ଜ୍ୟୋତିଷ
ଆସୁଛି ମା ଲକ୍ଷ୍ମୀ ଙ୍କ ଦିନ ପବିତ୍ର ରଜ ସଂକ୍ରାନ୍ତି JUNE ୧୫ କୋଟିପତି ହେବେ ଏହି ୬ ଟି ଭାଗ୍ୟଶାଳୀ ରାଶିମାନେ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆଗକୁ ରଜ ଆସିବାକୁ ଯାଉଛି । ଏହି ଜୁନ୍ ମାସ ୧୪ ତାରିଖରେ ପ୍ରଥମ ରଜ ଆଉ ୧୫ ତାରିଖରେ ରଜ ସଂକ୍ରାନ୍ତି ପଡ଼ିବାକୁ ଯାଉଛି । ଆଉ ଏହା ଏକ ଓଡ଼ିଆ ଘରର ପର୍ବ । ଆଉ ଏହି ପର୍ବକୁ ଲୋକମାନେ ବହୁତ ଆଡ଼ମ୍ବର ସହ ବିଭିନ୍ନ ପ୍ରକାରର ପିଠାପଣା ଆଉ ନୂତନ ପୋଷାକ ପିନ୍ଧି ସଜବାଜ ହୋଇ ପାଳନ କରିଥାନ୍ତି । ଏହି ପର୍ବରେ ବିଶେଷ କରି ଝିଅମାନେ ବହୁତ ଖୁସିର ସହ ଏହି ପର୍ବକୁ ପାଳନ କରିଥାନ୍ତି ।
ଦୀର୍ଘ ୫୦୦ ବର୍ଷ ପରେ ଏହି ରଜ ସଂକ୍ରାନ୍ତି ଦିନ ୬ ଗୋଟି ରାଶିର ଭାଗ୍ୟ ବଦକିବାକୁ ଯାଉଛି । ଗ୍ରହ ଆଉ ନକ୍ଷତ୍ର ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶି ଉପରେ ପଡ଼ିଥାଏ । ଏହି ରାଶି ମାନଙ୍କର ଧନ ପ୍ରାପ୍ତି ହେବାର ଆଶଙ୍କା ଅଛି । ଆଉ ରଜ ସଂକ୍ରାନ୍ତି ପରେ ଏହି ରାଶି ମାନଙ୍କ ଭାଗ୍ୟ ବହୁତ ବଦଳ ଯିବ । ଆଉ ଏହି ରାଶି ମାନଙ୍କର ଭାଗ୍ୟରେ ବହୁତ ଖୁସି ଆସିବ । ଧନ ପ୍ରାପ୍ତି ହେବ । ଆଉ ନୂତନ କାର୍ଯ୍ୟ କରିଲେ ସଫଳତା ମିଳିବ ।
ବ୍ୟାପାର ଓ ବାଣିଜ୍ୟରେ ଲାଭ ପ୍ରାପ୍ତ ହେବ । ଆଉ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବ । ଏମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଖୁସିର ଦିନ ଆସୁଅଛି । ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଯୋଗ ଆସିବାକୁ ଯାଉଛି । ଆଉ ଦୂର୍ଯୋଗ କଟିବାକୁ ଯାଉଛି । ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରଜ ସଂକ୍ରାନ୍ତି ପରେ ଶୁଭ ସମୟ ଆସିବାକୁ ଯାଉଛି ।
ମାଆ ଲକ୍ଷ୍ମୀଙ୍କର କୃପା ଏମାନଙ୍କ ଉପରେ ରହିବ । ଆଉ କାହା ସହିତ ଝଗଡ଼ା କରନ୍ତୁ ନାହିଁ । ଏମାନଙ୍କ ଭାଗ୍ୟ ବଦଳିଯିବ । ଏହି ରାଶିର ବ୍ୟକ୍ତିମାନେ ସମାଜରେ ପ୍ରତିଷ୍ଠା ପାଇବେ । ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ । ଏହି ରାଶି ଗୁଡ଼ିକ ହେଉଛି, ସିଂହ ରାଶି, ମେଷ ରାଶି, ବୃଷ ରାଶି, ବିଛା ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି ।