ଦେଶ- ବିଦେଶ

ଏହି ଦୁନିଆରେ ଅନେକ ପ୍ରକାର ରୋଗ ଅଛି ମାତ୍ର ଆମେ ଜାଣିଛୁ ପ୍ରତେକ ରୋଗ ଶରୀର ବାହାରୁ ଆମକୁ ଆକ୍ରାନ୍ତ କରିଥାଏ । ଯଦି ରୋଗ ଆମ ମୁଣ୍ଡରେ ଅଛି ତାହେଲେ ଆମେ କଣ କରିବା କେବେ ଭାବିଛନ୍ତି । କହିବା ମାନେ ହେଉଛି ଯଦି ଆପଣ କେବେବି ନିଜକୁ କିଛି ସମୟ ପାଇଁ ଜନ ଗହଳି ମାନେ ପରିବାର ହେଉ କିମ୍ବା ସାଙ୍ଗ ସାଥି ମାନଙ୍କ ପାଖରୁ ଦୂରେଇ ରଖିଛନ୍ତି କି ଯଦି ହଁ ତାହେଲେ ସେହି ସମୟର ଚିନ୍ତା କଣ ଥାଏ ଆପଣଙ୍କ ସହ । ଆମେ କହି ରଖୁଚୁକୀ ଆପଣ ନିଜକୁ ଅଲଗା ରଖିବା ସମୟରେ ଅନେକ କଥା ଚିନ୍ତା କରିଥାନ୍ତି । ଏହା ଅତୀତ ହୋଇ ପାରେ କିମ୍ବା ବର୍ତ୍ତମାନ ହୋଇ ପାରେ । ଯାହା ବି ହେଉ ଆପଣ ସେ ବିଷୟରେ ଚିନ୍ତା କଲେ କିଛି ବି ମିଳିବନି । The Most Harmful Part Of The Chicken You Should Avoid At All Cost Herbeauty Why Women Choose Older Men—And It’s Not What You Think Brainberries 14 Special Things He’ll Do Only If He’s Madly In Love With You Herbeauty Meghan Markle’s Most Awkward Moments Caught On Camera Herbeauty ଯଦି ଆପଣ ନିଜ ବିଷୟରେ ମାନେ ଯଦି ଅତୀତ କିମ୍ବା ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି ତାହେଲେ ମଧ୍ୟ ଆପଣ ନିଜକୁ ଭଲ ଅନୁଭବ କରେଇ ପାରିବେନି । ଆପଣଙ୍କ ରୋଗ ହେଉଛି ଅଧିକ ଭାବିବା । ଅଧିକ ଭାବିବା ଦ୍ଵାରା ଆପଣ କେବଳ କଷ୍ଟ ଓ ଅସାନ୍ତି ପାଇବେ । ଆମେ ଯାହାକୁ ଆପଣେଇ ଥାଉ ସେ ସବୁବେଳେ ଠିକ ଥିବ ଏହାର ମାନେ ନାହି । ଆମେ କିନ୍ତୁ ଏହା ଜାଣି ରଖିବା ଉଚିତ କି ଆମେ ବର୍ତ୍ତମାନ ରେ ବଞ୍ଚିଛୁ ତେଣୁ ଅନ୍ୟ ସମୟ ପାଇଁ ଚିନ୍ତା କରିବା ଭଲ ନୁହେଁ । ଆପଣ ମେଡିଟେସନ କରିପାରିବେ । अन्य जबरदस्त कंटेंट भुबनेश्वर में सभी डायबिटीज के लिए यही उपाय अपना रहे हैं! Insulux Diabetic Support Do You Remember Her? Wait Until You See Her Today Buzz Day Viewers Had To Look Away When This Happened On Live Tv Buzz Day Malia Obama’s Stunning Beach Style: Best Bikini Moments! Buzz Day ଏହାକୁ ଅଟକେଇବା ପାଇଁ ଆପଣ କିଛି ସମୟ ପାଇଁ ନିଜ ଅଭ୍ଯାସ ଉପରେ ଧ୍ୟାନ ଦିଅନ୍ତୁ । ନିଜେ ନିଜ କୁ ଅଭ୍ଯାସରେ ପକାନ୍ତୁ ଦେଖିବେ ଆପଣ ଏଥିରୁ ମୁକ୍ତି ପାଇ ଯିବେ । ଅର୍ଜୁନ ଗୀତାରେ ଭଗବାନ ବିଷ୍ଣୁ ଙ୍କୁ ପଚାରିଥିଲେ କି ମୁ ଜଣେ ଦେବ ପୁତ୍ର ହୋଇ ଯଦି ଅତ୍ୟଧିକ ଚିନ୍ତାରୁ ମୁକ୍ତି ପାଇ ପାରୁନି ତେବେ ଗୋଟେ ସାଧାରଣ ମଣିଷ କିଭଳି ଏହି ଚିନ୍ତାରୁ ନିଜକୁ ମୂକ୍ତ କରାଇ ପାରିବ, ସେତେବେଳେ ଭଗବାନ କହିଥିଲେ କେବଳ ଅଭ୍ୟାଶ ଦ୍ଵାରା ଆମେ ସବୁ କିଛି କରି ପାରିବା । ଆଉ ଏକ କଥା କାହା ପାଇଁ ନିଜେ ନିଜକୁ କଷ୍ଟ ଦେବା ଅନୁଚିତ କଣ ହୋଇ ପାରିଥାନ୍ତା କଣ ହେବ କଣ ପାଇଁ ହେଲାନି, ଯଦି ହୋଇ ଥାନ୍ତା ତ କଣ ହୋଇ ଥାନ୍ତା । ଏସବୁ ଭାବିବା ଦରକାର ନାହିଁ କାରଣ ଆମେ ଅତୀତକୁ ଯାଇ ସବୁ ଠିକ କରି ପାରିବାନି । ଆଉ ଏକ କାହାଣୀ ଅଛି ଦ୍ରୋପତି କଦାଚିତ ଘୋର ତପସ୍ଵା କରିଥିଲେ ଓ ତାଙ୍କୁ ଭଗବାନ ବର ଦେବା ପାଇଁ ଯେତେବେଳେ ଆସିଥିଲେ ସେତେବେଳେ ସେ କହିଥିଲେ କି ତାଙ୍କୁ ୫ ଟି ଗୁଣ ଥିବା ସ୍ଵାମୀ ଦରକାର ମାତ୍ର ଭଗବାନ କହିଥିଲେ କି ଏଭଳି ମଣିଷ ଆଜି ଯାଏ ତିଆରି ହୋଇନି । ତଥାପି ଦ୍ରୋପତି ଙ୍କ ଜିଦି ପାଇଁ ତାଙ୍କୁ ୫ ଟି ସ୍ଵାମୀ ପ୍ରାପ୍ତି ହୋଇଥିଲେ । ଏଥିରୁ ଆମେ ଗୋଟେ ଜିନିଷ ଶିଖିଲେ ବାସ ଅଭି ପାଇଁ କାମ କରିଚାଲ । ଭାବିବା ପାଇଁ ସମୟ ନଷ୍ଟ କରି ଅଧିକ ଖୁସି ନୁହେଁ ଦୁଃଖ ପାଇବା । ବର୍ତ୍ତମାନ ରେ ବଞ୍ଚିବା, ଯଦି କିଛି ସମସ୍ଯା ଅଛି ତାହେଲେ ତାର ସମାଧାନ ବିଷୟରେ ଭାବିବା । ସମସ୍ଯା କୁ ଭାବିଲେ ସମାଧାନ ମିଳିବନି ।

