ମନୋରଞ୍ଜନ

ଯେଉଁ ଦୋକାନଙ୍କୁ ଆସୁନଥିଲେ ଗୋଟେ ବି ଗ୍ରାହକ, ଏହି ଝିଅଟି କରିଲା ଏମିତି କାମ କି ଏବେ ଲାଗୁଛି ଲାଇନ

କୁହନ୍ତି କି ଯାହା ଦେଖା ଯାଏ ତାହା ବିକିଥାଏ, ଯେଉଁ ଜିନିଷ ଦେଖିବାକୁ ଭଲ ଲାଗେ ଲୋକମାନେ ପ୍ରାୟତଃ ତାକୁ ହିଁ କିଣି ନିଅନ୍ତି, ଆଜିକା ସମୟରେ ଖରାପ ଜିନିଷ, ଚିରା ନୋଟ, କଳା ଝିଅ, ଏବଂ ଟ୍ରେନ ରେ ଛିଡା ହେବା ପାଇଁ ଚାହାନ୍ତିନୀ ସମସତାଙ୍କୁ ନିଜ ମନ ମୁତାବିକ ଜିନିଷ, ଜିହା, ସିଟ, ଦରକାର । ମଣିଷ ଏମିତି ହିଁ ଜିନିଷ କିଣିବାକୁ ଚାହୁଁଛି ଯାହା ବିଲକୁଲ ତାଜା ଥିବା ଏବଂ ଭଲ ଥିବ ଏମିତିରେ ଆମେ ସେହି ଜିନିଷ ର ଦାମ ପଚାରିବାକୁ ଭୁଲି ଯାଉ ।

ରାସ୍ତାରେ ମିଳୁଥିବା ଜିନିଷ ଗୋଟିଏ ବଡ ସୁନ୍ଦରତାର ସହ ସିକ୍ଯୋରିଟୀ ମଧ୍ୟରେ ସ୍ଵୋରୁମ ରେ ମିଳିଥାଏ ଆମର ଆଖିରେ ଚମକୁଥିବା ଜିନିଷ କୁ ଆମାକୁ ପସନ୍ଦ ଆସେ । ଏହି ଘଟଣା ଦକ୍ଷିଣ କୋରିୟା ଅଟେ । ଯେଉଁଠି ଗୋଟିଏ ମାଂସ ଦୋକାନ ଥିଲା, ଦୋକାନ ହାଲତ ଏମିତି ଥିଲା କି ଶେଠୀ କେହି ବି ମାଂସ କିଣିବାପାଇଁ ପସନ୍ଦ କରୁନଥିଲେ ।

ଦୋକାନ ବନ୍ଦ ହେବା ଉପରେ ଥିଲା । ସେହି ଦୋକାନ ର ମାଲିକକୁ ଆଗରୁ ହିଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଇଯାଇଥିଲା । ଯାହା ପରେ ଦୋକାନ ର ମାଲିକ ହସ୍ପିଟାଲ ରେ ଭର୍ତି ହେଲା । ଦୋକାନ ର ମାଲିକ ପାଖରେ ମାତ୍ର ସେହି ଗୋଟିଏ ମାତ୍ର ଦୋକାନ ର ସାହାର ଥିଲା ଯାହାଦ୍ୱାରା ସେ ନିଜର ଘର ଚଳାଇବ ।

ଆଶ୍ଚର୍ଯ୍ୟର କଥା ଏହା କି ଯେମିତି ମାଲିକ ଭାବିଲା କି ଏହି ଦୋକାନରେ ଗୋଟିଏ ଝିଅ ରଖିଦିଆ ଯାଏ କାଳେ ଚାଲି ପଡିବ, କାରଣ ମାଲିକ ପାଖରେ ଏମିତି ଅବସ୍ଥା ଥିଲା ତାହା ପାଖରେ ଚାନସ ନେବା ଛଡା ଆଉ କିଛି ରାସ୍ତା ନଥିଲା । ସେଥିପାଇଁ ସେ ଦୋକାନରେ ଗୋଟିଏ ଝିଅକୁ ରଖିଲା ଏବଂ ସର୍ତ ରଖିଲା କି ସେ ସବୁବେଳେ ଚୋଟୋ ଡ୍ରେସ ପିନ୍ଧି ଦୋକାନକୁ ଆସିବ ।

ଝିଅଟି ମାଂସ ର ଦୋକାନରେ କାମ କରିବା ପାଇଁ ରାଜି ହୋଇଗଲା । ଏବଂ ମାଳିକାର ର ସର୍ତ ମାନିନେଲା । ଦୋକାନରେ ଛୋଟୋ କପଡା ପିନ୍ଧି ଏମିତି ଦେଖାଯାଉଥିଲା । ଝିଅକୁ ଦେଖି ଦୋକାନରେ ଭିଡ ହେବାକୁ ଲାଗିଲା । ଲୋକମାନେ ଘଣ୍ଟା ଘଣ୍ଟା ଧଋ ଲାଇନ ରେ ଛିଡା ହେଉଥିଲେ ଦୋକାନାରୁ ଜିନିଷ କିଣିବା ପାଇଁ ଏବଂ ଦେଖିବା ପାଇଁ । କିଛି ଦିନ ପରେ ଝିଅଟି ଟୋକାନ ସାହାର୍ଯ୍ୟ ରେ ମାଂସ ବିକ୍ରି କରିବାକୁ ଲାଗିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button