ରାଜ୍ୟ

90 ପ୍ରତିଶତ ଲୋକ ଜାଣି ନଥିବେ ଏହି କଥା, ଗୋଡରେ କଳା ସୂତା ବାନ୍ଧିଲେ ହୋଇଥାଏ ଏହି ଜବରଦସ୍ତ ଫାଇଦା… ଜାଣନ୍ତୁ

ପ୍ରାୟତଃ ଆପଣ ବହୁତ ଲୋକଙ୍କୁ ନିଜ ଗୋଡରେ କଳା ସୂତା ବାନ୍ଧିଥିବାର ଦେଖି ଥିବେ, କିନ୍ତୁ କଣ ଆପଣ ଜାଣିଛନ୍ତି କି କାହିଁକି ସେମାନେ କଳା ସୂତା ବାନ୍ଧିଥାନ୍ତି ? ଏମିତି ଦେଖିବାକୁ ଗଲେ କିଛି ଲୋକ ଏହାକୁ ଷ୍ଟାଇଲ ରେ ମଧ୍ୟ ବାନ୍ଧି ଥାଆନ୍ତି । କିନ୍ତୁ ଯେଉଁ ଲୋକ ଧାର୍ମିକ ପ୍ରକୃତିର ସେମାନଙ୍କ ଗୋଡରେ କଳା ସୂତା ବାନ୍ଧିବାର ବହୁତ ମହତ୍ଵ ଅଛି । ଏମିତିରେ ଯଦି ଆପଣ ଜାଣି ନାହାନ୍ତି ଲୋକେ କଳା ସୂତା କାହିଁକି ବାନ୍ଧନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କି କାହିଁକି ଲୋକମାନେ ଗୋଡରେ କଳା ସୂତା ବାନ୍ଧନ୍ତି ।

କଳା ସୂତା ବାନ୍ଧିବାର ଲାଭ

 

ଆପଣ ବହୁତ ଲୋକଙ୍କର ପେଟ ଦରଜ ହେଉଥିବାର ଅଭିଯୋଗ ଶୁଣି ଥିବେ, ଏହାର କାରଣ ହେଲା ସେମାନଙ୍କ ନାଭି ରେ କିଛି ସମସ୍ଯା ହୁଏ ଏବଂ ସେଥିପାଇଁ ପେଟରେ ଅସହନୀୟ କଷ୍ଟ ଆରମ୍ଭ ହୋଇ ଯାଏ । ଏମିତି ଲୋକଙ୍କୁ  ନିଜ ଗୋଡର ଦୁଇ ବୁଢା ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଆବଶ୍ୟକ, ଏହା ଦ୍ଵାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ଯଦି ଆପଣ ଦିନ ସାରା ମେଶିନ ଭଳି କାମ କରୁ ଛନ୍ତି ତେବେ ଆପଣଙ୍କ ପଦରେ କଷ୍ଟ ହେବା ତ ସ୍ଵାଭାବିକ, କାହିଁକି ନା କିଛି ସମୟ ପରେ ଶରୀର ମଧ୍ୟ ରେଷ୍ଟ ଚାହେଁ । ସେଥି ପାଇଁ ଯଦି ଅଧିକା କାମ କରିଲେ ଆପଣଙ୍କ ପାଦ ଦରଜ ହେଉଛି ତେବେ ଗୋଡରେ ଏକ କଳା ଧାଗା ବା ସୂତା ବାନ୍ଧି ଦିଅ । ଗୋଡର ଦରଜ ସଙ୍ଗେ ସଙ୍ଗେ ପଳାଇବ ।

ଗୋଡରେ କଳା ଧାଗା ବାନ୍ଧିଲେ

ଗୋଡରେ ଖଣ୍ଡିଆ ହେଲେ ବେଳେ ବେଳେ ଏହା ଶୀଘ୍ର ସୁଖୀ ନଥାଏ । ସେଥିପାଇଁ ଆପଣ ଯେତେ ବି ମେଡିସିନ ଖାଇଥିଲେ ମଧ୍ୟ ସେହି ଜିଦ୍ଦି ଖଣ୍ଡିଆ ଶୁଖିବାର ନାଁ ନିଏ ନାହିଁ । ତେବେ ସେହି ଘା କୁ ଶୀଘ୍ର ସୁଖାଇବା ପାଇଁ ନିଜ ଗୋଡରେ ଗୋଟେ କଳା ସୂତା ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘା ଶୀଘ୍ର ଶୁଖିଯିବ ।

 

ଶାସ୍ତ୍ର ଅନୁସାରେ ଯଦି ମଙ୍ଗଳବାର ଦିନ ଆପଣ ନିଜର ଡାହାଣ ପାଦରେ କଳା ସୂତା ବାନ୍ଧନ୍ତି  ତେବେ ଆପଣଙ୍କ ଘରେ ଧନ ର ବର୍ଷା ହେବ । ତେଣୁ ଯଦି ଆପଣ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉ ଛନ୍ତି ତେବେ ନିଜ ପଦରେ ଗୋଟେ କଳା ସୂତା ନିଶ୍ଚୟ ବାନ୍ଧନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button