ଦେଶ- ବିଦେଶ

ଏମିତି କେଉଁ ନାମ ଯାହା ଇଂରାଜୀ, ଓଡ଼ିଆ ଓ ଗଣିତ ଏହି 3ଟି ଭାଷାରେ ଲେଖା ଯାଇପାରିବ !

ମଷ୍ଟର ମାଇଣ୍ଡ ପ୍ରଶ୍ନ ଏବଂ ତାର ଉତ୍ତର,ଯାହା ଆପଣଙ୍କ ବହୁତ କାମରେ ଲାଗିବ।ଆଜିକାଲି ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସାଧରଣଜ୍ଞାନ ପ୍ରଶ୍ନ ଆସିବା ସ୍ୱାଭାବିକ। ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାର ଉତ୍ତର ପ୍ରସ୍ତୁତ କରିଛୁ।ସାଧାରଣ ଜ୍ଞାନ ର ଏହି ଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧି ର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।

ଜ୍ଞାନ ଥିବା ଲୋକ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି।ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରି ଥାଏ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ।ଏହାର ଫଳପ୍ରଦ ନିଶ୍ଚୟ ଆପଣ ଙ୍କୁ ମିଳିବ।ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ ।

ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି।ଆପଣ ସ୍କୁଲରେ କିମ୍ବା କଲେଜ ରେ ପାଠ କରୁଥିଲେ ଏହାକୁ ନିଶ୍ଚୟ ଦେଖନ୍ତୁହୁଏତ ଏହି ପ୍ରଶ୍ନ ଆମ ମାନଙ୍କର କିଛି ପରୀକ୍ଷା ରେ ଆସିପାରେ କିମ୍ବା ଆପଣମାନଙ୍କୁ ହୁଏତ କେହି ପଚାରିପାରେ।ସମସ୍ତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ବିଷୟରେ ଜଣାଥିବା ଉଚିତ।ତେବେ ଆସନ୍ତୁ ଜାଣିବା କିଛି ଜଣା ଓ ଅଜଣା କଥା ଯାହାକି ଭବିଷ୍ୟତରେ ଆମ ପାଇଁ ବହୁତ ଲାଭଦାୟକ ହୋଇପାରିବ।

(୧)ଜାତୀୟ ପତାକାର ଲମ୍ବ ଆଉ ଉଚ୍ଚତା ଅନୁମାନ କେତେ ଅଟେ ?


ଉତ୍ତର: 302 ମିଟର

(୨) ଇଂରେଜ ମାନେ ଭାରତ କୁ ପ୍ରଥମ ଥର କେଉଁ ତାରିଖରେ ଆସିଥିଲେ?

ଉତ୍ତର: 20 may (1498 ମସିହାରେ )

(୩)ଡେସମ୍ବେର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?

ଉତ୍ତର: ଶୀତ ଋତୁ

(୪) ସଂସାରର ସବୁଠୁ ଲମ୍ବା ନଦୀ କିଏ ଅଟେ ?

ଉତ୍ତର: ନୀଳ ନଦୀ

(୫)ଏମିତି କେଉଁ ନାମ ଯାହା ଇଂରାଜୀ, ଓଡ଼ିଆ,ଏବଂ ଗଣିତ ଏହି 3ଟି ଭାଷାରେ ଲେଖା ଯାଇପାରିବ ?

ଉତ୍ତର: B9ଦ

ବିନଦ

BINOD

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button