ସ୍ୱାସ୍ଥ୍ୟ

ଭଜା ଚଣାରେ ଥିବା ଗୁଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ମୁଳରୁ ଭଲ କରିଦେବ ଆପଣଙ୍କର ଏହି 6ଟି ରୋଗ

ଭଜା ବା ରୋଷ୍ଟେଡ ଚଣା ଯଦି ସବୁ ଦିନ ଖାଇବେ ତେବେ ତାହା ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ସାହାଯ୍ୟ କରେ । କିନ୍ତୁ ଭିଜା ହୋଇଥବା ଚଣା ଠାରୁ ଭଜା ହୋଇଥିବା ଚଣା ବହୁତ ଲାଭ ଦାୟକ ଅଟେ । ଏହା ଭିତରେ କାର୍ବୋହାଇଡ୍ରେଡ, ଆୟରନ,କ୍ୟାଲସିୟମ ଭଳି ଭିଟାମିନ ପ୍ରଚୁର ମାତ୍ରରେ ଥାଏ । ଏହା ମଧ୍ୟରେ କ୍ୟାଲୋରି ର ମାତ୍ରା ବହୁତ କମ ଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ଭଜା ଚଣା ଖାଇବା ଦ୍ଵାରା ଆପଣଙ୍କୁ କଣ ସବୁ ଉପକାରିତା ମିଳିବ । ଆସନ୍ତୁ ଜାଣିବା ଭଜା ଚଣା ର ଉପକାରିତା ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ

ଯେଉଁ ବ୍ୟକ୍ତିଙ୍କୁ ମଧୁମେହ ରୋଗ ଅଛି ସେମାନେ ଭଜା ଚଣା ଖାଇବା ଦ୍ଵାରା ସେମାନଙ୍କର ସୁଗାର ଲେବୁଲ ନିୟନ୍ତ୍ରିତ ରହିବ । ଏହା ପାଇଁ ଆପଣଙ୍କୁ ସବୁଦିନ ସକାଳେ ଏବଂ ସନ୍ଧ୍ୟା ରେ ୨୦ ରୁ ୨୫ ଗ୍ରାମ ଭଜା ଚଣା ଖାଲି ପେଟ ରେ ଖାଇବା ଦ୍ଵାରା ସୁଗାର ଲେବୁଲ ନିୟନ୍ତ୍ରିତ ରହି ଥାଏ ।

ଜ୍ଵର

 

ଆପଣ ଦେଖିଥିବେ ଯେମିତି ଋତୁ ବଦଳେ ସେମିତି ଦେହ ଖରାପ ହେବା ଆରମ୍ଭ ହୋଇଯାଏ, ଯେମିତି ଖାସ, ଜ୍ଵର, ଥଣ୍ଡା ଇତ୍ୟାଦି ରୋଗ ହେଇଥାଏ । ଯଦି ଆପଣ ୫୦ଗ୍ରାମ ଭଜା ଚଣା ସବୁ ଦିନ ରାତିରେ ତାୱା ରେ ଉଷୁମ କରି ଖାଇବେ ତାହା ଦ୍ଵାରା ଆପଣଙ୍କୁ କିଛି ପ୍ରକାର ରୋଗ ହେବ ନାହିଁ ।

କୋଷ୍ଠକାଠିନ୍ୟ

 

ଯେଉଁ ଲୋକମାନଙ୍କର କୋଷ୍ଠକାଠିନ୍ୟ ର ସମସ୍ୟା ଅଛି ସେମାନେ ସବୁ ଦିନ ୫୦ଗ୍ରାମ ଭଜା ଚଣା ଖାଇବା ସହିତ ପ୍ରଚୁର ମାତ୍ରାରେ ପାଣି ର ସେବନ କରନ୍ତୁ। ଏହା ଦ୍ଵାରା ଆପଣଙ୍କର ଏହି ସମସ୍ଯା ଦୂର ହେବ।

ପରିସ୍ରାପୋଡା

 

ଯେଉଁ ଲୋକମାନଙ୍କୁ ପରିସ୍ରା କରିବା ସମୟରେ ପୋଡା ହେଉଛି ସେମାନେ ଭଜା ଚଣା ପ୍ରାୟ ୭ ଦିନ ଯାକ ଖାଇବା ଦ୍ଵାରା ପରିସ୍ରା ରେ ହେଉଥିବା ସମସ୍ଯା ଦୂର ହୋଇ ପାରିବ ଏବଂ ବେଶି ରୁ ବେଶି ପାଣି ପିଇବେ ।

ନିଶ୍ଵାସ ର ସମସ୍ୟା

 

ଯେଉଁ ବ୍ୟକ୍ତିଙ୍କୁ ନିଶ୍ଵାସର ସମସ୍ୟା ଅଛି ସେମାନେ ପ୍ରତିଦିନ ୫୦ ଗ୍ରାମ ଭଜା ଚଣା ଖାଇବା ଦ୍ଵାରା ତାଙ୍କର ଏହି ରୋଗ ଭଲ ହୋଇ ପାରିବ ।

ରକ୍ତ ହୀନତା

 

ଯେଉଁ ବ୍ୟକ୍ତି ଙ୍କ ରକ୍ତ କମ ଥାଏ ତାଙ୍କୁ ସବୁବେଲଳେ ଦୁର୍ବଳତା ଲାଗେ, ତେଣୁ ସେମାନେ ସବୁଦିନ ୨୦ ଗ୍ରାମ ଭଜା ଚଣା କ୍ଷୀର ସହ ଖାଇବା ଦ୍ଵାରା ରକ୍ତ ର ମାତ୍ରା ଦେହରେ ବୋହୁତ ଜଲ୍ଦି ବଢି ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button