ସ୍ୱାସ୍ଥ୍ୟ

ଦିମାଗ କୁ ତେଜ କରିବା ବା ସ୍ମରଣ ଶକ୍ତିକୁ ବଢାଇବାର ରାମବାଣ ଉପାୟ, ଏବେହିଁ ପଢନ୍ତୁ

ସବୁ ମଣିଷ ଚାହେଁ କି ତାହାର ସ୍ମରଣ ଶକ୍ତି ଭଲ ଥାଉ । ଯାହାଦ୍ଵାରା ସେ ସବୁ କଥାକୁ ମନେ ରଖି ପାରିବ ଏବଂ ଯେଉଁମାନେ ପଢୁଛନ୍ତି ସେମାନେ ସବୁ ପଢା କୁ ମନେ ରଖି ପାରୁଥିବେ । କୁହାଯାଏ କି ଯାହାର ସ୍ମରଣ ଶକ୍ତି ଭଲ ଥାଏ ତାହାକୁ ଜୀବନରେ ବେଶି ସଂଘର୍ଷ କରିବାକୁ ପଡେ ନାହିଁ ।

ଆଜିକା ସମୟରେ ସମସ୍ତେ ଅନ୍ୟଙ୍କ ଠାରୁ ଆଗକୁ ଯିବା ପାଇଁ ଚାହୁଞ୍ଚନ୍ତି ଏବଂ ସେଥିପାଇଁ ଆପଣଙ୍କର ବୁଦ୍ଧି ବି ଭଲ ଥିବା ଦରକାର । କିନ୍ତୁ ପରିବେଶ ଏବଂ ଅନ୍ୟ କାରଣ ଗୁଡିକର ପ୍ରଭାବରୁ ଆମର ସ୍ମରଣ ଶକ୍ତି ସାଧାରଣତଃ କ୍ଷୟ ହେବାକୁ ଲାଗିଥାଏ ।

ଦୁନିଆରେ ମହାନ ବୈଜ୍ଞାନିକ ଆଇଂଷ୍ଟାଇନ ଏବଂ ଆଚାର୍ଯ୍ୟ ଚାଣକ୍ୟଙ୍କ ପରି ମୁଣ୍ଡ ନେଇ କେହି ଜନ୍ମି ନାହାନ୍ତି କିନ୍ତୁ ସେମାନଙ୍କ ଏବଂ ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ପାର୍ଥକ୍ୟ ଅଛି କି ସେମାନେ ଅନ୍ୟ ବ୍ୟକ୍ତିଙ୍କଠାରୁ ନିଜର ମୁଣ୍ଡକୁ ବେଶୀ ବ୍ୟବହାର କରୁଥିଲେ । ତେବେ ଚାଳନ୍ତୁ କେମିତି ଆପଣ ନିଜର ସ୍ମରଣ ଶକ୍ତିକୁ ବଢାଇ ପାରିବେ ତାହାର କିଛି ସହଜ ଉପାୟ ।

ସ୍ମରଣ ଶକ୍ତି ବଢାଇବା ପାଇଁ ରାମବାଣ ଉପାୟ

ସନ୍ତୁଳିତ ଆହାର

ଏହା ପାଇଁ ଆପଣ ଉଚିତ ଖାଦ୍ୟ ଏବଂ ପୋଷାକ ତତ୍ଵ ଭରପୁର ଭୋଜନ କରନ୍ତୁ । ଯେମିତି କି ସୋୟାବିନ ର ଅଟା ରେ ଫାୟଟୋସ୍ଟ୍ରୋଜେନ ନାମକ ପ୍ଲାଂଟ ହାର୍ମୋନ ଏବଂ ଭିଟାମିନ B ଭଲ ମାତ୍ରାରେ ଥାଏ । ଏହା କେତେକ ରୋଗରୁ ବଞ୍ଚାଇଥାଏ ଏବଂ ସ୍ମରଣ ଶକ୍ତି ବଢାଇ ଥାଏ ।

ଆପଣ ମାନେ ଶୁଣିଥିବେ କି ସବୁଦିନ ବାଦାମ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବଢି ଥାଏ । ଯଦି ଆପଣ ୧୦ଟି ବାଦାମ ରାତିରେ ପାଣିରେ ଓଦାକରି ସକାଳେ ତାହର ଚୋପା ଚଢାଇ ଏବଂ ପେଶୀ ଗୋଟିଏ ଗ୍ଳାସ ଗରମ କ୍ଷୀରରେ ପକାଇ ପିଇବା ଭଲ ଅଟେ । ଆପଣ ସବୁ ଦିନ ଗୋଟିଏ ସେଓ ବି ଖାଇ ପାରିବେ ।

ଯଦି ଆପଣ ରାତିରେ ପଢୁଛନ୍ତି ତେବେ ଅଧ ଘଣ୍ଟା ଅଧ ଘଣ୍ଟା ଛାଢି ଥଣ୍ଡା ପାଣି ଗ୍ଳାସ ପିଇବା ଉଚିତ । ଏହା ଦ୍ଵାରା ଆପଣ ବେଶୀ ସମୟ ପର୍ଯ୍ଯନ୍ତ ଚାହିଁ ପାରିବେ ଏବଂ ଆପଣଙ୍କ ମୁଣ୍ଡ ସୂଚାରୁ ରୂପରେ କାର୍ଯ୍ୟ କରି ପାରିବେ । କିନ୍ତୁ ୧୧ ଟା ପରେ ଶୋଇଯିବା ଉଚିତ । ପାଠ ପଢିବା ସମୟରେ କେବେବି ଶୋଇକରୀ ପଢିବା ଉଚିତ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button