ରାଜ୍ୟ

ତାରିଣୀ ମା ଙ୍କ ଆଖି ସାମ୍ନା ରେ ଭକ୍ତ କୁ ହାଣି ଦେଲେ, ଲୋକେ କହିଲେ ପୋଲିସ କଣ ବୁଝିବ.. ତା କଥା ମା ବୁଝିବେ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯାହା କେବେ ଘଟି ନଥିଲା ତାହା ଆଜି ଘଟିଗଲା। ମାଆ ତାରିଣୀଙ୍କ ପୀଠରେ ଲାଗିଗଲା ରକ୍ତ ଛିଟା। ଏପଟେ ଭକ୍ତ ମାନେ ମାଆ ତାରିଣୀଙ୍କ ନିକଟକୁ ନିଜର ଦୁଃଖ ଜଣାଇବାକୁ ଆସିଥିବା ବେଳେ
Spr amr
ସେପଟେ କେତେକ ଦୋକାନୀ ଲୋକ ମାନଙ୍କୁ ଲାଲି ଆଖି ଦେଖାଉଛନ୍ତି। ଆଉ ତାଙ୍କର କଥା ନମାନିଲେ ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କୁ ମାଡ଼ ମଧ୍ୟ ମାରୁଛନ୍ତି। ସେଥିପାଇଁ ଏବେ ତାରିଣୀ ପୀଠରେ ରକ୍ତ ଛିଟା ଲାଗିଛି।
କାହିଁ କେତେ ଦୂରରୁ ମାଆ ଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଧାଇଁ ଆସୁଛନ୍ତି। ହେଲେ ସେଠାରେ ଥିବା ଦୋକାନୀ ମାନେ ଭକ୍ତ ମାନଙ୍କ ପ୍ରତି ଖୁବ ଖରାପ୍ ବ୍ଯବହାର କରୁଛନ୍ତି।
ଶ୍ରଦ୍ଧାରେ ଭକ୍ତ ଭୋଗ କିଣି ମାଆ ଙ୍କ ଠାରେ ଲଗାଉ ଥିବା ବେଳେ ଏହି ଦୋକାନୀ ମାନେ ଚଢ଼ା ରେଟ ରେ ଭୋଗ ବିକ୍ରୀ କରୁଛନ୍ତି। ଯେତେବେଳେ ଭକ୍ତ ଜଣକ ଅସୋନ୍ତୋଷ ହୋଇ ଏନେଇ ପ୍ରଶ୍ନ କରିଥିଲେ ସେତେବେଳେ ଦୋକାନୀ ଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା।
Special report
ଆଉ ହାତ ଦେଖାଇ ଧମକ ଚମକ କରୁଥିବା ବେଳେ ଅନ୍ୟ ବ୍ୟକ୍ତି ଆସି ପିଟି ଦେଇ ରକ୍ତାକ୍ତ ମଧ୍ଯ କରି ଦେଉଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ରେ ଘଟଗାଁ ତାରିଣୀ ନିକଟରେ ଭକ୍ତ ମାନଙ୍କର ଭିଡ ଲାଗିଥିଲା।
ଆଉ ଦୋକାନୀ ମାନେ ଭକ୍ତଙ୍କୁ ଲାଲି ଆଖି ଦେଖାଇ ଥିଲେ ଆଉ ଏଥିପାଇଁ ମନ୍ଦୀର ପ୍ରଶାସନର କୌଣସି ଦାୟିତ୍ଵ ମଧ୍ୟ ନାହିଁ। ଏଭଳି ଅଭିଯୋଗ ଜଣେ ଭକ୍ତ କରିଛନ୍ତି କି ମାଆଙ୍କ ମନ୍ଦିରରେ ଏକ ନମ୍ବର୍ ଗେଟ୍ ନିକଟରେ ଏଭଳି ଖରାପ୍ ବ୍ଯବହାର କରାଯାଇଛି।
ସେଠାରେ ତାଙ୍କୁ ଭୋଗ ଦୋକାନୀ ଖୁବ ମାଡ଼ ମାରିଥିଲେ। ଭୋଗ କିଣା ବିକା କୁ ନେଇ ଦୋକାନୀ ଜଣକ ଉକ୍ତ ଭକ୍ତଙ୍କୁ ମାଡ଼ ମାରିଥିଲେ। ଏଭଳି ମାମଲା ସଙ୍ଗୀନ ହୋଇଥିଲା କି ଭକ୍ତ ଜଣକୁ କେନ୍ଦୁଝର ମେଡିକାଲ କୁ ଯିବା ପାଇଁ ପଡ଼ିଥିଲା।
ଏବେ ଏହି ସଂକ୍ରାନ୍ତରେ ଭକ୍ତ ଜଣକ ଥାନାରେ ଏତଲା ମଧ୍ୟ ଦେଇଥିଲେ। ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button