ଜ୍ୟୋତିଷ

ନଭେମ୍ବର ମାସରେ ଖୋଲିବ ଏହି 5ଟି ରାଶିର ଭାଗ୍ୟ, ପ୍ରେମ, ଧନ, ଦୌଲତ ମିଳିବ ସବୁ କିଛି, ଦେଖନ୍ତି ଆପଣଙ୍କ ରାଶି ବି ଥାଇପାରେ

ନମସ୍କାର ବନ୍ଧୁମାନେ ଆମ ଲେଖା କୁ ଆପଣଙ୍କୁ ସ୍ଵାଗତ, ଜୀବନରେ ବହୁତ ବେଶି ପ୍ରଭାବ ପଡେ ଯଦି ଗ୍ରହ – ନକ୍ଷତ୍ର ରେ କୌଣସି ପ୍ରକାର ର କିଛି ବି ପରିବର୍ତନ ଘଟେ, ଜ୍ଯୋତିଷ ଶାସ୍ତ୍ର ଅନୁସାରେ 12 ଟି ରାଶି ଉପରେ ଏହାର କିଛି ନା କିଛି ପ୍ରଭାବ ଅବଶ୍ୟ ପଡିଥାଏ ତା ସଙ୍ଗେ ସଙ୍ଗେ ରାଶି ରେ କେତେବେଳେ ଭଲସମୟ ଆସେ ଆଉ କେତେବେଳେ ଖରାପ ସମୟ ଆସେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ 5 ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହାର କି ନଭେମ୍ବର ମାସରେ ଭଲ ଶୁଭ ମୂହୁର୍ତ୍ତ ଆସିବ ଏବଂ ଏମାନଙ୍କୁ ନିଜର ଭଲ ପାଇବା ମିଳିବାର ସମ୍ଭାବନା ଅଛି ।

ଆଶାନ୍ତୁ ଜାଣିବା ସେହି 5 ଟି ରାଶି ବିଷୟରେ

ମେଶ ରାଶି

 

ମେଶ ରାଶି ର ଲୋକମାନେ ଏହି ମାସରେ ତାଙ୍କ ପ୍ରେମିକା ସହ ମିଳିବାର ସମ୍ଭାବନା ଅଛି । ଏହି ମାସରେ ତାଙ୍କୁ ନିଜର ଭଲପାଇବା ନିଶ୍ଚିତ ମିଳିବ । ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର ଭଲ କୃପା ଦୃଷ୍ଠି ରହିବା ଦ୍ୱାରା ତାଙ୍କର ଧନ ସମ୍ପତି ର ବୃଦ୍ଧି ଘଟିବ ।

ମିଥୁନ ରାଶି

 

ମିଥୁନ ରାଶିର ଲୋକମାନେ ନିଜର କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇପାରିବେ । ଆପଣଙ୍କୁ କୌଣସି ଘନିଷ୍ଠ ବନ୍ଧୁ ପକ୍ଷରୁ ଉପହାର ସ୍ୱରୂପ କିଛି ମିଳିବ । ଆପଣଙ୍କର ଆର୍ଥିକ ପରସ୍ଥିତି ମଜବୁତ ହବ । ଏବଂ ଧନ ର ବର୍ଷା ହେବ ।

କନ୍ୟା ରାଶି

 

ଆପଣଙ୍କ ପାଇଁ ନଭେମ୍ବର ମାସ ବହୁତ ଶୁଭଦାୟକ ରହିବ । ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ ଏବଂ ଆପଣଙ୍କ ଦ୍ଵାରା କରଯାଇଥିବା ଚେଷ୍ଠା ର ଆପଣଙ୍କୁ ସଫଳତା ମିଳିବ ।

କୁମ୍ଭ ରାଶି

 

ଆପଣଙ୍କ ଜୀବନରେ ନଭେମ୍ବର ମାସରେ ବହୁତ ଜଲ୍ଦି ପରିବର୍ତ୍ତନ ଦେଖାଯିବ ଏବଂ ଭଲପାଇବା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କୌଣସି ଏକ ଯାତ୍ରାରେ ଯାଇପାରିବେ ।

ମୀନ ରାଶି

 

ଏହି ରାଶି ର ବିଦ୍ୟାର୍ଥୀ ତାଙ୍କ ପଢାପଢି ରେ ଭଲ ସଫଳତା ପାଇପାରିବେ ଏବଂ ଚାକିରି କରୁଥିବା ବ୍ୟକ୍ତି ତାଙ୍କୁ ପଦୋନ୍ନତି ମିଳିବ ।

କର୍କଟ ରାଶି ଏବଂ ସିଂହ ରାଶି ର ଲୋକମାନଙ୍କ ଆସୁଥିବା ନଭେମ୍ବର ମାସ ଭଲ ରହିବ କିନ୍ତୁ ଭଲପାଇବା ପାଇଁ ଭଲ ସମୟ ନୁହେଁ । ତୁଳା ରାଶି, ବୃଷ ରାଶି ଏବଂ ଧନୁ ରାଶିଙ୍କ ପାଇଁ ଏହି ମାସ କିଛି ଭଲ ଏବଂ କିଛି ଖରାପ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button