ଆଚାର୍ଯ୍ୟ ଚାଣକ୍ୟ, ଚାଣକ୍ୟ ନୀତିର ତୃତୀୟ ଅଧ୍ୟାୟରେ ଲେଖିଛନ୍ତି କି, କାହାର କୁଳରେ ଦୋଷ ନାହିଁ? କିଏ ଏପରି ଅଛି ଯିଏ କେବେ ରୋଗରେ ପୀଡିତ ହୋଇ ନାହିଁ? କିଏ ଏପରି ଥିବ ଯାହାକୁ କେବେ ଦୁଃଖ ମିଳି ନାହିଁ?

କିଏ ଏପରି ଅଛି ଯିଏ ସର୍ବଦା ଖୁସି ରହିଛି? ଆପଣଙ୍କ ଆଚରଣରୁ ଆପଣଙ୍କ କୁଳ ବା ପରିବାର ବିଷୟରେ ଜଣା ପଡ଼େ । ଆପଣଙ୍କ ଭାଷାରୁ ଆପଣଙ୍କ ଦେଶ ଜଣା ପଡେ । ଆପଣଙ୍କ ଆଦର ସତ୍କାରରୁ ଆପଣଙ୍କ ପ୍ରେମ ଭାବ ଓ ଆପଣଙ୍କ ଶରୀରରୁ ଆପଣଙ୍କ ଭୋଜନ ବିଷୟରେ ଜଣା ପଡ଼େ । ଦୁର୍ଜନ ଓ ସର୍ପ ମଧ୍ୟରେ ଗୋଟିଏ ବାଛିବାକୁ ହେଲେ ସର୍ପକୁ ବାଛନ୍ତୁ, ଦୁର୍ଜନକୁ ନୁହେଁ ।

