ଜ୍ୟୋତିଷ

N ନାମର ଲୋକ ଆପଣଙ୍କ ପକାହରେ ଥିଲେ ନିଶ୍ଚୟ ଦେଖନ୍ତୁ- Name Astrology

ନମସ୍କାର ବନ୍ଧୁଗଣ, କୌଣସି ନୂତନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆମେ ଆସିଲେ ପ୍ରଥମେ ମନରେ ଡର ରହିଥାଏ । ସେହି ବ୍ୟକ୍ତିଙ୍କ ସ୍ଵାଭାବ ନଜାଣି ତାଙ୍କ ମିଶିବା ପାଇଁ ମନ ଭିତରେ ସଙ୍କୋଚ ଭାବ ରଖିଥାଉ । ତେବେ ଆପଣଙ୍କର ସେହି ଚିନ୍ତା ରହିବ ନାହିଁ । ଯଦି ଆପଣଙ୍କ ପାଖରେ N ଅକ୍ଷର ନାମର ବ୍ୟକ୍ତି ଅଛନ୍ତି ତାହାଲେ ଆଜିଆମେ ଜଣାଇବୁ ତାଙ୍କ ଆଚାର ବ୍ୟବହାର କିପରି ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ବିଷୟରେ ।

ପ୍ରଥମ: ଏମାନେ ବହୁତ ସ୍ଵତନ୍ତ୍ର ବିଚାରର ଲୋକ ହୋଇଥାନ୍ତି । ଏମାନେ ଅନ୍ୟମାନଙ୍କ ଦ୍ଵାରା ପରିଚାଳିତ ହେବାକୁ ପସନ୍ଦ କରନ୍ତି ନାହିଁ । ଦୁନିଆରେ ମଜାରେ ରହିବାକୁ ଭଲ ପାଇଥାନ୍ତି । ଦିତୀୟ: ଏହି ନାମର ବ୍ୟକ୍ତି କେତେବେଳେ କଣ କରିବେ ନିଜେ ମଧ୍ୟ ଜାଣିନଥାନ୍ତି । ବହୁତ ଜଲ୍ଦି ଗୋଟିଏ ଜିନିଷରେ ବୋର ହୋଇଯାନ୍ତି । ତୃତୀୟ: ଏମାନେ ସବୁ ଜିନିଷକୁ ପାଇବାର ଆଶା ରଖିଥାନ୍ତି ବୀନା କଷ୍ଟ ଓ ପରିଶ୍ରମରେ ।

ଚତୁର୍ଥ: ଏହି ଅକ୍ଷରର ବ୍ୟକ୍ତି ବହୁତ ସ୍ଵାର୍ଥୀ ହୋଇଥାନ୍ତି । ଏମାନେ ଉପରୁ ସବୁବେଳେ ଶାନ୍ତ ଦେଖାଯାନ୍ତି । କିନ୍ତୁ ଭିତରୁ ଏମାନେ ବହୁତ ଭୟାନକ ହୋଇଥାନ୍ତି । ପଞ୍ଚମ: ଧୀର ଗତିରେ କାମ କରିବା ପାଇଁ ଏମାନେ ପସନ୍ଦ କରିଥାନ୍ତି । କିନ୍ତୁ ନିଜର ଆଲୋଚନା କେଉଁଠାରେ ହେଲେ ଏମାନେ ତାହାକୁ ପସନ୍ଦ କରିନଥାନ୍ତି । ଷଷ୍ଠ: ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଏମାନଙ୍କ ଉପରେ ରହିଥାଏ । ତେଣୁ କେବେ ମଧ୍ୟ କୌଣସି ଜିନିଷର ଅଭାବ ଏମାନଙ୍କ ଜୀବନରେ ହୋଇନଥାଏ ।

ସପ୍ତମ: ଯେଉଁଲୋକଙ୍କ ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ଏବଂ ଏମାନଙ୍କ ଆଖି ବଡ ହୋଇଥାଏ । ଅଷ୍ଟମ: ଏମାନଙ୍କ ସ୍ଵାଭାବ ବୁଝିଲା ସୁଝିଲା ଭଳି ହୋଇଥାଏ । ନିଜ କର୍ତ୍ତବ୍ୟର ପାଳନ କରିବା ପାଇଁ ସବୁବେଳେ ଆଗଭର ଥାନ୍ତି । ଜୀବନଯାପନ କରିବା ପାଇଁ ଟିକିଏ ପରିଶ୍ରମ କରିବାକୁ ପଡିଥାଏ ।

ନବମ: ଏହି ଅକ୍ଷରର ବ୍ୟକ୍ତି ନିସ୍ଵାର୍ଥ ଭାବେ ଅନ୍ୟ ମାନଙ୍କ ସାହାର୍ଯ୍ୟ କରିଥାନ୍ତି । ଏମାନେ ସବୁବେଳେ ସରଳ ଜୀବନ ଯାପନ କରିଥାନ୍ତି । ହୃଦୟରୁ ଏମାନେ ବହୁତ ଭଲ ହୋଇଥାନ୍ତି । ଏମାନଙ୍କ ସ୍ଵାଭାବ ସରଳ ହୋଇଥାଏ । ଏମାନେ ବହୁତ ପ୍ରଭାବସଲି ବ୍ୟକ୍ତି ହୋଇଥାନ୍ତି । ତେଣୁ ଏମାନେ ଜଣେ ଅପିରିଚିତ ବ୍ୟକ୍ତିଙ୍କୁ ମଧ୍ୟ ବହୁତ ଶୀଘ୍ର ନିଜର ବନ୍ଧୁ କରିଦେଇଥାନ୍ତି । ଦଶମ: ଏମାନେ ଜୀବନରେ ଲଗାତର ଭାବେ ଅସୁବିଧାର ସମ୍ମିଖୀନ କରି ଭିତରୁ ମଜବୁତ ଓ ଶକ୍ତିଶାଳୀ ହୋଇଯାନ୍ତି ।

ନିଜ କାମ ଓ କ୍ୟାରିଅରକୁ ନେଇ ଏମାନେ ସବୁବେଳେ ସତର୍କ ରହିଥାନ୍ତି । କୌଣସି ଜିନିଷକୁ ପାଇବା ପାଇଁ ହେଲେ ଏମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଏହାଥିଲା N ଅକ୍ଷର ନାମର ବ୍ୟକ୍ତିଙ୍କ ଜୀବନଶୈଳୀ ଓ ସ୍ଵାଭାବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button