ଦେଶ- ବିଦେଶ

ପୁଅ ଦିଲ୍ଲୀରେ ଅଛି, ରାସନକାର୍ଡ କଟିବ ନା ରହିବ ?

ରାସନକାର୍ଡ ହିତାଧିକାରୀଙ୍କ ଛାତିରେ ପଶିଲାଣି ଛାନିଆ । ଦିଲ୍ଲୀରେ ଅଛି ପୁଅ କେମିତି ଦେବ ଫିଙ୍ଗରପ୍ରିଣ୍ଟ ? ବାହାର ରାଜ୍ୟରେ ଖଟୁଛନ୍ତି ଦାଦନ ଶ୍ରମିକ, କେମିତି କରିବେ E-Kyc ? ରୋଗିଣା ମାଆଙ୍କୁ ଧରି ହସ୍ପିଟାଲରେ ଅଛି ପୁଅ, ରାସନକାର୍ଡ ରହିବ ନା କଟିଯିବ ? ବିଛଣାରୁ ଉଠିପାରୁନି ରୋଗିଣା ବାପା, ଯିବେ କେମିତି ପିଙ୍ଗରପ୍ରିଣ୍ଟ୍ ଦେବେ କେମିତି ?

ଏବେ ହିତାଧିକାରୀଙ୍କ ପ୍ରଶ୍ନ, ଆମ ପିଲାମାନେ ଅଛନ୍ତି ବାହାରେ ଆମେ କରିବୁ କଣ ?

Related Articles

Leave a Reply

Your email address will not be published. Required fields are marked *

Back to top button