କାରଣ ସର୍ପ କେବଳ ଗୋଟେ ଥର ଚୋଟ ମାରେ, ମାତ୍ର ଦୁର୍ଜନ ପ୍ରତିଟି ପାଦରେ ଆପଣଙ୍କୁ ଚୋଟ ମାରିବ । ପ୍ରଳୟ ସମୟରେ ସାଗର ମଧ୍ୟ ନିଜ ମର୍ଯ୍ୟାଦା ଛାଡ଼ି ଦିଏ । ସାଗର ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ଆସିପାରେ, ମାତ୍ର ସଜ୍ଜନ ଅବା ସାଧୁ ଲୋକ ପ୍ରଳୟରେ ମଧ୍ୟ ନିଜ ମର୍ଯ୍ୟାଦା ଛାଡନ୍ତି ନାହିଁ । ମୂର୍ଖ ଲୋକ ଠାରୁ ଦୂରେଇ ରହିବ ହିଁ ଉଚିତ୍ ଅଟେ । କାରଣ ସେ ଦେଖିବାକୁ ମନୁଷ୍ୟ ପରି ହୋଇଥିଲେ ମଧ୍ୟ ନିଜ ବାକ୍ୟରେ ଆପଣଙ୍କୁ ଶୁଳି ପରି ଏପରି କେଞ୍ଚି ପକାଇବ ଯେପରି ଅନ୍ଧକୁ କଣ୍ଟା ।

ସୁନ୍ଦରତା, ତରୁଣତା ଓ ଉଚ୍ଚ କୁଳରେ ଜନ୍ମ ହେଲେ ମଧ୍ୟ ବିଦ୍ୟାହୀନ ମନୁଷ୍ୟ ସୁଗନ୍ଧ ହୀନ ପଳାଶ ଫୁଲ ପରି ଶୋଭା ଦିଏ ନାହିଁ । ସୁନ୍ଦରତା ଯୋଗୁଁ ସୀତାଙ୍କ ହରଣ ହୋଇଥିଲା । ଅତ୍ୟନ୍ତ ଅହଙ୍କାର ହେତୁ ରାବଣ ମୃତ୍ୟୁବରଣ କରିଥିଲା । ଅତ୍ୟଧିକ ଦାନ କରିବା ହେତୁ ରାଜା ବଳି ବନ୍ଧା ଯାଇଥିଲେ । ସେଥିପାଇଁ ସର୍ବଦା ଅତିରିକ୍ତତାକୁ ତ୍ୟାଗ କରନ୍ତୁ ।

ଗୋଟିଏ ସୁଗନ୍ଧିତ ଫୁଲର ବୃକ୍ଷ ଦ୍ଵାରା ଯେପରି ସାରା ଜଙ୍ଗଲ ସୁଗନ୍ଧିତ ହୋଇଥାଏ, ସେହି ପ୍ରକାର ଗୋଟିଏ ସୁପୁତ୍ର ଦ୍ଵାରା ସମ୍ପୂର୍ଣ୍ଣ କୁଳ ସୁଶୋଭିତ ହୋଇଯାଏ । ଅଗ୍ନିରେ ଜଳୁଥିବା ଗୋଟିଏ ଶୁଖିଲା ଗଛ ସକାଶେ ଯେପରି ସାରା ଜଙ୍ଗଲ ଜଳି ଯାଏ, ସେପରି ଗୋଟିଏ କୁପୁତ୍ର ଯୋଗୁଁ ସାରା କୁଳ ନାଶ ହୋଇଯାଏ । ଗୋଟିଏ ବିଦ୍ୟାବାନ ସୁପୁତ୍ର ଯୋଗୁଁ ପୁରା କୁଳ ଏପରି ଆନନ୍ଦିତ ହୁଏ ଯେପରି ଚନ୍ଦ୍ରମା ଯୋଗୁଁ ରାତି ।

ଶୋକ ଓ ଦୁଃଖ ଦେଲା ପରି ଅନେକ ପୁତ୍ର ଜନ୍ମ କଲେ କଣ ଲାଭ? କୁଳକୁ ଆଶ୍ରୟ ଦେବା ପାଇଁ ଗୋଟିଏ ପୁତ୍ର ହିଁ ଯଥେଷ୍ଟ ଯାହା ଦ୍ଵାରା କୁଳର ସମ୍ମାନ ବଢ଼ିଥାଏ । ଯାହା ପାଖରେ ଧର୍ମ, ଅର୍ଥ, କାର୍ଯ୍ୟ ଓ ମୋକ୍ଷ ଏଥି ମଧ୍ୟରୁ ଗୋଟିଏ ମଧ୍ୟ ନାହିଁ, ତା ପାଇଁ ଅନେକ ଥର ଜନ୍ମ ନେବାର ଅର୍ଥ କେବଳ ମୃତ୍ୟୁ ଅଟେ ।

ଯେଉଁଠାରେ ମୂର୍ଖକୁ ସମ୍ମାନ ଦିଆ ଯାଏ ନାହିଁ, ଯେଉଁଠାରେ ଅନ୍ନ ସଞ୍ଚୟ କରାଯାଏ, ଯେଉଁଠାରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୁଏ ନାହିଁ, ସେହିଠାରେ ବିନା ନିମନ୍ତ୍ରଣରେ ହିଁ ଲକ୍ଷ୍ମୀ ବାସ କରିଥାନ୍ତି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button