ ବହୁତ ଲାଭଦାୟକ ରହିବ । ଏହି ରାଶି ର ଯେଉଁ ଲୋକମାନେ ବହୁତ ସମୟ ଧରି ଚାକିରି ଖୋଜୁଛନ୍ତି ସେମାନଙ୍କୁ ଆଉ ଖୋଜିବାକୁ ପଡିବ ନାହିଁ । ମିଥୁନ ରାଶି ର ଯିଏ ବି ବ୍ୟବସାୟ କରୁଛନ୍ତି ସେମାନଙ୍କୁ ନିଜ ବ୍ୟବସାୟ ରେ ପ୍ରଚୁର ଧନ ଲାଭ ହେବ ।

କନ୍ୟା ରାଶି

 

ନଭେମ୍ବର ମାସ ରେ କନ୍ୟା ରାଶି ର ଲୋକମାନଙ୍କ ପାଇଁ ବହୁତ ଲାଭଦାୟକ ରହିବା । ଏହି ରାଶି ର ଚାକିରି କରୁଥିବା ଲୋକମାନଙ୍କୁ ନିଜ ଆୟ ର ବୃଦ୍ଧି ହେବ । କେଉଁଠାରୁ ଏକ ଭଲ ଖବର ଆସିପାରେ । ଯେଉଁଠାରେ ବି ଅଟକିଥିବ ଧନ ଏହି ମାସରେ ମିଳିଯିବ । କନ୍ୟା ରାଶି ର ଲୋକମାନେ ଯଦି ଏହି ମାସରେ କିଛି ନୂଆ କାମ ଆରମ୍ଭ କରନ୍ତି ତେବେ ତାଙ୍କୁ ସେହି କାମ ରେ ଧନ ଲାଭ ହବ ।

ତୁଳା ରାଶି

 

ତୁଳା ରାଶି ର ଲୋକମାନେ ଯଦି କାହାକୁ ପଇସା ଧାର ଦେଇଛନ୍ତି ତେବେ ତାଙ୍କୁ ସେହି ପଇସା ଜଲ୍ଦି ମିଳିଯିବ । ଏହି ମାସରେ ତୁଳା ରାଶି ର ଲୋକମାନେ ଯଦି କେଁଉଠି ପଇସା ନିବେଶ କରନ୍ତି ତେବେ ତାହା ଭବିଷତ୍ୟ ରେ ଲାଭବାନ କରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button