ସ୍ୱାସ୍ଥ୍ୟ

Joint Gap କମାଇ ଆଣ୍ଠୁର ଗ୍ରୀସ୍ ବଢେଇବାର ସବୁଠୁ ସହଜ ଉପାୟ ! Joint Pain ପୁରାପୁରି ଗାୟବ !

ଘରୋଇ ଉପାୟ କୁ ବ୍ୟବହାର କରି ଆପଣଙ୍କ ଆଣ୍ଠୁ ବିନ୍ଧା ଏବଂ ଆଣ୍ଠୁ ରେ ଗ୍ରୀସ୍ କମିଯିବା ସମସ୍ଯା ମୂଳ ରୁ ଶେଷ କରିପାରିବେ । ସାଧାରଣତ ଆମ କୁ ଆଣ୍ଠୁ ବିନ୍ଧା ପାଇଁ ଡାକ୍ତର ଅନେକ ଔଷଧ ଖାଇବାକୁ ଦେଇଥାନ୍ତି , କିନ୍ତୁ ଏହି ଘରୋଇ ଉପାୟ ଘରେ ତିଆରି କରି କରିବା ଦ୍ଵାରା ଆପଣଙ୍କ ଆଣ୍ଠୁ ବିନ୍ଧା ଦୂର ହୋଇଥାଏ । ଯଦି ଆପଣଙ୍କ ଆଣ୍ଠୁ ରେ ଥିବା ତେଲିଆ ଅଂଶ କମି ଯାଇଥାଏ ଏବଂ ଡାକ୍ତର କୁହିଥାନ୍ତି ଯେ ଏହା ଆଉ ଥରେ ତିଆରି ହୋଇପାରିବ ନାହିଁ ।

ତେବେ ଏହି ସ୍ଥଳରେ ଏହି ଉପାୟ କୁ ଆପଣ କରିପାରିବେ । ଯଦି ଆପଣଙ୍କ କ୍ୟାଟେଲଜ ନଷ୍ଟ ହୋଇଯାଇଥାଏ ଏବଂ ଡାକ୍ତର ସର୍ଜେରୀ କରିବାକୁ କହିଥାନ୍ତି । ଆପଣ ସକାଳେ ଉଠିଲା ପରେ ଆଣ୍ଠୁ କଦାପି କାର୍ଯ୍ୟ କରିନଥାଏ । ତେବେ ଏହି ଦ୍ଵାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଆଣ୍ଠୁ ଧୀରେ ଧୀରେ ଖରାପ ହେଉଛି ବୋଲି ।

ବିଶେଷ କରି ଯଦି ଆପଣଙ୍କୁ ଆଣ୍ଠୁ ରେ ଖରାପ ପାଣି ରହି ଯାଇଥାଏ ଏହା ଯୋଗୁ ମଧ୍ୟ ଆପଣଙ୍କୁ ଆଣ୍ଠୁ ବିନ୍ଧା ହୋଇଥାଏ । ଆମେ ଯେତେ ବେଳେ ଡାକ୍ତରଙ୍କ ପାଖ କୁ ଯାଇଥାଉ ଡାକ୍ତର ଆଣ୍ଠୁ ରୁ ପାଣି ବାହାର କରିଥାନ୍ତି ଏବଂ ଏହା କରିବା ତୁରନ୍ତ ଆମକୁ ଆରାମ ଲାଗିଥାଏ । ଏହି ସମସ୍ତ ଅସୁବିଧା ପାଇଁ ଆପଣ ଏହି ଘରୋଇ ଉପାୟ କୁ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ଏହା ପାଉ ଆମକୁ ପ୍ରଥମେ ମହୁ ଆବଶ୍ୟକ ହୋଇଥାଏ ।

ମହୁକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ବିନ୍ଧା କମିଥାଏ ଏବଂ ରସୁଣ ଆଣ୍ଠୁ ରେ ଜମି କି ରହିଥିବା ଗନ୍ଧ ପାଣି କୁ ବାହାର କରିବାର ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ । ତେଣୁ ଆପଣ ଶହେ ଗ୍ରାମ ମହୁ ରେ ପନ୍ଦର ଟି ରସୁଣ ମିଶେଇ କିଛି ଦିନ ପାଇଁ ଏହାକୁ ଆପଣ ଘର ର ଯେକୋଣସି ସ୍ଥାନରେ ରଖିବେ । ସାତ ଦିନ ପରେ ଆପଣ ତିଆରି ହେଇଯାଇଥିବା ରସୁଣ କୁ ବାହାର କରି ଉଷୁମ ପାଣି ସହିତ ସବୁ ଗୋଟେ ରସୁଣ କୁ ସେବନ କରିବେ ।

ଏହାକୁ କରିବା ଦ୍ଵାରା ଆପଣଙ୍କ ଆଣ୍ଠୁ ବିନ୍ଧା କମିଥାଏ । ଆପଣଙ୍କ ଆଣ୍ଠୁ ରେ ଜମିଯାଇଥିବା ପାଣି ବାହାରକୁ ବାହାରିଥାଏ ଏବଂ ଆପଣ ସକାଳୁ ଉଠିଲା ପରେ ଠିକ ଭାବରେ ଚାଲିଥାନ୍ତି । ଦ୍ଵିତୀୟ ଉପାୟ ହେଉଛି ଜୁଆଣୀ ର ତେଲ ଆପଣ ଯଦି ଆପଣଙ୍କ ଆଣ୍ଠୁ ରେ ଏହି ତେଲରେ ମାଲିସ୍ କରନ୍ତି । ସବୁ ଦିନ ଏହାକୁ କରିବା ଦ୍ଵାରା ଆପଣଙ୍କ ଆଣ୍ଠୁ ସମ୍ବନ୍ଧୀୟ ସମସ୍ଯା ଦୂର ହୋଇଥାଏ ।

ଆଣ୍ଠୁ ବିନ୍ଧା ଥିବା ବ୍ୟକ୍ତି ଅଧିକ ସମୟ ଚାଲିବା ଉଚିତ୍ ହୋଇନଥାଏ ବ୍ୟକ୍ତି ଯୋଗ କରି ଆଣ୍ଠୁ ସଠିକ ହେବାର କାର୍ଯ୍ୟ ଠିକ ଭାବରେ ହେଇପାରିବ । ବାସି ଖାଦ୍ୟ ରୁ ଦୂର ରେ ରହିବା ଉଚିତ୍ । ଡାକ୍ତରଙ୍କ ପାଖ କୁ ଯାଇ ପରୀକ୍ଷା କରିବା ଉଚିତ୍ କାରଣ ଆପଣ ଜାଣିପାରିବେ ଯେ ଆଣ୍ଠୁ ବିନ୍ଧା ହେବାର କାରଣ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button